Proverbs 15:28
ଧାର୍ମିକର ମନ ବିବଚେନା କରି ଉତ୍ତର ଦିଏ। ମାତ୍ର ଦୁଷ୍ଟମାନଙ୍କ ମୁଖ ମନ୍ଦକଥା ସର୍ବଦା କ ହେ।
Proverbs 15:28 in Other Translations
King James Version (KJV)
The heart of the righteous studieth to answer: but the mouth of the wicked poureth out evil things.
American Standard Version (ASV)
The heart of the righteous studieth to answer; But the mouth of the wicked poureth out evil things.
Bible in Basic English (BBE)
The heart of the upright gives thought to his answer; but from the mouth of the evil-doer comes a stream of evil things.
Darby English Bible (DBY)
The heart of a righteous [man] studieth to answer; but the mouth of the wicked poureth out evil things.
World English Bible (WEB)
The heart of the righteous weighs answers, But the mouth of the wicked gushes out evil.
Young's Literal Translation (YLT)
The heart of the righteous meditateth to answer, And the mouth of the wicked uttereth evil things.
| The heart | לֵ֣ב | lēb | lave |
| of the righteous | צַ֭דִּיק | ṣaddîq | TSA-deek |
| studieth | יֶהְגֶּ֣ה | yehge | yeh-ɡEH |
| to answer: | לַעֲנ֑וֹת | laʿănôt | la-uh-NOTE |
| mouth the but | וּפִ֥י | ûpî | oo-FEE |
| of the wicked | רְ֝שָׁעִ֗ים | rĕšāʿîm | REH-sha-EEM |
| poureth out | יַבִּ֥יעַ | yabbîaʿ | ya-BEE-ah |
| evil things. | רָעֽוֹת׃ | rāʿôt | ra-OTE |
Cross Reference
ପିତରଙ୍କ ପ୍ରଥମ ପତ୍ 3:15
କିନ୍ତୁ ତୁମ୍ଭେ ପବିତ୍ର ଭାବରେ ପ୍ରଭୁ ଖ୍ରୀଷ୍ଟଙ୍କୁ ନିଜ ହୃଦୟ ରେ ଧରି ରଖ। ତୁମ୍ଭର ଭରସାର କାରଣ ବିଷୟ ରେ କହେି ତୁମ୍ଭକୁ ପ୍ରଶ୍ନ କଲେ ତାହାକୁ ବୁଝାଇବା ପାଇଁ ସର୍ବଦା ପ୍ରସ୍ତୁତ ରହିଥାଅ।
ହିତୋପଦେଶ 15:2
ଜଣେ ଜ୍ଞାନୀ ଲୋକ ତା'ର ଚିନ୍ତାଧାରା ଭଲ ଭାବରେ କହିପା ରେ। କିନ୍ତୁ ନିର୍ ବୋଧ ନିର୍ ବୋଧତାକୁ ବଖାଣେ।
ପିତରଙ୍କ ଦିତୀୟ ପତ୍ର 2:18
ସହେି ଭଣ୍ଡ ଶିକ୍ଷକମାନେ ନିରର୍ଥକ କଥାଗୁଡ଼ିକ ପାଇଁ ଗର୍ବ କରନ୍ତି। ସମାନେେ ଲୋକମାନଙ୍କୁ ପାପ ରାସ୍ତା ରେ କଢ଼ାଇ ନିଅନ୍ତି। ମନ୍ଦ ଭାବରେ ରହୁଥିବା ଲୋକଙ୍କଠାରୁ ବାହାରି ଆସି ଭଲ ମାର୍ଗ ରେ ୟିବାକୁ ଆରମ୍ଭ କରିଥିବା ଲୋକଙ୍କୁ ଏମାନେ ଆକର୍ଷିତ କରନ୍ତି। ପାପପୂର୍ଣ୍ଣ ଆତ୍ମା ରେ ମନ୍ଦ ଇଚ୍ଛାଗୁଡ଼ିକୁ ଜାଗତ୍ର କରାଇ ଭଣ୍ଡ ଶିକ୍ଷକମାନେ ଏପରି କରନ୍ତି।
ଯାକୁବଙ୍କ ପତ୍ 3:6
ଜିହ୍ବା ହେଉଛି ଏକ େଛାଟ ଅଗ୍ନିଶିଖା ଭଳି। ଯେଉଁ େଛାଟ ଅଗ୍ନି ଶିଖାଟି ଗୋଟିଏ ବଡ଼ ଜଙ୍ଗଲ ରେ ନିଆଁ ଲଗଇେ ଦଇପୋରିବ। ଆମ୍ଭ ଶରୀରର ଅଙ୍ଗଗୁଡ଼ିକ ଭିତ ରେ ଜିହ୍ବା ହେଉଛି ସବୁଠାରୁ ମନ୍ଦ। କିପରି ? ଜିହ୍ବା ଆମ୍ଭ ଶରୀର ମାଧ୍ଯମ ରେ ନିଜର ମନ୍ଦତା ପ୍ରସାର କରେ। ଏହା ଏପରି ଅଗ୍ନି ସୃଷ୍ଟି କରେ ଯେ, ତାହା ସମଗ୍ର ଜୀବନକୁ ପ୍ରଭାବିତ କରେ।
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 1:10
ଅନକେ ଲୋକ ଏପରି ଅଛନ୍ତି, ଯେଉଁମାନେ ମାନିବାକୁ ମନା କରନ୍ତି, ଅବାନ୍ତର କଥାମାନ କୁହନ୍ତି ଓ ଅନ୍ୟ ଲୋକମାନଙ୍କୁ ଭୁଲ ବାଟରେ ପରିଚାଳିତ କରନ୍ତି। ମୁଁ ବିଶଷେ ଭାବରେ ସେ ଲୋକମାନଙ୍କ ବିଷୟ ରେ କହୁଛି, ଯେଉଁମାନେ ସମସ୍ତ ଅଣଯିହୂଦୀମାନଙ୍କୁ ସୁନ୍ନତ ହବୋପାଇଁ କହନ୍ତି।
ମାଥିଉଲିଖିତ ସୁସମାଚାର 12:34
ହେ କାଳସର୍ପର ସନ୍ତାନଗଣ, ତୁମ୍ଭମାନେେ ମନ୍ଦ ଲୋକ, ତୁମ୍ଭେ ଭଲ କଥା କିପରି କହି ପାରିବ? ଜଣେ ତା ମନ ଭିତ ରେ ଯାହା ଭାବୁଥାଏ, ତାକୁ କଥା ରେ ପ୍ରକାଶ କରିଥାଏ।
ଉପଦେଶକ 10:12
ଜ୍ଞାନୀର କଥା ତା ପାଇଁ ପ୍ରଶଂସା ଆଣେ କିନ୍ତୁ ମୂର୍ଖର କଥା ତାକୁ ନଷ୍ଟ କରେ।
ଉପଦେଶକ 5:6
ତୁମ୍ଭ ମୁଖକୁ ତୁମ୍ଭ ପାଇଁ ପାପର କାରଣ ହବୋକୁ ଦିଅ ନାହିଁ, କିଅବା ଏହା ଭୁଲ୍ ହେଲା ବୋଲି ଦୃଢ଼ ସାକ୍ଷାତ ରେ କୁହ ନାହିଁ। ପରମେଶ୍ବର ତୁମ୍ଭ ଉପ ରେ କାହିଁକି କୋରଧ ହବେେ ଓ ତୁମ୍ଭର କଠିନ ପରିଶ୍ରମକୁ ବିନାଶ କରିବେ।
ଉପଦେଶକ 5:2
ପରମେଶ୍ବରଙ୍କଠା ରେ ପ୍ରତିଜ୍ଞା କରିବା ସମୟରେ ସାବଧାନ ହୁଅ। ପରମେଶ୍ବରଙ୍କ ଆଗ ରେ କୌଣସି କଥା କହିବା ପାଇଁ ତୁମ୍ଭର ଚିତ୍ତ ଚଞ୍ଚଳ ନ ହେଉ। କାରଣ ପରମେଶ୍ବର ସ୍ବର୍ଗ ରେ ଅଛନ୍ତି ଓ ତୁମ୍ଭେ ପୃଥିବୀ ରେ ଅଛ। ଏଣୁ ତୁମ୍ଭର କଥା ଅଳ୍ପ ହେଉ।
ହିତୋପଦେଶ 29:20
ଯଦି ଜଣେ କିଛି ଚିନ୍ତା ନ କରି କିଛି କ ହେ, ତା ପ୍ରତି ଭରସା ରଖ ନାହିଁ। ତା ଅପେକ୍ଷା ମୂର୍ଖ ଲୋକଠା ରେ ଭରସା ରଖିଲେ ଭଲ।
ହିତୋପଦେଶ 29:11
ମୂର୍ଖ ଆପଣାର ସବୁ କୋରଧ ପ୍ରକାଶ କରେ। ମାତ୍ର ଜ୍ଞାନୀ ତାହା ସମ୍ଭାଳି କ୍ଷାନ୍ତକରେ।
ହିତୋପଦେଶ 16:23
ଜ୍ଞାନବାନର ହୃଦଯ ଆପଣା ମୁଖକୁ ଶିକ୍ଷା ଦିଏ। ପୁଣି ତା'ର ବାକ୍ଯ ପାଣ୍ଡିତ୍ଯ ବଢ଼ାଏ।
ହିତୋପଦେଶ 13:16
ପ୍ରେତ୍ୟକକ ଚତୁର ଲୋକ ବୁଦ୍ଧି ରେ କର୍ମ କରେ। ମାତ୍ର ମୂର୍ଖ ଅଜ୍ଞାନତା ବିସ୍ତାର କରେ।
ହିତୋପଦେଶ 10:19
ବହୁ ବାକ୍ଯ ରେ ଅଧର୍ମର ଅଭାବ ନ ଥାଏ। ମାତ୍ର ଯେ ଆପଣା ଓଷ୍ଠାଧାରକୁ ଦମନ କରେ, ସେ ବୁଦ୍ଧିମାନ୍।
ପ୍ରଥମ ରାଜାବଳୀ 3:23
ତତ୍ପରେ ରାଜା ଶଲୋମନ କହିଲେ, ତୁମ୍ଭେ ଉଭୟ ଜୀବିତ ସନ୍ତାନଟିକୁ ନିଜର ଓ ମୃତ ସନ୍ତାନଟି ଅନ୍ୟର ବୋଲି କହୁଛ।