ହିତୋପଦେଶ 17:10 in Oriya

ଓଡିଆ ଓଡିଆ ବାଇବେଲ ହିତୋପଦେଶ ହିତୋପଦେଶ 17 ହିତୋପଦେଶ 17:10

Proverbs 17:10
ମୂର୍ଖକୁ ଶ ହେ ମାଡ଼ ଅପେକ୍ଷା ବୁଦ୍ଧିମାନକୁ ପଦେ ଅନୁୟୋଗ ଅଧିକ କାଟେ।

Proverbs 17:9Proverbs 17Proverbs 17:11

Proverbs 17:10 in Other Translations

King James Version (KJV)
A reproof entereth more into a wise man than an hundred stripes into a fool.

American Standard Version (ASV)
A rebuke entereth deeper into one that hath understanding Than a hundred stripes into a fool.

Bible in Basic English (BBE)
A word of protest goes deeper into one who has sense than a hundred blows into a foolish man.

Darby English Bible (DBY)
A reproof entereth more deeply into him that hath understanding than a hundred stripes into a fool.

World English Bible (WEB)
A rebuke enters deeper into one who has understanding Than a hundred lashes into a fool.

Young's Literal Translation (YLT)
Rebuke cometh down on the intelligent More than a hundred stripes on a fool.

A
reproof
תֵּ֣חַתtēḥatTAY-haht
entereth
more
גְּעָרָ֣הgĕʿārâɡeh-ah-RA
man
wise
a
into
בְמֵבִ֑יןbĕmēbînveh-may-VEEN
than
an
hundred
מֵהַכּ֖וֹתmēhakkôtmay-HA-kote
stripes
כְּסִ֣ילkĕsîlkeh-SEEL
into
a
fool.
מֵאָֽה׃mēʾâmay-AH

Cross Reference

ଗୀତସଂହିତା 141:5
ଗୋଟିଏ ଧାର୍ମିକ ଲୋକ ମାେତେ ସୁଧାରି ପାରେ। ତାହା ତାଙ୍କ ପ୍ରତି ବହୁତ ଦୟା ହବେ। ୟଦି ସେ ମାେତେ ସମାଲୋଚନା କରେ, ମୁଁ ଏହା ହାର୍ଦ୍ଦିକ ସ୍ବାଗତ ଭଳି ଗ୍ରହଣ କରିବି। କିନ୍ତୁ ମୁଁ ସର୍ବଦା ଦୁଷ୍ଟମାନେ କରୁଥିବା କୁକର୍ମ ବିରୁଦ୍ଧରେ ପ୍ରାର୍ଥନା କରେ।

ହିତୋପଦେଶ 9:8
ନିନ୍ଦକକୁ ଅନୁ ଯୋଗ କର ନାହିଁ, କଲେ ସେ ତୁମ୍ଭକୁ ଘୃଣା କରିବ। ଜ୍ଞାନୀକୁ ଅନୁୟୋଗ କର, ତହିଁରେ ସେ ତୁମ୍ଭକୁ ପ୍ ରମେ କରିବ।

ହିତୋପଦେଶ 13:1
ଜ୍ଞାନୀ ପୁତ୍ର ପିତାଙ୍କର ଉପଦେଶ ଯତ୍ନ ସହକା ରେ ଶୁଣେ। କିନ୍ତୁ ଗର୍ବୀ ମୂର୍ଖ ଲୋକ କାହାରି ଉପଦେଶ ଶୁଣେ ନାହିଁ।

ହିତୋପଦେଶ 15:5
ଅଜ୍ଞାନ ଆପଣା ପିତାର ଶାସନକୁ ଅବ ହଳୋ କରେ, ମାତ୍ର ବିଜ୍ଞୋଚିତ ବ୍ଯକ୍ତି ଭର୍ତ୍ସନାକୁ ଆଦର ସହ ଗ୍ରହଣ କରନ୍ତି।

ହିତୋପଦେଶ 19:25
ନିନ୍ଦକକୁ ପ୍ରହାର କଲେ, ନିର୍ବୋଧ ଲୋକ ସତର୍କତା ଶିକ୍ଷା କରିବ। ଯଦି ତୁମ୍ଭେ ବୁଦ୍ଧିମାନ୍ ବ୍ଯକ୍ତିକୁ ଭର୍ତ୍ସନା କରିବ, ସେ ଅଧିକ ଶିକ୍ଷା ଲାଭ କରିବ।

ହିତୋପଦେଶ 27:22
ତୁମ୍ଭେ ଗହମ ସହିତ ଅଜ୍ଞାନକୁ ଢ଼ିଙ୍କି ରେ କୁଟିଲେ ହେଁ ତା'ର ଅଜ୍ଞାନତା ଛାଡ଼ିବ ନାହିଁ।

ହିତୋପଦେଶ 29:19
ମାତ୍ର କଥା ରେ ସବେକକୁ ସଂଶୋଧିତ କରାୟାଇ ପାରିବ ନାହିଁ, କାରଣ ଯଦିଓ ସେ ବୁଝେ ସେ ପ୍ରତିକ୍ରିଯା କରେ ନାହିଁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:19
ମୁଁ ଯେଉଁମାନଙ୍କୁ ପ୍ ରମେ କରେ ସମାନଙ୍କେୁ ସଂ ଶାଧେନ କରେ ଓ ଦଣ୍ଡ ଦିଏ। ତେଣୁ କଠିନ ଚେଷ୍ଟା କର। ନିଜ ହୃଦୟ ଓ ନିଜ ଜୀବନ ପରିବର୍ତ୍ତନ କର।