Proverbs 12:15
ଅଜ୍ଞାନର ପଥ ତା'ର ନିଜ ଦୃଷ୍ଟି ରେ ଯଥାର୍ଥ ମାତ୍ର ଜ୍ଞାନବାନ ମାନେ ପରାମର୍ଶ ଶୁଣନ୍ତି।
Proverbs 12:15 in Other Translations
King James Version (KJV)
The way of a fool is right in his own eyes: but he that hearkeneth unto counsel is wise.
American Standard Version (ASV)
The way of a fool is right in his own eyes; But he that is wise hearkeneth unto counsel.
Bible in Basic English (BBE)
The way of the foolish man seems right to him? but the wise man gives ear to suggestions.
Darby English Bible (DBY)
The way of a fool is right in his own eyes; but he that is wise hearkeneth unto counsel.
World English Bible (WEB)
The way of a fool is right in his own eyes, But he who is wise listens to counsel.
Young's Literal Translation (YLT)
The way of a fool `is' right in his own eyes, And whoso is hearkening to counsel `is' wise.
| The way | דֶּ֣רֶךְ | derek | DEH-rek |
| of a fool | אֱ֭וִיל | ʾĕwîl | A-veel |
| is right | יָשָׁ֣ר | yāšār | ya-SHAHR |
| eyes: own his in | בְּעֵינָ֑יו | bĕʿênāyw | beh-ay-NAV |
| hearkeneth that he but | וְשֹׁמֵ֖עַ | wĕšōmēaʿ | veh-shoh-MAY-ah |
| unto counsel | לְעֵצָ֣ה | lĕʿēṣâ | leh-ay-TSA |
| is wise. | חָכָֽם׃ | ḥākām | ha-HAHM |
Cross Reference
ହିତୋପଦେଶ 19:20
ଶଷୋବସ୍ଥା ରେ ତୁମ୍ଭେ ଯେପରି ଜ୍ଞାନବାନ ହୁଅ, ଏଥିପାଇଁ ମନ୍ତ୍ରଣା ଶୁଣ ଓ ଉପଦେଶ ଗ୍ରହଣ କର।
ହିତୋପଦେଶ 3:7
ନିଜେ ନିଜକୁ ଜ୍ଞାନୀ ବୋଲି ଭାବ ନାହିଁ। କିନ୍ତୁ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କର : ମନ୍ଦଠାରୁ ଦୂ ରଇେ ରୁହ।
ହିତୋପଦେଶ 16:25
ମନୁଷ୍ଯର ଦୃଷ୍ଟି ରେ ଯେଉଁ ପଥ ସରଳ ଦିଶେ କିନ୍ତୁ ତାହା ମୃତ୍ଯୁ ରେ ହିଁ ଶଷେ ହୁଏ।
ହିତୋପଦେଶ 16:2
ଜଣେ ଲୋକ ଭାବେ ସେ ଯାହା କହୁଛି, ତାହା ଠିକ୍। କିନ୍ତୁ ସଦାପ୍ରଭୁ ଆମ୍ଭମାନଙ୍କୁ ପରୀକ୍ଷା କରନ୍ତି।
ହିତୋପଦେଶ 14:12
ମନୁଷ୍ଯର ଦୃଷ୍ଟି ରେ ଯେ କୌଣସି ପଥ ସରଳ ଦଖାୟୋଏ ତାହା ଶଷେ ରେ ମୃତ୍ଯୁର ପଥ ହାଇେଥାଏ।
ହିତୋପଦେଶ 1:5
ଏପରିକି ବୁଦ୍ଧିମାନ ଲୋକମାନେ ଏହି ବାକ୍ଯଗୁଡ଼ିକ ଶୁଣିବା ଉଚିତ୍। ଏଥିରୁ ସମାନେେ ବହୁଜ୍ଞାନ ଲାଭ କରିବେ। ଶିକ୍ଷିତ ଲୋକମାନେ ଏପରିକି ଅଧିକ ବୁଝାମଣା ଶକ୍ତି ପାଇବେ।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 6:3
ଯଦି ଜଣେ ଅତି ନଗଣ୍ଯ ହାଇେଥିଲେ ହେଁ ନିଜକୁ ମହାନ୍ ବୋଲି ଭାବେ, ତବେେ ସେ ନିଜକୁ ପ୍ରତାରଣା କରେ।
ଲୂକଲିଖିତ ସୁସମାଚାର 18:11
ଫାରୂଶୀଜଣକ କରଆଦାୟକାରୀଙ୍କଠାରୁ ଦୂର ରେ ଅଲଗା ଠିଆ ହାଇେଥିଲେ। ଫାରୂଶୀ ଜଣକ ପ୍ରାର୍ଥନା କଲାବାଳେ କହିଲେ, ' ହେ ପରମେଶ୍ବର, ମୁଁ ଅନ୍ୟ ଲୋକଙ୍କ ଭଳି ଖରାପ ହାଇନେଥିବାରୁ ତୁମ୍ଭକୁ କୃତଜ୍ଞତା ଜଣାଉଛି। ମୁଁ ଚୋରି, ଠକାମି, ବ୍ଯଭିଚାର, ପାପ କରୁଥିବା ଲୋକମାନଙ୍କ ଭଳି ନୁହେଁ।ମୁଁ ଏହି କରଆଦାୟକାରୀ ଅପେକ୍ଷା ଭଲ ହାଇେଥିବାରୁ ତୁମ୍ଭ ପାଖ ରେ କୃତଜ୍ଞତା ଜଣାଉଛି।
ହିତୋପଦେଶ 26:12
ଯେଉଁ ମୂର୍ଖ ଲୋକର ବହୁତ ଆଶା ଅଛି, ଅନ୍ୟ ଜଣ ଅପେକ୍ଷା ୟିଏ ଭାବେ ସେ ଜ୍ଞାନୀ, ସେତବେେଳେ ସେ ଜ୍ଞାନୀ ନ ଥାଏ।
ହିତୋପଦେଶ 14:16
ଜ୍ଞାନୀ ଲୋକମାନେ ସଦାପ୍ରଭୁଙ୍କୁ ସମ୍ମାନ କରନ୍ତି ଏବଂ କୁକର୍ମକୁ ଘୃଣା କରନ୍ତି। ମାତ୍ର ଅଧାର୍ମିକମାନେ ଦାମ୍ଭିକଭାବ ବହି ଦୁଃସାହସୀ ହୁଏ।
ହିତୋପଦେଶ 9:9
ଯଦି ଜ୍ଞାନୀକୁ ଉପଦେଶ ଦବେ ସେ ଆହୁରି ଜ୍ଞାନବାନ ହବେ। ଯଦି ତୁମ୍ଭେ ଜଣେ ଧାର୍ମିକ ବ୍ଯକ୍ତିକୁ ଶିକ୍ଷା ଦବେ, ତା'ର ପାଣ୍ଡିତ୍ଯ ବୃଦ୍ଧି ପାଇବ।
ଯିରିମିୟ 38:15
ତହୁଁ ଯିରିମିୟ ସିଦିକିଯଙ୍କୁ କହିଲେ, ମୁଁ ଯଦି ଆପଣଙ୍କୁ ତାହା ଜଣାଇବି, ତବେେ ଆପଣ ମାେତେ ନିଶ୍ଚଯ ବଧ କରିବେ। ଆଉ ମୁଁ ଯବେେ ଆପଣଙ୍କୁ ପରାମର୍ଶ ଦବେି, ତବେେ ଆପଣ ମାେ କଥା ଶୁଣିବେ ନାହିଁ।
ଉପଦେଶକ 4:13
ଯେଉଁ ବୃଦ୍ଧ ଓ ନିର୍ ବୋଧ ରାଜା ଆଉ କୌଣସି ପରାମର୍ଶ ଗ୍ରହଣ ନ କରିବାକୁ ଚା ହେଁ। ତାହା ଅପେକ୍ଷା ଦରିଦ୍ର ଓ ଜ୍ଞାନବାନ୍ ୟୁବା ଲୋକ ଭଲ।
ହିତୋପଦେଶ 30:12
କେତକେ ଲୋକ ନିଜକୁ ବହୁତ ଭଲ ବୋଲି ଭାବନ୍ତି, କିନ୍ତୁ ବାସ୍ତବ ରେ ସମାନେେ ଅତ୍ଯନ୍ତ ଖରାପ ଲୋକ ଅଟନ୍ତି।
ହିତୋପଦେଶ 26:16
ସାତଜଣ ସୁବିଚାରଶୁଦ୍ଧ ଉତ୍ତରକାରୀ ଅପେକ୍ଷା ଅଳସୁଆ ଆପଣା ଦୃଷ୍ଟି ରେ ଜ୍ଞାନବାନ୍।
ହିତୋପଦେଶ 21:2
ମନୁଷ୍ଯ ଯାହା କର୍ମ କରେ ତାହା ତା'ର ଦୃଷ୍ଟି ରେ ଠିକ୍ ଅଟେ। ମାତ୍ର ସଦାପ୍ରଭୁ ହୃଦଯ ସବୁ ତୌଲନ୍ତି।
ହିତୋପଦେଶ 28:11
ଧନବାନ ଆପଣା ଦୃଷ୍ଟି ରେ ଜ୍ଞାନବାନ। ମାତ୍ର ବୁଦ୍ଧିମାନ ଦୀନହୀନ ଲୋକ ତାହାର ପରିଚଯ ନିଏ।