ହିତୋପଦେଶ 10:5
ବୁଦ୍ଧିମାନ ଲୋକ ଉତ୍ତମ ସମୟରେ ଶସ୍ଯ ସଂଗ୍ରହ କରେ, କିନ୍ତୁ ଯେଉଁ ବ୍ଯକ୍ତି ଏହି ସମୟରେ ଶାଇେପଡ଼େ, ତାହା ଲଜ୍ଜାଜନକ।
He that gathereth | אֹגֵ֣ר | ʾōgēr | oh-ɡARE |
in summer | בַּ֭קַּיִץ | baqqayiṣ | BA-ka-yeets |
wise a is | בֵּ֣ן | bēn | bane |
son: | מַשְׂכִּ֑יל | maśkîl | mahs-KEEL |
sleepeth that he but | נִרְדָּ֥ם | nirdām | neer-DAHM |
in harvest | בַּ֝קָּצִ֗יר | baqqāṣîr | BA-ka-TSEER |
son a is | בֵּ֣ן | bēn | bane |
that causeth shame. | מֵבִֽישׁ׃ | mēbîš | may-VEESH |
Cross Reference
ହିତୋପଦେଶ 6:8
ସମାନେେ ଗ୍ରୀଷ୍ମକାଳ ରେ ଖାଦ୍ୟକୁ ଏକତ୍ର କରନ୍ତି ଏବଂ ଶୀତକାଳ ରେ ପ୍ରଚୁର ପରିମାଣ ରେ ସମାନେେ ଖାଦ୍ୟ ସଂଗୃହୀତ କରିଥାନ୍ତି।
ହିତୋପଦେଶ 17:2
ଯେଉଁ ଦାସ ବୁଦ୍ଧି ପୂର୍ବକ ଚଳେ ସେ ଲଜ୍ଜ୍ଯାଜନକ ପୁତ୍ର ଉପ ରେ କତ୍ତୃର୍ତ୍ବ କରେ। ପୁଣି ଭାଇମାନଙ୍କ ସଙ୍ଗ ରେ ସମ୍ପତ୍ତି ବାଣ୍ଟ ପାଏ।
ହିତୋପଦେଶ 19:26
ଯେଉଁ ପୁତ୍ର ଆପଣା ପିତାର ଧନ ଚେୀରୀ କରେ ଏବଂ ଆପଣା ମାତାକୁ ତଡ଼ିଦିଏ ଗୋଟିଏ ଲଜ୍ଜ୍ଯାକର ଓ ଅପମାନ ଜନକ ପୁତ୍ର ଅଟେ।
ହିତୋପଦେଶ 6:6
ହେ ଅଳସୁଆ ଲୋକମାନେ ! ତୁମ୍ଭେ ପିମ୍ପୁଡ଼ି ନିକଟକୁ ୟାଅ। ଦେଖ, ପିମ୍ପୁଡ଼ିମାନେ କିପରି କର୍ମ କରୁଛନ୍ତି। ସମାନଙ୍କେଠାରୁ ଶିଖ ଓ ସମାନଙ୍କେର ଉଦାହରଣରୂପେ କାର୍ୟ୍ଯ କର।
ହିତୋପଦେଶ 12:4
ଗୁଣବତୀ ସ୍ତ୍ରୀ ଆପଣା ସ୍ବାମୀର ମୁକୁଟ ସ୍ବରୂପ। ଲଜ୍ଜାଦାଯିନୀ ସ୍ତ୍ରୀ ତା'ର ହାତ ସବୁର କ୍ଷଯ ସ୍ବରୂପ।
ହିତୋପଦେଶ 30:25
ପିମ୍ପୁଡ଼ି ଜାତି ଦୁର୍ବଳ ଅଟନ୍ତି, ମାତ୍ର ଅତିଶଯ ଜ୍ଞାନବାନ, ସମାନେେ ଗ୍ରୀଷ୍ମ ସମୟରେ ସମାନଙ୍କେର ଖାଦ୍ୟ ସଞ୍ଚଯ କରି ରଖନ୍ତି।
ଯିଶାଇୟ 55:6
ତେଣୁ ତୁମ୍ଭମାନେେ ସଦାପ୍ରଭୁଙ୍କର ଅନ୍ବଷେଣ କର, ଯେ ହତେୁ ତାଙ୍କର ଅର୍ଥାତ୍ ସଦାପ୍ରଭୁଙ୍କର ଉଦ୍ଦେଶ୍ଯ ମିଳିଅଛି। ଯେ ପର୍ୟ୍ଯନ୍ତ ସେ ନିକଟରେ ଅଛନ୍ତି, ସେ ପର୍ୟ୍ଯନ୍ତ ତାଙ୍କୁ ପ୍ରାର୍ଥନା କର।