ହିତୋପଦେଶ 20:17 in Oriya

ଓଡିଆ ଓଡିଆ ବାଇବେଲ ହିତୋପଦେଶ ହିତୋପଦେଶ 20 ହିତୋପଦେଶ 20:17

Proverbs 20:17
ମିଥ୍ଯା ଅର୍ଜିତ ଆହାର ମନୁଷ୍ଯକୁ ମିଠା ଲାଗେ। ମାତ୍ର ପଛ ରେ ତା'ର ପାଟି ଗୋଡ଼ି ରେ ପୂର୍ଣ୍ଣ ହବେ।

Proverbs 20:16Proverbs 20Proverbs 20:18

Proverbs 20:17 in Other Translations

King James Version (KJV)
Bread of deceit is sweet to a man; but afterwards his mouth shall be filled with gravel.

American Standard Version (ASV)
Bread of falsehood is sweet to a man; But afterwards his mouth shall be filled with gravel.

Bible in Basic English (BBE)
Bread of deceit is sweet to a man; but after, his mouth will be full of sand.

Darby English Bible (DBY)
Bread of falsehood is sweet to a man, but afterwards his mouth shall be filled with gravel.

World English Bible (WEB)
Fraudulent food is sweet to a man, But afterwards his mouth is filled with gravel.

Young's Literal Translation (YLT)
Sweet to a man `is' the bread of falsehood, And afterwards is his mouth filled `with' gravel.

Bread
עָרֵ֣בʿārēbah-RAVE
of
deceit
לָ֭אִישׁlāʾîšLA-eesh
is
sweet
לֶ֣חֶםleḥemLEH-hem
to
a
man;
שָׁ֑קֶרšāqerSHA-ker
afterwards
but
וְ֝אַחַ֗רwĕʾaḥarVEH-ah-HAHR
his
mouth
יִמָּֽלֵאyimmālēʾyee-MA-lay
shall
be
filled
פִ֥יהוּpîhûFEE-hoo
with
gravel.
חָצָֽץ׃ḥāṣāṣha-TSAHTS

Cross Reference

ହିତୋପଦେଶ 9:17
କିନ୍ତୁ ସେ କ ହେ, ଯଦି ତୁମ୍ଭେ ଜଳ ଚୋରି କର ତାହା ତୁମ୍ଭ ନିଜ ଜଳଠାରୁ ମଧୁର। ଯଦି ତୁମ୍ଭେ ରୋଟୀ ଚୋରି କର, ତାହା ତୁମ୍ଭ ନିଜ ଦ୍ବାରା ପ୍ରସ୍ତୁତ ରୋଟୀଠାରୁ ସ୍ବାଦିଷ୍ଟ।

ଉପଦେଶକ 11:9
ହେ ୟୁବକ, ତୁମ୍ଭେ ଆପଣା ୟୌବନାବସ୍ଥା ରେ ଆନନ୍ଦ କର ଓ ୟୌବନ କାଳ ରେ ତୁମ୍ଭର ଚିତ୍ତ ତୁମ୍ଭକୁ ହୃଷ୍ଟ କରୁ। ତୁମ୍ଭର ହୃଦଯ ଯାହା କରିବା ପାଇଁ ତୁମ୍ଭକୁ ଆଗଇେ ନେଉଛି, ତାହା କର। ଯାହା ଚାହୁଁଛ ତାହା କର। କିନ୍ତୁ ମନରେଖ ଯେ, ତୁମ୍ଭମାନେେ ଯାହାସବୁ କରୁଛ, ପରମେଶ୍ବର ତା'ର ବିଚାର କରିବେ।

ଯିରିମିୟଙ୍କ ବିଳାପ 3:15
ସଦାପ୍ରଭୁ ମାେତେ ତିକ୍ତତା ରେ ପୂର୍ଣ୍ଣ କରିଅଛନ୍ତି ଓ ନାଗ ବିଷ ରେ ମାେତେ ଭରି ଦଇେଅଛନ୍ତି।

ଏବ୍ରୀମାନଙ୍କ ନିକଟକୁ ପତ୍ର 11:25
ସେ ପାପର କ୍ଷଣକ ସୁଖଭୋଗ କରିବା ପାଇଁ ଚାହିଁଲେ ନାହିଁ। ତା' ପରିବର୍ତେ ସେ ଈଶ୍ବରଙ୍କ ଲୋକମାନଙ୍କ ସହ୍ଯ ହେଉଥିବା ଦୁର୍ବ୍ଯବହାର ସହିବା ପସନ୍ଦ କଲେ। ନିଜର ବିଶ୍ବାସ ହତେୁ ସେ ଏପରି କଲେ।

ଆଦି ପୁସ୍ତକ 3:6
ସହେି ସ୍ତ୍ରୀ ଲୋକଟି ଦେଖିଲା ଯେ, ସହେି ବୃକ୍ଷଟି ଦେଖିବାକୁ ସୁନ୍ଦର ଏବଂ ଖାଦ୍ୟ ପାଇଁ ଭଲ। ସେ ଜ୍ଞାନ ଲାଭ କରିବାକୁ ଇଚ୍ଛା କଲା। ତେଣୁ ସେ ସହେି ବୃକ୍ଷରୁ ଫଳ ତୋଳିଲା ଏବଂ ଖାଇଲା। ପୁଣି ଆପଣାର ସ୍ବାମୀକୁ ଖାଇବାକୁ ଦଲୋ ଏବଂ ସେ ମଧ୍ଯ ତାହାକୁ ଖାଇଲା।

ଆୟୁବ ପୁସ୍ତକ 20:12
ଦୁଷ୍ଟତା ତା' ପାଟିକୁ ମିଠା ଲାଗେ, ସେ ସମ୍ପୂର୍ଣ୍ଣ ଆନନ୍ଦ ପାଇବାକୁ ତାକୁ ତା' ଜିଭତଳେ ରେଖ।

ହିତୋପଦେଶ 4:17
ମନ୍ଦ କି ଅସତ୍ଯ କାମ କରିବା ସମାନଙ୍କେର ଖାଦ୍ୟ ଓ ପାନୀଯ ! ଏହା ବ୍ଯତୀତ ସମାନେେ ବଞ୍ଚିପାରିବେ ନାହିଁ।