ହିତୋପଦେଶ 17:17 in Oriya

ଓଡିଆ ଓଡିଆ ବାଇବେଲ ହିତୋପଦେଶ ହିତୋପଦେଶ 17 ହିତୋପଦେଶ 17:17

Proverbs 17:17
ବନ୍ଧୁ ସର୍ବଦା ପ୍ ରମେ କରେ। ଏବଂ ଭାଇ ଦୁର୍ଦ୍ଦଶା ସମୟରେ ସର୍ବଦା ଥାଏ।

Proverbs 17:16Proverbs 17Proverbs 17:18

Proverbs 17:17 in Other Translations

King James Version (KJV)
A friend loveth at all times, and a brother is born for adversity.

American Standard Version (ASV)
A friend loveth at all times; And a brother is born for adversity.

Bible in Basic English (BBE)
A friend is loving at all times, and becomes a brother in times of trouble.

Darby English Bible (DBY)
The friend loveth at all times, and a brother is born for adversity.

World English Bible (WEB)
A friend loves at all times; And a brother is born for adversity.

Young's Literal Translation (YLT)
At all times is the friend loving, And a brother for adversity is born.

A
friend
בְּכָלbĕkālbeh-HAHL
loveth
עֵ֭תʿētate
at
all
אֹהֵ֣בʾōhēboh-HAVE
times,
הָרֵ֑עַhārēaʿha-RAY-ah
brother
a
and
וְאָ֥חwĕʾāḥveh-AK
is
born
לְ֝צָרָ֗הlĕṣārâLEH-tsa-RA
for
adversity.
יִוָּלֵֽד׃yiwwālēdyee-wa-LADE

Cross Reference

ହିତୋପଦେଶ 18:24
ଯେ ଅନକେ ମିତ୍ର କରେ, ସମାନେେ ତାଙ୍କର ବିନାଶର କାରଣ ହାଇପୋରନ୍ତି। ମାତ୍ର ଜଣେ ପ୍ ରମେକାରୀ ଅଛନ୍ତି ଯେ ଭାଇ ଅପେକ୍ଷା ଅଧିକ ଘନିଷ୍ଠ ହାଇେ ରହନ୍ତି।

ଏବ୍ରୀମାନଙ୍କ ନିକଟକୁ ପତ୍ର 2:11
ତେଣୁ ୟିଏ ପବିତ୍ର କରନ୍ତି, ଓ ଯେଉଁମାନେ ପବିତ୍ର ହୁଅନ୍ତି ଦୁ ହେଁ ଗୋଟିଏ ପରିବାରର ଅଟନ୍ତି। ଅତଏବ ଯୀଶୁ ସମାନଙ୍କେୁ ନିଜ ଭାଇ ଓ ଭଉଣୀ ଡ଼ାକିବା ରେ ଲଜ୍ଜା ବୋଧ କରନ୍ତି ନାହିଁ। ଯୀଶୁ କୁହନ୍ତି :

ରୂତର ବିବରଣ 1:16
କିନ୍ତୁ ଋତ କହିଲେ, ଦୟାକରି ତୁମ୍ଭକୁ ଛାଡି ୟିବା ପାଇଁ ମାେତେ ବାଧ୍ଯ କର ନାହିଁ। ମାରେ ସ୍ବଗୃହକକ୍ସ୍ଟ ଫରେିୟିବା ପାଇଁ ମାେତେ କକ୍ସ୍ଟହ ନାହିଁ। ମାେତେ ତକ୍ସ୍ଟମ୍ଭ ସହିତ ୟିବାକକ୍ସ୍ଟ ଦିଅ। ତୁମ୍ଭେ ୟକ୍ସ୍ଟଆଡେ ୟିବ, ମୁ ସହେିଆଡେ ୟିବି। ତୁମ୍ଭେ ଯେଉଁଠା ରେ ରହିବ ମୁ ସହେିଠା ରେ ରହିବି। ତୁମ୍ଭର ଲୋକ ହିଁ ମାରେ ଲୋକ, ତୁମ୍ଭର ସଦାପ୍ରଭୁ ହିଁ ମାରେସଦାପ୍ରଭୁ ହବେେ।

ହିତୋପଦେଶ 19:7
ଦରିଦ୍ର ଲୋକଙ୍କୁ ତା'ର ପରିବାର ମଧ୍ଯ ଭଲ ପାଏ ନାହିଁ। ତା'ର ମିତ୍ରମାନେ ତାଠାରୁ ଅଧିକ ଦୂରତା ରକ୍ଷା କରନ୍ତି। ସେ ସମାନଙ୍କେର ସାହାୟ୍ଯ ପାଇଁ ଭିକ୍ଷା କରେ, କିନ୍ତୁ ସମାନେେ ତା'ର ନିକଟକୁ ୟାଆନ୍ତି ନାହିଁ।

ଏଷ୍ଟର ବିବରଣ 4:14
ଯଦି ତୁମ୍ଭେ ଏହି ସମୟରେ ନୀରବ ହାଇେ ରୁହ, ତବେେ ଅନ୍ୟ ଏକ ସ୍ଥାନରୁ ୟିହୁଦୀଯମାନଙ୍କ ନିମନ୍ତେ ଉପଶମ ଓ ପରିତ୍ରାଣ ଆସିବ। କିନ୍ତୁ ତୁମ୍ଭେ ଏବଂ ତୁମ୍ଭର ପରିବାର ବିନାଶ ହବେ, କିଏ ଜାଣେ ତୁମ୍ଭେ ଏପରି ସମୟର ତୁମ୍ଭର ରାଜକୀଯ ସ୍ଥାନ ପାଇପାର?

ଦିତୀୟ ଶାମୁୟେଲ 9:1
ଦାଉଦ ପଚାରିଲେ, ଆଉ ଶାଉଲ ପରିବାରର କୌଣସି ଲୋକ ରହିଲେ କି? ମୁ ସମାନଙ୍କେ ଉପରେ ଦୟା କରିବାକୁ ଗ୍ଭ ହେଁ। ମୁ ଏ ସବୁ ଯୋନାଥନଙ୍କ ପାଇଁ କରିବାକୁ ଗ୍ଭହକ୍ସ୍ଟଁଛି।

ଦିତୀୟ ଶାମୁୟେଲ 1:26
ହେ ମାରେ ଭାଇ ଯୋନାଥନ, ମୁ ତକ୍ସ୍ଟମ୍ଭ ଲାଗି ଦକ୍ସ୍ଟଃଖ କରୁଅଛି। ମୁ ତକ୍ସ୍ଟମ୍ଭ ସହିତ ଥିବାରକ୍ସ୍ଟ ଆନନ୍ଦ ଉପ ଭୋଗ କରୁଅଛି। ମାରେ ପ୍ରତି ତୁମ୍ଭର ପ୍ ରମେ ଆଶ୍ଚର୍ୟ୍ଯ ଓ ତାହା ସ୍ତ୍ରୀମାନଙ୍କ ପ୍ ରମରେକ୍ସ୍ଟ ବଳିଗଲା।

ପ୍ରଥମ ଶାମୁୟେଲ 23:16
ଶାଉଲଙ୍କର ପକ୍ସ୍ଟତ୍ର ଯୋନାଥନ ଦାଉଦଙ୍କ ପାଖକକ୍ସ୍ଟ ଗଲା। ତାଙ୍କୁ ପରମେଶ୍ବରଙ୍କଠା ରେ ଏକ ଦୃଢ ବିଶ୍ବାସ କରିବା ରେ ସାହାୟ୍ଯ କଲା।

ପ୍ରଥମ ଶାମୁୟେଲ 20:17
ତା'ପରେ ଯୋନାଥନ ଦାଉଦଙ୍କକ୍ସ୍ଟ ସ୍ନହେ କରିବାରକ୍ସ୍ଟ ତା'ର ପ୍ରତିଜ୍ଞା ଦୋହୋରାଇଲେ ଓ ସେ ତାଙ୍କୁ କରିଥିବା ପ୍ରତିଜ୍ଞା ପକ୍ସ୍ଟନର୍ବାର ସତ୍ଯତା ପ୍ରମାଣ କରାଇବାକକ୍ସ୍ଟ ଦାଉଦଙ୍କକ୍ସ୍ଟ ପଚାରିଲେ। ଯୋନାଥନ ଏପରି କଲା କାରଣ ସେ ନିଜକକ୍ସ୍ଟ ଯେତିକି ଭଲ ପାଉଥିଲେ ଦାଉଦଙ୍କକ୍ସ୍ଟ ମଧ୍ଯ ସହେିପରି ଭଲ ପାଉଥିଲେ।

ପ୍ରଥମ ଶାମୁୟେଲ 19:2
ଯୋନାଥନ ଦାଉଦଙ୍କକ୍ସ୍ଟ ସତର୍କ କରାଇ କହିଲା, ମାରେ ପିତା ତୁମ୍ଭକୁ ମାରିବାକକ୍ସ୍ଟ ଗ୍ଭହାଁନ୍ତି। ତୁମ୍ଭେ ପ୍ରାତଃକାଳ ରେ ସାବଧାନ ସହକା ରେ କୌଣସି ଜାଗା ରେ ଲକ୍ସ୍ଟଚି ରକ୍ସ୍ଟହ।

ପ୍ରଥମ ଶାମୁୟେଲ 18:3
ଯୋନାଥନ ଦାଉଦଙ୍କକ୍ସ୍ଟ ଆପଣା ପ୍ରାଣପରି ସ୍ନହେ କରିବାରକ୍ସ୍ଟ ସମାନେେ ଏହି ନିଯମ କଲେ।

ଯୋହନଲିଖିତ ସୁସମାଚାର 15:13
ନିଜ ବନ୍ଧୁମାନଙ୍କ ପାଇଁ ପ୍ରାଣଦାନ ଦଇେ ଜଣେ ବ୍ଯକ୍ତି ସର୍ବୋତ୍କୃଷ୍ଟ ପ୍ ରମେ ଦଖାଇେ ପାରିବ।