ହିତୋପଦେଶ 12:21 in Oriya

ଓଡିଆ ଓଡିଆ ବାଇବେଲ ହିତୋପଦେଶ ହିତୋପଦେଶ 12 ହିତୋପଦେଶ 12:21

Proverbs 12:21
ଧାର୍ମିକ ପ୍ରତି କୌଣସି ବିପର୍ୟ୍ଯଯ ଘଟିବ ନାହିଁ, ମାତ୍ର ଦୁଷ୍ଟ ଲୋକମାନଙ୍କର ବହୁତ ସମସ୍ଯା ହବେ।

Proverbs 12:20Proverbs 12Proverbs 12:22

Proverbs 12:21 in Other Translations

King James Version (KJV)
There shall no evil happen to the just: but the wicked shall be filled with mischief.

American Standard Version (ASV)
There shall no mischief happen to the righteous; But the wicked shall be filled with evil.

Bible in Basic English (BBE)
No trouble will come to upright men, but sinners will be full of evil.

Darby English Bible (DBY)
There shall no evil happen to a righteous [man]; but the wicked shall be filled with mischief.

World English Bible (WEB)
No mischief shall happen to the righteous, But the wicked shall be filled with evil.

Young's Literal Translation (YLT)
No iniquity is desired by the righteous, And the wicked have been full of evil.

There
shall
no
לֹאlōʾloh

יְאֻנֶּ֣הyĕʾunneyeh-oo-NEH
evil
לַצַּדִּ֣יקlaṣṣaddîqla-tsa-DEEK
happen
כָּלkālkahl
just:
the
to
אָ֑וֶןʾāwenAH-ven
but
the
wicked
וּ֝רְשָׁעִ֗יםûrĕšāʿîmOO-reh-sha-EEM
shall
be
filled
מָ֣לְאוּmālĕʾûMA-leh-oo
with
mischief.
רָֽע׃rāʿra

Cross Reference

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:6
ସେ ନଗର ଅନ୍ୟମାନଙ୍କର ଯେପରି କ୍ଷତି କରିଛି, ତାହାର ସହେି ପ୍ରକାର କ୍ଷତି ହବେ। ତା'ର କୁକର୍ମ ପାଇଁ ତାହାକୁ ଦୁଇ ଗୁଣ ଅଧିକ ପ୍ରତିଫଳ ଦିଆୟିବ। ସେ ନଗର ଅନ୍ୟମାନଙ୍କୁ ଯେପରି ସୁରା ଦଇେଛି, ତା'ନିମନ୍ତେ ତା' ଅପେକ୍ଷା ଦୁଇଗୁଣ ଅଧିକ ନିଶାୟୁକ୍ତ ସୁରା ପ୍ରସ୍ତୁତ କରାୟିବ ଓ ତାହାକୁ ପାନ କରିବାକୁ ଦିଆୟିବ।

ପିତରଙ୍କ ପ୍ରଥମ ପତ୍ 3:13
ଯଦି ତୁମ୍ଭେ ସବୁବେଳେ ଭଲ କରିବା ପାଇଁ ଚେଷ୍ଟା କରୁଥାଅ, ତା ହେଲେ କୌଣସି ଲୋକ ତୁମ୍ଭକୁ ଆଘାତ କରି ପାରିବ ନାହିଁ।

ଗୀତସଂହିତା 91:10
ତୁମ୍ଭର କୌଣସି ବିପଦ ଘଟିବ ନାହିଁ। କୌଣସି ଦୁର୍ବିପାକ ତୁମ୍ଭ ଗୃହକୁ ଆସିବ ନାହିଁ।

ହବକକୂକ 2:16
କିନ୍ତୁ ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତସ୍ଥିତ ପାତ୍ର ତୁମ୍ଭ ଆଡକୁ ଆସିବ। ତୁମ୍ଭେ ସମ୍ମାନ ବଦଳ ରେ ଅପମାନ ରେ ପରିପୂର୍ଣ୍ଣ ହବେ।

ଯିରିମିୟ 13:12
ସଦାପ୍ରଭୁ, 'ଇଶ୍ରାୟେଲର ପରମେଶ୍ବର ଯିରିମିୟକୁ ଏହା କହିଲେ, ହେ ଯିରିମିୟ, ଯିହୁଦାର ଲୋକମାନଙ୍କୁ କୁହ, ପ୍ରେତ୍ୟକକ କଳସ ଦ୍ରାକ୍ଷାରସ ରେ ପୂର୍ଣ୍ଣ କରାୟିବ,' ତା'ପ ରେ ସମାନେେ ତୁମ୍ଭକୁ କହିବେ, 'ଆମ୍ଭେ କଣ ଜାଣୁ ନାହୁଁ ଯେ, ପ୍ରେତ୍ୟକକ କଳସ ଯେ ଦ୍ରାକ୍ଷାରସ ରେ ପୂର୍ଣ୍ଣ ହବେ ?'

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 4:17
ବର୍ତ୍ତମାନ ଆମ୍ଭେ ସମ୍ମୁଖୀନ ହେଉଥିବା େଛାଟ େଛାଟ କ୍ଷଣିକ ଅସୁବିଧାଗୁଡ଼ିକ ଆମ୍ଭ ପାଇଁ ଏକ ଅତୁଳନୀୟ, ଉତ୍କୃଷ୍ଟ ଓ ଅନନ୍ତ ମହିମା ଉତ୍ପନ୍ନ କରୁଛି। ଏହି ଅତୁଳନୀୟ ମହିମା ଅସୁବିଧାଗୁଡ଼ିକ ତୁଳନା ରେ ଅତି ମହାନ୍।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 3:22
ପାଉଲ, କଫୋ ବା ପିତର ; ଜଗତ ଜୀବନ ବା ମୃତ୍ଯୁ ; ବର୍ତ୍ତମାନ ବା ଭବିଷ୍ଯତ ସମସ୍ତ ହିଁ ତୁମ୍ଭମାନଙ୍କର।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:28
ଆମ୍ଭେ ଜାଣୁ ଯେ, ଯେଉଁ ମାନେ ତାହାଙ୍କୁ ପ୍ ରମେ କରନ୍ତି ସମାନଙ୍କେ ପାଇଁ ପରମେଶ୍ବର ପ୍ରତକେ ବିଷୟ ରେ ମଙ୍ଗଳ ଜନ୍ମାନ୍ତି।ପରମେଶ୍ବର ଏହି ଲୋକମାନଙ୍କୁ ବାଛିଛନ୍ତି, କାରଣ ଏହାହିଁ ତାଙ୍କର ଯୋଜନା ଥିଲା।

ହିତୋପଦେଶ 14:14
ଦୁଷ୍ଟ ଲୋକମାନେ ତାଙ୍କର କର୍ମଫଳ ଅନୁସାରେ ଦଣ୍ଡ ଭୋଗ କରିବେ। ମାତ୍ର ଧାର୍ମିକ ଲୋକେ ତାଙ୍କର ଉତ୍ତମ କାର୍ୟ୍ଯ ପାଇଁ ପୁରସ୍କୃତ ହବେେ।

ହିତୋପଦେଶ 1:31
ନିର୍ବୋଧ ଲୋକମାନେ ନିର୍ବୋଧ ଜୀବନଶୈଳିକୁ ପରିଚାଳିତ ଦିଅନ୍ତି, ଯାହା ସମାନଙ୍କେୁ ବିନାଶ କରିବ। ନିର୍ବୋଧମାନେ କୁକର୍ମର ପ୍ରତିଫଳ ନିମନ୍ତେ ସମାନେେ ଧ୍ବଂସ ପାଇବେ।