Proverbs 20:13
ନିଦ୍ରାକୁ ଭଲ ପାଅ ନାହିଁ। ନ ହେଲେ ତୁମ୍ଭେ ଦରିଦ୍ର ହବେ। ତୁମ୍ଭେ କର୍ମଦକ୍ଷ ହୁଅ, ତହିଁରେ ତୁମ୍ଭେ ଖାଦ୍ୟ ରେ ପରିତୃପ୍ତ ହବେ।
Proverbs 20:13 in Other Translations
King James Version (KJV)
Love not sleep, lest thou come to poverty; open thine eyes, and thou shalt be satisfied with bread.
American Standard Version (ASV)
Love not sleep, let thou come to poverty; Open thine eyes, `and' thou shalt be satisfied with bread.
Bible in Basic English (BBE)
Do not be a lover of sleep, or you will become poor: keep your eyes open, and you will have bread enough.
Darby English Bible (DBY)
Love not sleep, lest thou come to poverty; open thine eyes, [and] thou shalt be satisfied with bread.
World English Bible (WEB)
Don't love sleep, lest you come to poverty; Open your eyes, and you shall be satisfied with bread.
Young's Literal Translation (YLT)
Love not sleep, lest thou become poor, Open thine eyes -- be satisfied `with' bread.
| Love | אַל | ʾal | al |
| not | תֶּֽאֱהַ֣ב | teʾĕhab | teh-ay-HAHV |
| sleep, | שֵׁ֭נָה | šēnâ | SHAY-na |
| lest | פֶּן | pen | pen |
| poverty; to come thou | תִּוָּרֵ֑שׁ | tiwwārēš | tee-wa-RAYSH |
| open | פְּקַ֖ח | pĕqaḥ | peh-KAHK |
| eyes, thine | עֵינֶ֣יךָ | ʿênêkā | ay-NAY-ha |
| and thou shalt be satisfied | שְֽׂבַֽע | śĕbaʿ | SEH-VA |
| with bread. | לָֽחֶם׃ | lāḥem | LA-hem |
Cross Reference
ହିତୋପଦେଶ 19:15
ଆଳସ୍ଯ ନିଦ୍ରା ଆଣେ। ଅଳସ ପ୍ରାଣୀ କ୍ଷୁଧାଭୋଗ କରେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12:11
ପରମେଶ୍ବରଙ୍କ କାମ କରିବା ରେ ଉତ୍ସାହ ପ୍ରକାଶ କର। ତାଙ୍କ ସବୋ କାର୍ୟ୍ଯ ରେ ଆଳସ୍ଯ କର ନାହିଁ। ପରମେଶ୍ବରଙ୍କୁ ସବୋ କଲା ବେଳେ ଆତ୍ମିକ ଭାବରେ ଉଦ୍ ଯୋଗ ହୁଅ।
ହିତୋପଦେଶ 12:11
ଯେଉଁ ଲୋକ ଆପଣା ଭୂମି ଚଷେ, ସେ ୟଥେଷ୍ଟ ଆହାର ପାଇବ। ମାତ୍ର ଯେ ବୃଥା ଅଭିମାନ ରେ ପ୍ରବୃତ୍ତ ହୁଏ, ସେ ବୁଦ୍ଧିହୀନ।
ହିତୋପଦେଶ 6:9
ହେ ଅଳସୁଆ ଲୋକମାନେ, କେତକୋଳ ପର୍ୟ୍ଯନ୍ତ ତୁମ୍ଭମାନେେ ସଠାେ ରେ ପଡ଼ି ରହିବ ? ତୁମ୍ଭେ କେତକୋଳ ପର୍ୟ୍ଯନ୍ତ ତୁମ୍ଭର ନିଦ୍ରା ଭାଙ୍ଗି ଉଠିବ ?
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 3:10
ତୁମ୍ଭମାନଙ୍କ ସହିତ ଥିଲା ବେଳେ ଆମ୍ଭେ ତୁମ୍ଭମାନଙ୍କୁ ଗୋଟିଏ ନିୟମ ଶିଖାଇଥିଲୁ : ଯଦି ଜଣେ କାମ ନ କରିବ, ତା' ହେଲେ ସେ ଖାଇବ ନାହିଁ।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:14
ଯାହା ସହଜ ରେ ପ୍ରକାଶିତ ହୁଏ, ତାହା ଆଲୋକ। ସେଥିପାଇଁ ଆମ୍ଭେ କହୁ :
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 15:34
ଅତଏବ, ତୁମ୍ଭେ ଜାଗ୍ରତ ହୁଅ, ଓ ପାପ କରିବା ବନ୍ଦ କର। ତୁମ୍ଭମାନଙ୍କ ମଧ୍ଯରୁ କେତକେ ପରମେଶ୍ବରଙ୍କୁ ଜାଣନ୍ତି ନାହିଁ। ତୁମ୍ଭମାନଙ୍କୁ ଲଜ୍ଜା ଦବୋ ପାଇଁ ଏକଥା ମୁଁ କହୁଛି।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 13:11
ମୁଁ ଏହି ସମସ୍ତ କଥା କହୁଛି, କାରଣ ଆମ୍ଭର ଏହି ସମୟଟି ଅତି ମହତ୍ତ୍ବପୂର୍ଣ। ନିଦ୍ରାରୁ ଜାଗ୍ରତ ହବୋର ସମୟ ଉପସ୍ଥିତ ହାଇେଅଛି। ଆରମ୍ଭ କାଳ ରେ ବିଶ୍ବାସ କରିବା ତୁଳନା ରେ ଏବେ ଆମ୍ଭେ ଉଦ୍ଧାର ପାଇବା ସମୟର ନିକଟତର ହାଇେଛୁ।
ହିତୋପଦେଶ 24:30
ମୁଁ ଅଳସୁଆର କ୍ଷେତ୍ର ଓ ନିର୍ ବୋଧ ଲୋକର ଦ୍ରାକ୍ଷାକ୍ଷେତ୍ର ଦଇେ ଗଲି।
ହିତୋପଦେଶ 13:4
ଅଳସୁଆ ଯାହା ଇଚ୍ଛା କରେ, ତାହା ପାଏ ନାହିଁ। ମାତ୍ର କର୍ମଶୀଳ ଲୋକ ବା ପରିଶ୍ରମୀ ଲୋକ ତା'ର ଇଚ୍ଛାନୁସା ରେ ଫଳ ଭୋଗ କରେ।
ହିତୋପଦେଶ 10:4
ଅଳସୁଆ ଦରିଦ୍ର ହବେ। ପରିଶ୍ରମୀ ଲୋକ ଧନୀ ହବେ।
ଯୂନସ 1:6
ୟୂନସ ଜାହଜ ରେ ଶାଇେଥିବାର ଦେଖି ଜାହାଜର କାପ୍ତାନ କହିଲେ, ଉଠ ଜାଗ୍ରତ ହୁଅ। ଶୋଇଛ କାହିଁକି? ତୁମ୍ଭର ଈଶ୍ବରଙ୍କୁ ପ୍ରାର୍ଥନା କର। ତୁମ୍ଭର ପ୍ରଭୁ ହୁଏତ ତୁମ୍ଭର ପ୍ରାର୍ଥନା ଶୁଣିବେ ଓ ଆମ୍ଭମାନଙ୍କୁ ରକ୍ଷା କରିବେ।