ହିତୋପଦେଶ 20:18 in Oriya

ଓଡିଆ ଓଡିଆ ବାଇବେଲ ହିତୋପଦେଶ ହିତୋପଦେଶ 20 ହିତୋପଦେଶ 20:18

Proverbs 20:18
ମନ୍ତ୍ରଣା ଦ୍ବାରା ପ୍ରେତ୍ୟକକ ସଂକଳ୍ପ ସ୍ଥିର ହବେ। ମାତ୍ର ଯଦି ତୁମ୍ଭେ ୟୁଦ୍ଧ କରିବାକୁ ୟାଅ ଭଲ ପରାମର୍ଶ ଗ୍ରହଣ କର।

Proverbs 20:17Proverbs 20Proverbs 20:19

Proverbs 20:18 in Other Translations

King James Version (KJV)
Every purpose is established by counsel: and with good advice make war.

American Standard Version (ASV)
Every purpose is established by counsel; And by wise guidance make thou war.

Bible in Basic English (BBE)
Every purpose is put into effect by wise help: and by wise guiding make war.

Darby English Bible (DBY)
Plans are established by counsel; and with good advice make war.

World English Bible (WEB)
Plans are established by advice; By wise guidance you wage war!

Young's Literal Translation (YLT)
Purposes by counsel thou dost establish, And with plans make thou war.

Every
purpose
מַ֭חֲשָׁבוֹתmaḥăšābôtMA-huh-sha-vote
is
established
בְּעֵצָ֣הbĕʿēṣâbeh-ay-TSA
by
counsel:
תִכּ֑וֹןtikkônTEE-kone
advice
good
with
and
וּ֝בְתַחְבֻּל֗וֹתûbĕtaḥbulôtOO-veh-tahk-boo-LOTE
make
עֲשֵׂ֣הʿăśēuh-SAY
war.
מִלְחָמָֽה׃milḥāmâmeel-ha-MA

Cross Reference

ହିତୋପଦେଶ 24:6
ୟୁଦ୍ଧ କରିବା ପୂର୍ବରୁ ଯତ୍ନ ରେ ଯୋଜନା କରିବା ଉଚିତ୍। ଯଦି ତୁମ୍ଭେ ୟୁଦ୍ଧ ରେ ଜଯ କରିବାକୁ ଚାହଁ, ତୁମ୍ଭମାନଙ୍କର ନିଶ୍ଚିତ ଉତ୍ତମ ଉପଦେଷ୍ଟା ରହିବା ଉଚିତ।

ହିତୋପଦେଶ 15:22
ମନ୍ତ୍ରଣା ଅଭାବରେ ସଙ୍କଳ୍ପ ବିଫଳ ହୁଏ। ମାତ୍ର ବହୁତ ମନ୍ତ୍ରଣାଦ୍ବାରା ତାହା ସ୍ଥିରୀକୃତ ହୁଏ।

ଲୂକଲିଖିତ ସୁସମାଚାର 14:31
ଯଦି ଜଣେ ରାଜା ଅନ୍ୟ ଜଣେ ରାଜାଙ୍କ ସହିତ ୟୁଦ୍ଧ କରିବାକୁ ବାହାରନ୍ତି, ତବେେ ସେ ଆଗ ବସି ଯୋଜନା କରନ୍ତି। ଯଦି ସହେି ରାଜାଙ୍କର କବଳେ ଦଶ ହଜାର ସୈନ୍ଯ ଥାଆନ୍ତି, ତବେେ ସେ କୋଡିଏ ହଜାର ସୈନ୍ଯ ଧରି ଆସୁଥିବା ଜଣେ ବିରୋଧୀ ରାଜାଙ୍କୁ ପରାସ୍ତ କରିପାରିବେ ନାହିଁ।

ହିତୋପଦେଶ 11:14
ଗୋଟିଏ ଜାତି ଠିକ୍ ଦଖାେଶୁଣା ଅଭାବ ୟୋଗୁ ଧ୍ବଂସ ହାଇେଥାଏ, କିନ୍ତୁ ବହୁତ ଉପଦେଷ୍ଟାମାନଙ୍କ ଦ୍ବାରା ସଫଳତା ଆସିଥାଏ।

ହିତୋପଦେଶ 25:8
ବିବାଦ କରିବାକୁ ହଠାତ୍ ବାହାରକୁ ୟାଅ ନାହିଁ। ଯଦି କହେି ତୁମ୍ଭକୁ ଭୁଲ୍ ବୋଲି ପ୍ରମାଣିତ କରେ, ତବେେ ତୁମ୍ଭେ ଲଜ୍ଜିତ ହବେ।

ଦିତୀୟ ବଂଶାବଳୀ 25:17
ଯିହୁଦାର ରାଜା ଅମତ୍ସିଯ, ତାଙ୍କର ପରାମର୍ଶଦାତାମାନଙ୍କ ସହିତ ଆଲୋଚନା କଲେ। ଏହାପରେ ସେ ଇଶ୍ରାୟେଲର ରାଜା ୟୋଯାଶ୍ଙ୍କ ନିକଟକୁ ଏକ ବାର୍ତ୍ତା ପଠାଇଲେ। ଯୋୟାଶ୍ ୟିହୋଯାହସଙ୍କର ପୁତ୍ର ଥିଲେ। ଯିହାୟୋଦାରହସ ଯହେୂଙ୍କ ପୁତ୍ର ଥିଲେ। ଅମତ୍ସିଯ ୟୋଯାଶ୍ଙ୍କୁ କହିଲେ, ଆସ, ପରସ୍ପରକୁ ସାମ୍ନା-ସାମ୍ନି ଭଟେିବା।

ଦିତୀୟ ଶାମୁୟେଲ 2:26
ଅବ୍ନର ଯୋୟାବକକ୍ସ୍ଟ ଡାକି କହିଲେ, ଆମ୍ଭେ ନିଶ୍ଚିତ ୟକ୍ସ୍ଟଦ୍ଧ କରୁଥିବା ଓ ପରସ୍ପରକକ୍ସ୍ଟ ଚିରଦିନ ହତ୍ଯା କରୁଥିବା କି? ତୁମ୍ଭେ ନିଶ୍ଚିତ ରେ ଜାଣ ଯେ, ଏହା ଦକ୍ସ୍ଟଃଖଦ ପୂର୍ଣ୍ଣ ଶଷେ ହବେ। ତୁମ୍ଭମାନଙ୍କର ଲୋକମାନଙ୍କୁ କକ୍ସ୍ଟହ ସମାନଙ୍କେର ଭାଇମାନଙ୍କ ପଛ ରେ ନ ଗୋଡ଼ାଇବା ପାଇଁ।

ବିଚାରକର୍ତାମାନଙ୍କ ବିବରଣ 20:26
ଏହାପରେ ଇଶ୍ରାୟେଲର ସମସ୍ତ ଲୋକ ବୈଥଲହମେକକ୍ସ୍ଟ ଗଲେ। ସହେି ସ୍ଥାନ ରେ ସମାନେେ ବସି ସଦାପ୍ରଭୁଙ୍କୁ ଗକ୍ସ୍ଟହାରି ଜଣାଇଲେ। ସମାନେେ ସଠାେରେ ଦିନ ତମାମ କିଛି ଖାଇଲେ ନାହିଁ। ସମାନେେ ମଧ୍ଯ ମଦାପ୍ରଭକ୍ସ୍ଟଙ୍କକ୍ସ୍ଟ ହାମବେଳି ଓ ମଙ୍ଗଳାର୍ଥକ ବଳି ପ୍ରଦାନ କଲେ।

ବିଚାରକର୍ତାମାନଙ୍କ ବିବରଣ 20:23
ସଦାପ୍ରଭୁ ସେମାନଙ୍କୁ କହିଲେ, “ସେମାନଙ୍କ ବିରୁଦ୍ଧରେ ଯାଅ।” ଏହିପରି ଇସ୍ରାଏଲମାନେ ଉତ୍ସାହିତ ହେଲେ ଏବଂ ବିନ୍ୟାମୀନ ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ, ଯେପରି ସେମାନେ ପ୍ରଥମ ଦିନରେ କରିଥିଲେ।

ବିଚାରକର୍ତାମାନଙ୍କ ବିବରଣ 20:18
ଏହାପରେ ଇଶ୍ରାୟେଲ ଲୋକମାନେ ବୈଥଲହମେକକ୍ସ୍ଟ ଗଲେ ଓ ସଦାପ୍ରଭୁଙ୍କୁ ପଚାରିଲେ, ବିନ୍ଯାମୀନ ପରିବାରବର୍ଗ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବା ପାଇଁ ଆମ୍ଭମାନଙ୍କ ମଧ୍ଯରକ୍ସ୍ଟ ପ୍ରଥମେ କିଏ ୟିବ।

ବିଚାରକର୍ତାମାନଙ୍କ ବିବରଣ 20:7
ବର୍ତ୍ତମାନ ଇଶ୍ରାୟେଲର ସମସ୍ତ ଲୋକଗଣ କକ୍ସ୍ଟହ ଏବଂ ତୁମ୍ଭର ମତାମତ ଦିଅ ଆମ୍ଭମାନେେ କ'ଣ କରିବା।

ବିଚାରକର୍ତାମାନଙ୍କ ବିବରଣ 9:29
ତୁମ୍ଭେ ଯଦି ମାେତେ ତୁମ୍ଭର ଆଦେଶକାରୀ କର, ମୁ ଅବୀମଲକଠାେରକ୍ସ୍ଟ ମକ୍ସ୍ଟକ୍ତି ପାଇୟାନ୍ତି। ମୁ ତାଙ୍କୁ କହନ୍ତି, 'ତକ୍ସ୍ଟମେ ତୁମ୍ଭର ସୈନ୍ଯକକ୍ସ୍ଟ ପ୍ରସ୍ତକ୍ସ୍ଟତ କର ଏବଂ ୟକ୍ସ୍ଟଦ୍ଧ କରିବାକୁ ବାହାରି ଆସ। '

ବିଚାରକର୍ତାମାନଙ୍କ ବିବରଣ 1:1
ଯିହାଶୂେୟଙ୍କର ମୃତକ୍ସ୍ଟ୍ଯପରେ ଇଶ୍ରାୟେଲର ଲେୀକମାନେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ, ସମାନେେ ସଦାପ୍ରଭୁଙ୍କର ଆଦେଶ ମାଗିଲେ, ପ୍ରଥମେ କେଉଁ ପରିବାରବର୍ଗର ଲୋକମାନେ କିଣାନୀଯ ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଯିବେ?