ହିତୋପଦେଶ 18:24 in Oriya

ଓଡିଆ ଓଡିଆ ବାଇବେଲ ହିତୋପଦେଶ ହିତୋପଦେଶ 18 ହିତୋପଦେଶ 18:24

Proverbs 18:24
ଯେ ଅନକେ ମିତ୍ର କରେ, ସମାନେେ ତାଙ୍କର ବିନାଶର କାରଣ ହାଇପୋରନ୍ତି। ମାତ୍ର ଜଣେ ପ୍ ରମେକାରୀ ଅଛନ୍ତି ଯେ ଭାଇ ଅପେକ୍ଷା ଅଧିକ ଘନିଷ୍ଠ ହାଇେ ରହନ୍ତି।

Proverbs 18:23Proverbs 18

Proverbs 18:24 in Other Translations

King James Version (KJV)
A man that hath friends must shew himself friendly: and there is a friend that sticketh closer than a brother.

American Standard Version (ASV)
He that maketh many friends `doeth it' to his own destruction; But there is a friend that sticketh closer than a brother.

Bible in Basic English (BBE)
There are friends who may be a man's destruction, but there is a lover who keeps nearer than a brother.

Darby English Bible (DBY)
A man of [many] friends will come to ruin but there is a friend [that] sticketh closer than a brother.

World English Bible (WEB)
A man of many companions may be ruined, But there is a friend who sticks closer than a brother.

Young's Literal Translation (YLT)
A man with friends `is' to show himself friendly, And there is a lover adhering more than a brother!

A
man
אִ֣ישׁʾîšeesh
that
hath
friends
רֵ֭עִיםrēʿîmRAY-eem
friendly:
himself
shew
must
לְהִתְרֹעֵ֑עַlĕhitrōʿēaʿleh-heet-roh-A-ah
is
there
and
וְיֵ֥שׁwĕyēšveh-YAYSH
a
friend
אֹ֝הֵ֗בʾōhēbOH-HAVE
that
sticketh
closer
דָּבֵ֥קdābēqda-VAKE
than
a
brother.
מֵאָֽח׃mēʾāḥmay-AK

Cross Reference

ହିତୋପଦେଶ 17:17
ବନ୍ଧୁ ସର୍ବଦା ପ୍ ରମେ କରେ। ଏବଂ ଭାଇ ଦୁର୍ଦ୍ଦଶା ସମୟରେ ସର୍ବଦା ଥାଏ।

ହିତୋପଦେଶ 27:9
ତୈଳ ଓ ସୁଗନ୍ଧିତ ଧୂପ ମନକୁ ଆହ୍ଲାଦିତ କରେ। ମନର ମନ୍ତ୍ରଣାରୁ ଜାତ ମନ୍ତ୍ରର ମିଷ୍ଟତା ତଦ୍ରୁପ କରେ।

ଯୋହନଲିଖିତ ସୁସମାଚାର 15:13
ନିଜ ବନ୍ଧୁମାନଙ୍କ ପାଇଁ ପ୍ରାଣଦାନ ଦଇେ ଜଣେ ବ୍ଯକ୍ତି ସର୍ବୋତ୍କୃଷ୍ଟ ପ୍ ରମେ ଦଖାଇେ ପାରିବ।

ମାଥିଉଲିଖିତ ସୁସମାଚାର 26:49
ତା'ପରେ ୟିହୂଦା ଯୀଶୁଙ୍କ ପାଖ ରେ ପହଞ୍ଚି ତାହାଙ୍କୁ କହିଲେ, ହେ ଗୁରୁ, ନମସ୍କାର ତାପରେ ସେ ଯୀଶୁଙ୍କୁ ଚୁମ୍ବନ ଦେଲେ।

ପ୍ରଥମ ବଂଶାବଳୀ 12:38
ସହେି ସମସ୍ତ ଲୋକମାନେ ସାହସୀ ସୈନ୍ଯ ଥିଲେ। ସମାନେେ ସମ୍ପୂର୍ଣ୍ଣ ଏକମତ ହାଇେ ଦାଉଦଙ୍କୁ ଇଶ୍ରାୟେଲର ରାଜା କରିବା ନିମନ୍ତେ ହିବ୍ରୋଣ ସହରକୁ ଆସିଥିଲେ। ଇଶ୍ରାୟେଲର ଅବଶିଷ୍ଟ ସମସ୍ତ ଲୋକ ମଧ୍ଯ ଦାଉଦଙ୍କୁ ରାଜା କରିବା ନିମନ୍ତେ ସମ୍ମତ ହାଇେଥିଲେ।

ଦିତୀୟ ଶାମୁୟେଲ 19:30
ମଫୀବୋଶତ୍ ରାଜାଙ୍କକ୍ସ୍ଟ କହିଲଲ, ସହଉ,ସମାର ପ୍ରଭକ୍ସ୍ଟ ମହାରାଜା, ଆପଣ ନିରାପଦସର ଗୃହକକ୍ସ୍ଟସଫରି ଆସିଛନ୍ତି, ତାହାହିଁ ୟଥଲଷ୍ଟ।ସତଣୁ ସୀବଃ ସବୁକିଛିସନଇଯାଉ।

ଦିତୀୟ ଶାମୁୟେଲ 17:27
ଯେତବେେଳେ ଦାଉଦ ମହନଯିମ ରେ ପହନ୍ଚିଲେ, ସେ ସଠାେରେ ଶୋବି, ମାଖୀର ଏବଂ ବର୍ସିଲଯଙ୍କକ୍ସ୍ଟ ଭଟେିଲେ। ଶୋବି ରଦ୍ଦାରକ୍ସ୍ଟ ଅେମ୍ମାନୀୟ ନାହଶଙ୍କର ପକ୍ସ୍ଟତ୍ର ଥିଲେ। ମାଖୀର ଲୋଦବାର ନିବାସୀ ଅମ୍ମୀଯଲରେ ପକ୍ସ୍ଟତ୍ର ଥିଲେ। ବର୍ସିଲଯ ରୋଗଲୀମନିବାସୀ ଗିଲିଯଦୀଯ ଥିଲେ।

ଦିତୀୟ ଶାମୁୟେଲ 16:17
ଅବଶାଲୋମ ହୂଶଯକକ୍ସ୍ଟ କହିଲେ, ତୁମ୍ଭେ ସାଙ୍ଗ ପ୍ରତି କାହିଁକି ବିଶ୍ବସ୍ତ ନକ୍ସ୍ଟହଁ, ତୁମ୍ଭେ କାହିଁକି ନିଜର ସାଙ୍ଗ ସହିତ ଗଲ ନାହିଁ?

ଦିତୀୟ ଶାମୁୟେଲ 9:1
ଦାଉଦ ପଚାରିଲେ, ଆଉ ଶାଉଲ ପରିବାରର କୌଣସି ଲୋକ ରହିଲେ କି? ମୁ ସମାନଙ୍କେ ଉପରେ ଦୟା କରିବାକୁ ଗ୍ଭ ହେଁ। ମୁ ଏ ସବୁ ଯୋନାଥନଙ୍କ ପାଇଁ କରିବାକୁ ଗ୍ଭହକ୍ସ୍ଟଁଛି।

ଦିତୀୟ ଶାମୁୟେଲ 1:26
ହେ ମାରେ ଭାଇ ଯୋନାଥନ, ମୁ ତକ୍ସ୍ଟମ୍ଭ ଲାଗି ଦକ୍ସ୍ଟଃଖ କରୁଅଛି। ମୁ ତକ୍ସ୍ଟମ୍ଭ ସହିତ ଥିବାରକ୍ସ୍ଟ ଆନନ୍ଦ ଉପ ଭୋଗ କରୁଅଛି। ମାରେ ପ୍ରତି ତୁମ୍ଭର ପ୍ ରମେ ଆଶ୍ଚର୍ୟ୍ଯ ଓ ତାହା ସ୍ତ୍ରୀମାନଙ୍କ ପ୍ ରମରେକ୍ସ୍ଟ ବଳିଗଲା।

ପ୍ରଥମ ଶାମୁୟେଲ 30:26
ଦାଉଦ ସିକ୍ଲଗ ରେ ଉପସ୍ଥିତ ହେଲ। ତା'ପରେ ସେ ଆଣିଥିବା ଦ୍ରବ୍ଯ ତାଙ୍କର ବନ୍ଧକ୍ସ୍ଟମାନଙ୍କ ନିକଟକକ୍ସ୍ଟ ପଠାଇଲେ ୟକ୍ସ୍ଟହକ୍ସ୍ଟଦାର ନେତାଙ୍କ ନିକଟକକ୍ସ୍ଟ। ଦାଉଦ କହିଲେ, ଏହିଠା ରେ କିଛି ଉପହାର ଅଛି ଯାହା ସଦାପ୍ରଭୁଙ୍କ ଶତୃମାନଙ୍କ ନିକଟରକ୍ସ୍ଟ ଅଣା ୟାଇଅଛି।

ପ୍ରଥମ ଶାମୁୟେଲ 19:4
ଯୋନାଥନ ତାଙ୍କର ପିତା ଶାଉଲଙ୍କ ସହିତ କଥା ହେଲେ। ଯୋନାଥନ ଦାଉଦଙ୍କ ବିଷଯ ରେ ଭଲକଥା ତାଙ୍କ ପିତାଙ୍କୁ କହିଲେ। ଯୋନାଥନ କହିଲେ, ମହାରାଜ ଆପଣା ଦାସ ଦାଉଦଙ୍କ ବିରକ୍ସ୍ଟଦ୍ଧ ରେ ପାପ କରନ୍ତକ୍ସ୍ଟ ନାହିଁ। କାରଣ ସେ ଆପଣଙ୍କ ବିରକ୍ସ୍ଟଦ୍ଧ ରେ ପାପ କରିନାହିଁ। ତା'ର ସମସ୍ତ କର୍ମ ଆପଣଙ୍କ ପକ୍ଷ ରେ ଅତି ମଙ୍ଗଳଜନକ ହାଇେଅଛି।

ଦିତୀୟ ଶାମୁୟେଲ 21:7
ମାତ୍ର ଶାଉଲଙ୍କର ପୌତ୍ର, ଯୋନାଥନର ପକ୍ସ୍ଟତ୍ର ମଫୀବୋଶତକକ୍ସ୍ଟ ରାଜା ରକ୍ଷା କଲେ। ଯେ ହତେକ୍ସ୍ଟ ସମାନଙ୍କେ ମଧିଅରେ ଅର୍ଥାତ୍ ଦାଉଦ ଓ ଶାଉଲଙ୍କର ପକ୍ସ୍ଟତ୍ର ଯୋନାଥନ ମଧିଅରେ ସଦାପ୍ରଭୁଙ୍କ ଶପଥ ଥିଲା।