ଓବଦିୟ 1:2 in Oriya

ଓଡିଆ ଓଡିଆ ବାଇବେଲ ଓବଦିୟ ଓବଦିୟ 1 ଓବଦିୟ 1:2

Obadiah 1:2
ଇଦୋମ, ଆମ୍ଭେ ତୁମ୍ଭକୁ ଏକ କ୍ଷୁଦ୍ରତମ ରାଜ୍ଯ କରିବି। ପ୍ରେତ୍ୟକକ ତୁମ୍ଭକୁ ଅତ୍ଯଧିକ ଘୃଣା କରିବେ।

Obadiah 1:1Obadiah 1Obadiah 1:3

Obadiah 1:2 in Other Translations

King James Version (KJV)
Behold, I have made thee small among the heathen: thou art greatly despised.

American Standard Version (ASV)
Behold, I have made thee small among the nations: thou art greatly despised.

Bible in Basic English (BBE)
See, I have made you small among the nations: you are much looked down on.

Darby English Bible (DBY)
Behold, I have made thee small among the nations; thou art greatly despised.

World English Bible (WEB)
Behold, I have made you small among the nations. You are greatly despised.

Young's Literal Translation (YLT)
Lo, little I have made thee among nations, Despised `art' thou exceedingly.

Behold,
הִנֵּ֥הhinnēhee-NAY
thee
small
I
קָטֹ֛ןqāṭōnka-TONE
have
made
נְתַתִּ֖יךָnĕtattîkāneh-ta-TEE-ha
heathen:
the
among
בַּגּוֹיִ֑םbaggôyimba-ɡoh-YEEM
despised.
בָּז֥וּיbāzûyba-ZOO
thou
art
אַתָּ֖הʾattâah-TA
greatly
מְאֹֽד׃mĕʾōdmeh-ODE

Cross Reference

ଗଣନା ପୁସ୍ତକ 24:18
ଇଶ୍ରାୟେଲ ଶକ୍ତିଶାଳୀ ହବେ। ସେ ଇଦୋମ ଅଧିକାର କରିବ। ଶତୃରାଜ୍ଯ ସଯେୀର ମଧ୍ଯ ଅଧିକାର କରିବ।

ଯିଶାଇୟ 23:9
ସର୍ବଶକ୍ତିମାନ ସଦାପ୍ରଭୁ ପୃଥିବୀର ସମସ୍ତ ଅହଙ୍କାରୀମାନଙ୍କର ଗର୍ବ, ସମ୍ଭ୍ରାନ୍ତମାନଙ୍କର ଗୌରବକୁ ତୁଚ୍ଛ କରିବାକୁ ମନ୍ତ୍ରଣା କରିଛନ୍ତି।

ପ୍ରଥମ ଶାମୁୟେଲ 2:7
ସଦାପ୍ରଭୁ ଲୋକମାନଙ୍କୁ ନିର୍ଦ୍ଦନ କରନ୍ତି ବା ଧନବାନ କରାନ୍ତି। ସେ ଲୋକମାନଙ୍କୁ ନମ୍ର କରନ୍ତି କିମ୍ବା ସମାନଙ୍କେୁ ଉଚ୍ଚ ସ୍ଥାନ ରେ ପ୍ରତିଷ୍ଠିତ କରାନ୍ତି।

ଆୟୁବ ପୁସ୍ତକ 34:25
ତେଣୁ ପରମେଶ୍ବର ଜାଣନ୍ତି ଲୋକେ କ'ଣ କରନ୍ତି। ସେଥିପାଇଁ ପରମେଶ୍ବର ଦୁଷ୍ଟ ଲୋକମାନଙ୍କୁ ରାତିକ ଭିତ ରେ ପରାଜିତ କରିବେ ଓ ସମାନେେ ଧ୍ବଂସ ହବେେ।

ଗୀତସଂହିତା 107:39
ଯେତବେେଳେ ପରମେଶ୍ବରଙ୍କର ଲୋକମାନେ େଛାଟ ହାଇଗେଲେ ଏବଂ ଅତ୍ଯାଚାର, ଅସୁବିଧା ଏବଂ ଦୁଃଖ ଯୋଗୁଁ ଅପମାନିତ ହେଲେ।

ଯିହିଜିକଲ 29:15
ଏହା ସବୁଠାରୁ ନୀଚ ରାଷ୍ଟ୍ର ହବେ ଏବଂ ଏହା ଅନ୍ୟ ରାଷ୍ଟ୍ରମାନଙ୍କ ଉପ ରେ ଉଠିପାରିବ ନାହିଁ। ମୁଁ ଏହାକୁ ଏତେ ଦୁର୍ବଳ କରି ଦବେି ଯେ, ସମାନେେ କବେେ ପୁଣି ଅନ୍ୟ ରାଷ୍ଟ୍ର ଉପ ରେ ଶାସନ କରିପାରିବେ ନାହିଁ।

ମୀଖା 7:10
ମାରେ ଶତୃ କହୁଥିଲେ, ତୁମ୍ଭର ସଦାପ୍ରଭୁ ପରମେଶ୍ବର କେଉଁଠା ରେ ଅଛନ୍ତି? ମାତ୍ର ଯେତବେେଳେ ସେ ଏହା ଦେଖିବ ସେ ଲଜ୍ଜିତ ହବେ। ସେତବେେଳେ ମୁଁ ଶତୃକୁ ଉପହାସ କରିବି। ଲୋକମାନେ ପଥର କାଦୁଅ ପରି ତାକୁ ଦଳିବେ।

ଲୂକଲିଖିତ ସୁସମାଚାର 1:51
ସେ ତାହାଙ୍କର ବାହୁର ଶକ୍ତି ଦଖାଇେଛନ୍ତି। ସେ ଅହଂକାରୀ ଲୋକମାନଙ୍କୁ ଛିନ୍ନଛତ୍ର କରି ସମାନଙ୍କେର ସମସ୍ତ ଯୋଜନା ଧ୍ବଂସ କରି ଦେଲେ।