Proverbs 15:29
ସଦାପ୍ରଭୁ ଦୁଷ୍ଟମାନଙ୍କଠାରୁ ଦୂର ରେ ଥାନ୍ତି। ପୁଣି ଧାର୍ମିକମାନଙ୍କର ପ୍ରାର୍ଥନା ସେ ଶୁଣନ୍ତି।
Proverbs 15:29 in Other Translations
King James Version (KJV)
The LORD is far from the wicked: but he heareth the prayer of the righteous.
American Standard Version (ASV)
Jehovah is far from the wicked; But he heareth the prayer of the righteous.
Bible in Basic English (BBE)
The Lord is far from sinners, but his ear is open to the prayer of the upright.
Darby English Bible (DBY)
Jehovah is far from the wicked; but he heareth the prayer of the righteous.
World English Bible (WEB)
Yahweh is far from the wicked, But he hears the prayer of the righteous.
Young's Literal Translation (YLT)
Far `is' Jehovah from the wicked, And the prayer of the righteous He heareth.
| The Lord | רָח֣וֹק | rāḥôq | ra-HOKE |
| is far | יְ֭הוָה | yĕhwâ | YEH-va |
| from the wicked: | מֵרְשָׁעִ֑ים | mērĕšāʿîm | may-reh-sha-EEM |
| heareth he but | וּתְפִלַּ֖ת | ûtĕpillat | oo-teh-fee-LAHT |
| the prayer | צַדִּיקִ֣ים | ṣaddîqîm | tsa-dee-KEEM |
| of the righteous. | יִשְׁמָֽע׃ | yišmāʿ | yeesh-MA |
Cross Reference
ଯୋହନଲିଖିତ ସୁସମାଚାର 9:31
ଆମ୍ଭେ ସମସ୍ତେ ଜାଣୁ ଯେ, ପରମେଶ୍ବର ପାପୀଙ୍କ କଥା ଶୁଣନ୍ତି ନାହିଁ। କିନ୍ତୁ ଯେଉଁ ଲୋକ ପରମେଶ୍ବରଙ୍କ ଉପାସନା କରେ ଓ ତାହାଙ୍କ କଥା ପାଳନ କରେ ପରମେଶ୍ବର ତା'ର କଥା ଶୁଣନ୍ତି।
ହିତୋପଦେଶ 15:8
ଦୁଷ୍ଟମାନଙ୍କ ବଳିଦାନ ସଦାପ୍ରଭୁଙ୍କଠା ରେ ଘୃଣାର ବିଷଯ ଅଟେ। ମାତ୍ର ସରଳ ଲୋକଙ୍କର ପ୍ରାର୍ଥନାକୁ ସେ ଗ୍ରହଣ କରନ୍ତି।
ଗୀତସଂହିତା 145:18
ସଦାପ୍ରଭୁ ସମସ୍ତ ପ୍ରାର୍ଥନାକାରୀଙ୍କର ନିକଟବର୍ତ୍ତୀ ଅଟନ୍ତି, ଯେଉଁମାନେ ତାଙ୍କୁ ସାହାୟ୍ଯ ପାଇଁ ଡ଼ାକନ୍ତି।
ପିତରଙ୍କ ପ୍ରଥମ ପତ୍ 3:12
ଭଲ ଲୋକମାନଙ୍କୁ ପ୍ରଭୁ ଦେଖନ୍ତି, ସମାନଙ୍କେର ପ୍ରାର୍ଥନା ସବୁ ସେ ଶୁଣନ୍ତି। କିନ୍ତୁ ମନ୍ଦ କାମ କରୁଥିବା ଲୋକଙ୍କର ସେ ବିରୋଧୀ ଅଟନ୍ତି। ଗୀତସଂହିତା 34:12-16
ଯାକୁବଙ୍କ ପତ୍ 5:16
ତୁମ୍ଭେ କରିଥିବା ପାପଗୁଡ଼ିକୁ ପରସ୍ପର ନିକଟରେ ସ୍ବୀକାର କର। ତା'ପରେ ପରସ୍ପର ପାଇଁ ପ୍ରାର୍ଥନା କର। ପରମେଶ୍ବର ଯେପରି ତୁମ୍ଭକୁ ସୁସ୍ଥ କରିଦିଅନ୍ତି, ସେଥିନିମନ୍ତେ ଏପରି କର। ଜଣେ ଧାର୍ମିକ ଲୋକ ଯେତବେେଳେ ନିରନ୍ତର ପ୍ରାର୍ଥନା କରେ, ସେତବେେଳେ ମହାନ ଘଟଣାମାନ ଘଟିଥାଏ।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:12
ମନରେଖ, ତୁମ୍ଭମାନେେ ପୂର୍ବରୁ ଖ୍ରୀଷ୍ଟବିହୀନ ଥିଲ। ତୁମ୍ଭମାନେେ ଇସ୍ରାଯଲରେ ନାଗରିକ ନ ଥିଲ। ତେଣୁ ପରମେଶ୍ବର ତାହାଙ୍କ ଲୋକମାନଙ୍କ ସହିତ କରିଥିବା ପ୍ରତିଜ୍ଞା ୟୁକ୍ତ ନିୟମ ତୁମ୍ଭେ ପ୍ରାପ୍ତ ହାଇେ ନ ଥିଲ। ତୁମ୍ଭର ଆଉ କିଛି ଆଶା ଭରସା ନ ଥିଲା, କି ତୁମ୍ଭେ ପରମେଶ୍ବରଙ୍କୁ ଜାଣି ନ ଥିଲ।
ଗୀତସଂହିତା 66:18
ମୁଁ ୟବେେ ମାରେ ମନ ମଧ୍ୟରେ ଅଧର୍ମକୁ ଆଦର କରେ। ତବେେ ମାରେ ପ୍ରଭୁ ମାରେ କଥା ଶୁଣିବେ ନାହିଁ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:26
ଆତ୍ମା ମଧ୍ଯ ଆମକୁ ସାହାୟ୍ଯ କରୁଛନ୍ତି, ଆମ୍ଭେ ଅତି ଦୁର୍ବଳ କିନ୍ତୁ ଆତ୍ମା ଆମ୍ଭର ଦୁର୍ବଳତା ରେ ଆମ୍ଭକୁ ସାହାୟ୍ଯ କରୁଛନ୍ତି। କଣ ଓ କିପରି ପାର୍ଥନା କରିବା ଉଚିତ୍ ତାହା ଆମ୍ଭେ ଜାଣୁ ନାହୁଁ। କିନ୍ତୁ ଆତ୍ମା ନିଜ ତରଫରୁ ପରମେଶ୍ବରଙ୍କୁ ଆମ୍ଭ ପାଇଁ ପାର୍ଥନା କରନ୍ତି। ଆତ୍ମା ଆମ୍ଭ ପାଇଁ ପରମେଶ୍ବଙ୍କ ଠା ରେ ନିବଦନେ କରନ୍ତି। ଆତ୍ମା ଯେତେ ଗଭୀର ଭାବନା ସହିତ ପରମେଶ୍ବରଙ୍କୁ କୁହନ୍ତି ତାହା ଶବ୍ଦ ରେ ବର୍ଣନା କରା ଯାଇ ପାରିବ ନାହିଁ।
ଗୀତସଂହିତା 34:15
ସଦାପ୍ରଭୁ ଉତ୍ତମ ବ୍ଯକ୍ତିମାନଙ୍କୁ ରକ୍ଷା କରନ୍ତି। ସେ ସମାନଙ୍କେର ପ୍ରାର୍ଥନା ଶୁଣନ୍ତି।
ଗୀତସଂହିତା 138:6
ସଦାପ୍ରଭୁ ସମସ୍ତଙ୍କ ଉପରେ ମୁଖ୍ଯ ଅଟନ୍ତି। କିନ୍ତୁ ଏପର୍ୟ୍ଯନ୍ତ ନମ୍ର ଲୋକମାନଙ୍କର ଯତ୍ନ ନିଅନ୍ତି। କିନ୍ତୁ ଏପରିକି ବହୁ ଦୂରରୁ, ସେ ଜାଣନ୍ତି ଗର୍ବୀ ଲୋକମାନେ କ'ଣ କରୁଛନ୍ତି।
ମାଥିଉଲିଖିତ ସୁସମାଚାର 25:46
ତା'ପରେ ଏହି ଲୋକଗୁଡ଼ିକ ଚ଼ାଲିଯିବେ, ସମାନଙ୍କେୁ ସବୁ ଦିନ ପାଇଁ ଦଣ୍ଡ ଭୋଗିବାକୁ ପଡ଼ିବ। କିନ୍ତୁ ଭଲ ଲୋକମାନେ ଅନନ୍ତଜୀବନ ଲାଭ କରିବେ।
ଯିଶାଇୟ 55:8
ସଦାପ୍ରଭୁ କୁହନ୍ତି, ଆମ୍ଭର ସଂକଳ୍ପ, ସକଳ ତୁମ୍ଭମାନଙ୍କର ସଂକଳ୍ପ ପରି ନୁହେଁ ଏବଂ ତୁମ୍ଭମାନଙ୍କର ମାର୍ଗସବୁ ଆମ୍ଭମାନଙ୍କ ମାର୍ଗପରି ନୁହେଁ।
ଗୀତସଂହିତା 73:27
ହେ ପରମେଶ୍ବର, ୟେ ତୁମ୍ଭକୁ ଛାଡ଼ିବ ସେ ବିନଷ୍ଟ ହବେ। ତୁମ୍ଭେ ସହେି ଲୋକମାନଙ୍କୁ ଧ୍ବଂସ କର ଯେଉଁମାନେ ତୁମ୍ଭ ପ୍ରତି ବିଶ୍ବସ୍ତ ନୁହଁନ୍ତି।
ଗୀତସଂହିତା 18:41
ମାରେ ଶତ୍ରୁମାନେ ସାହାୟ୍ଯ ପାଇଁ ଚିତ୍କାର କଲେ, କିନ୍ତୁ କହେି ସମାନଙ୍କେୁ ରକ୍ଷା କରିବାକୁ ଆଗଇେ ଆସି ନ ଥଲେ। ସମାନେେ ସଦାପ୍ରଭୁଙ୍କୁ ମଧ୍ଯ ଡାକିଲେ କିନ୍ତୁ ସେ ସମାନଙ୍କେୁ ଉତ୍ତର ଦେଲେ ନାହିଁ।
ଗୀତସଂହିତା 10:1
ହେ ସଦାପ୍ରଭୁ, ତୁମ୍ଭେ କାହିଁକି ଦୂରରେ ରହିଅଛ। ଯେଉଁମାନେ ବିପଦରେ ପଡ଼ନ୍ତି ସମାନେେ ତୁମ୍ଭକୁ ଦେଖିପାରନ୍ତି ନାହିଁ।