ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର 1:8
କେତଗେୁଡ଼ିଏ କଥା ତୁମ୍ଭର କରିବା ଉଚିତ୍। ଖ୍ରୀଷ୍ଟ ରେ ଭାଇ ହିସାବ ରେ ସତ୍ କାର୍ୟ୍ଯ କରିବା ନିମନ୍ତେ ତୁମ୍ଭକୁ ଆଦେଶ ଦବୋର ମାରେ ଅଧିକାର ଅଛି।
Wherefore, | Διὸ | dio | thee-OH |
though I might be | πολλὴν | pollēn | pole-LANE |
much | ἐν | en | ane |
bold | Χριστῷ | christō | hree-STOH |
in | παῤῥησίαν | parrhēsian | pahr-ray-SEE-an |
Christ | ἔχων | echōn | A-hone |
to enjoin | ἐπιτάσσειν | epitassein | ay-pee-TAHS-seen |
thee | σοι | soi | soo |
τὸ | to | toh | |
that which is convenient, | ἀνῆκον | anēkon | ah-NAY-kone |
Cross Reference
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 2:6
ଆମ୍ଭେ ଲୋକମାନଙ୍କର ପ୍ରଶଂସା ଚାହୁଁ ନାହୁଁ। ଆମ୍ଭେ ତୁମ୍ଭମାନଙ୍କ ପାଖରୁ ବା ଅନ୍ୟମାନଙ୍କ ପାଖରୁ ପ୍ରଶଂସା ଚାହୁଁ ନାହୁଁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 3:12
ଆମ୍ଭମାନଙ୍କଠା ରେ ଏହି ପ୍ରକାରର ଭରସା ରଖିଥିବା ହତେୁ ଆମ୍ଭେ ଅତି ସାହସୀ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 10:1
ମୁଁ ପାଉଲ, ଖ୍ରୀଷ୍ଟଙ୍କ ପରି ମୁଁ ମୃଦୁଭାବରେ ତୁମ୍ଭମାନଙ୍କୁ ନିବଦନେ କରେ। କେତକେ ଲୋକ କୁହନ୍ତି, ମୁଁ ତୁମ୍ଭ ମଧିଅରେ ଥିଲା ବେଳେ ନମ୍ର ଥାଏ କିନ୍ତୁ ଦୂର ରେ ଥିଲା ବେଳେ ସାହସୀ ବା ନିର୍ଭୟ ଅଟେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 10:8
ଏହା ସତ୍ଯ ଯେ ମୁଁ ପ୍ରଭୁଙ୍କ ଦ୍ବାରା ପ୍ରଦତ୍ତ ଅଧିକାର ବିଷୟ ରେ ଅତ୍ଯଧିକ ଗର୍ବର କଥା କ ହେ, କିନ୍ତୁ ସେ ଆମ୍ଭକୁ ଏହି ଅଧିକାର ତୁମ୍ଭମାନଙ୍କର ବିନାଶ ପାଇଁ ନୁହେଁ, ମାତ୍ର ତୁମ୍ଭମାନଙ୍କୁ ଆଧ୍ଯାତ୍ମିକ ଭାବରେ ଶକ୍ତିଶାଳୀ କରିବା ପାଇଁ ପ୍ରଦାନ କରିଛନ୍ତି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 11:21
ଏହା କହିବା ମାେ ପାଇଁ ଲଜ୍ଜାଜନକ। କିନ୍ତୁ ତୁମ୍ଭମାନଙ୍କ ପ୍ରତି ଏପରି କରିବା ଦୃଷ୍ଟିରୁ ଆମ୍ଭମାନେେ ଅତି ଦୁର୍ବଳ ହାଇଯୋଇଛୁ।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:4
ତୁମ୍ଭ ଭିତ ରେ କୌଣସି ମନ୍ଦ କଥା, ମୂର୍ଖତାପୂର୍ଣ୍ଣ କଥାବାର୍ତ୍ତା ବା ଅସତ୍ ପରିହାସ ଯେପରି ନ ହୁଏ। ଏଗୁଡ଼ିକ ତୁମ୍ଭ ପାଇଁ ଅନୁଚିତ। କିନ୍ତୁ ତୁମ୍ଭେ ପରମେଶ୍ବରଙ୍କୁ ସର୍ବଦା ଧନ୍ଯବାଦ ଦେଉଥିବା ଉଚିତ୍।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 2:2
ତୁମ୍ଭମାନଙ୍କ ପାଖକୁ ୟିବା ପୂର୍ବରୁ ଫିଲିପ୍ପୀଠା ରେ ଆମ୍ଭେ ଦୁଃଖ ଓ ଅପମାନ ପାଇଥିଲୁ। ଏହି ବିଷୟ ରେ ତୁମ୍ଭମାନେେ ଜାଣିଛ। ଆମ୍ଭମାନେେ ଯେତବେେଳେ ତୁମ୍ଭମାନଙ୍କ ପାଖକୁ ଗଲୁ, ସେତବେେଳେ ଅନକେ ଲୋକ ଆମ୍ଭର ବିରୁଦ୍ଧ ଥିଲେ। କିନ୍ତୁ ପରମେଶ୍ବରଙ୍କ ସାହାୟ୍ଯରୁ ଆମ୍ଭେ ସାହସୀ ହାଇେ ପାରିଲୁ। ତୁମ୍ଭମାନଙ୍କୁ ତାହାଙ୍କର ସୁସମାଚାର କହିବା ପାଇଁ ସେ ଆମ୍ଭକୁ ସାହାୟ୍ଯ କଲେ।