ହିତୋପଦେଶ 10:12 in Oriya

ଓଡିଆ ଓଡିଆ ବାଇବେଲ ହିତୋପଦେଶ ହିତୋପଦେଶ 10 ହିତୋପଦେଶ 10:12

Proverbs 10:12
ହିଂସା କଳି ଆଣେ। କିନ୍ତୁ ପ୍ ରମେ ସବୁ ଅଧର୍ମକୁ କ୍ଷମା କରେ।

Proverbs 10:11Proverbs 10Proverbs 10:13

Proverbs 10:12 in Other Translations

King James Version (KJV)
Hatred stirreth up strifes: but love covereth all sins.

American Standard Version (ASV)
Hatred stirreth up strifes; But love covereth all transgressions.

Bible in Basic English (BBE)
Hate is a cause of violent acts, but all errors are covered up by love.

Darby English Bible (DBY)
Hatred stirreth up strifes; but love covereth all transgressions.

World English Bible (WEB)
Hatred stirs up strife, But love covers all wrongs.

Young's Literal Translation (YLT)
Hatred awaketh contentions, And over all transgressions love covereth.

Hatred
שִׂ֭נְאָהśinʾâSEEN-ah
stirreth
up
תְּעֹרֵ֣רtĕʿōrērteh-oh-RARE
strifes:
מְדָנִ֑יםmĕdānîmmeh-da-NEEM
love
but
וְעַ֥לwĕʿalveh-AL
covereth
כָּלkālkahl

פְּ֝שָׁעִ֗יםpĕšāʿîmPEH-sha-EEM
all
תְּכַסֶּ֥הtĕkasseteh-ha-SEH
sins.
אַהֲבָֽה׃ʾahăbâah-huh-VA

Cross Reference

ପିତରଙ୍କ ପ୍ରଥମ ପତ୍ 4:8
ସବୁଠାରୁ ବଡ଼ କଥା ହେଲା ଯେ, ପରସ୍ପରକୁ ନିବିଡ଼ ଭାବେ ପ୍ ରମେ କର।

ହିତୋପଦେଶ 17:9
ଯଦି ତୁମ୍ଭେ ଦୋଷୀକୁ କ୍ଷମା କର, ତବେେ ସେ ତୁମ୍ଭର ବନ୍ଧୁ ହବେ। ମାତ୍ର ତା'ର ଦୋଷକୁ ଯବେେ ତୁମ୍ଭେ ମନେ ପକାଇବ, ତବେେ ତୁମ୍ଭର ବନ୍ଧୁତ୍ବ ନଷ୍ଟ ହବେ।

ହିତୋପଦେଶ 15:18
କ୍ରୋଧୀ ଲୋକ ବିବାଦ ଆରମ୍ଭ କରେ କିନ୍ତୁ ଜଣେ ର୍ଧୈୟ୍ଯ ମଣିଷ ଯାହାର ଗୋଟିଏ ବିବାଦକୁ ସମାଧାନ କରେ।

ଯାକୁବଙ୍କ ପତ୍ 5:20
ଏହା ମନରେଖ : ଯେଉଁ ଲୋକ ମନ୍ଦ ମାର୍ଗରୁ ଜଣେ ପାପୀକୁ ଫରୋଇ ଆଣେ, ତବେେ ସେ ମୃତ୍ଯୁରୁ ତାହାର ଆତ୍ମାକୁ ରକ୍ଷା କରେ। ଏହା କରିବା ଦ୍ବାରା, ସହେି ଲୋକ ଅନକେ ପାପକ୍ଷମାର କାରଣ ହାଇପୋରିଥାଏ।

ଯାକୁବଙ୍କ ପତ୍ 4:1
ପରମେଶ୍ବରଙ୍କଠା ରେ ସମର୍ପିତ ହୁଅ ତୁମ୍ଭେ କ'ଣ ଜାଣିଛ କି ତୁମ୍ଭମାନଙ୍କ ଭିତ ରେ ଝଗଡ଼ା ଓ ୟୁକ୍ତିତର୍କ କାହିଁକି ହୁଏ ? ତୁମ୍ଭର ଝଗଡ଼ା ଓ ୟୁକ୍ତିତର୍କ ସ୍ବାର୍ଥପର ଇଚ୍ଛାରୁ ଆ ସେ ଓ ତୁମ୍ଭ୍ ମଧିଅରେ ବିବାଦ ସୃଷ୍ଟି କରିଥାଏ ?

ହିତୋପଦେଶ 29:22
ରାଗିଲୋକ ସର୍ବଦା ବିଶୃଙ୍ଖଳା ବାତାବରଣ ସୃଷ୍ଟି କରନ୍ତି। ରାଗି ଲୋକମାନେ କେତକେ ପାପ କରିବସନ୍ତି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 13:4
ପ୍ ରମେ ଦୀର୍ଘ ସହିଷ୍ଣୁ। ପ୍ ରମେ ଦୟାବାନ। ପ୍ ରମେ ରେ ଇର୍ଷା ନ ଥାଏ। ସେ ଗର୍ବ କରେ ନାହିଁ, ସେ ଅହଂକାରୀ ନୁହେଁ।

ହିତୋପଦେଶ 16:27
ପାପାଧାମ ଲୋକ ଅନିଷ୍ଟ କଳ୍ପନା କରେ। ଏବଂ ତାହାର ବାକ୍ଯଗୁଡ଼ିକ ଅଗ୍ନିପରି ଜଳେ।

ହିତୋପଦେଶ 28:25
ଜଣେ ଲୋଭି ମନୁଷ୍ଯ କଳହ ସୃଷ୍ଟି କରେ। କିନ୍ତୁ ସହେି ମନୁଷ୍ଯ ୟିଏ ସଦାପ୍ରଭୁଙ୍କ ଉପ ରେ ବିଶ୍ବାସ ରେଖ ସେ ଉନ୍ନତି କରିବ।