ଗଣନା ପୁସ୍ତକ 6:4 in Oriya

ଓଡିଆ ଓଡିଆ ବାଇବେଲ ଗଣନା ପୁସ୍ତକ ଗଣନା ପୁସ୍ତକ 6 ଗଣନା ପୁସ୍ତକ 6:4

Numbers 6:4
ସେ ତାହାର ପୃଥକ୍ ଥିବା ସମସ୍ତ ଦିନ ଦ୍ରାକ୍ଷା ଫଳ ରେ ପ୍ରସ୍ତୁତ କୌଣସି ଦ୍ରବ୍ଯ କି ତହିଁରୁ ମଞ୍ଜିଠାରୁ ଚପୋ ପର୍ୟ୍ଯନ୍ତ କିଛି ଖାଇବ ନାହିଁ।

Numbers 6:3Numbers 6Numbers 6:5

Numbers 6:4 in Other Translations

King James Version (KJV)
All the days of his separation shall he eat nothing that is made of the vine tree, from the kernels even to the husk.

American Standard Version (ASV)
All the days of his separation shall he eat nothing that is made of the grape-vine, from the kernels even to the husk.

Bible in Basic English (BBE)
All the time he is separate he may take nothing made from the grape-vine, from its seeds to its skin.

Darby English Bible (DBY)
All the days of his separation shall he eat nothing that is made of the vine, from the seed-stones, even to the skin.

Webster's Bible (WBT)
All the days of his separation shall he eat nothing that is made of the vine-tree, from the kernels even to the husk.

World English Bible (WEB)
All the days of his separation he shall eat nothing that is made of the grapevine, from the seeds even to the skins.

Young's Literal Translation (YLT)
all days of his separation, of anything which is made of the wine-vine, from kernels even unto husk, he doth not eat.

All
כֹּ֖לkōlkole
the
days
יְמֵ֣יyĕmêyeh-MAY
of
his
separation
נִזְר֑וֹnizrôneez-ROH
eat
he
shall
מִכֹּל֩mikkōlmee-KOLE
nothing
אֲשֶׁ֨רʾăšeruh-SHER
that
יֵֽעָשֶׂ֜הyēʿāśeyay-ah-SEH
made
is
מִגֶּ֣פֶןmiggepenmee-ɡEH-fen
of
the
vine
הַיַּ֗יִןhayyayinha-YA-yeen
tree,
מֵֽחַרְצַנִּ֛יםmēḥarṣannîmmay-hahr-tsa-NEEM
kernels
the
from
וְעַדwĕʿadveh-AD
even
to
זָ֖גzāgzahɡ
the
husk.
לֹ֥אlōʾloh
יֹאכֵֽל׃yōʾkēlyoh-HALE

Cross Reference

ଗଣନା ପୁସ୍ତକ 6:5
ତାହାର ପ୍ରତିଜ୍ଞା ହତେୁ ପୃଥକ ଥିବା ସମସ୍ତ ଦିନ ତାହାର ମସ୍ତକରେ କ୍ଷୁରଲାଗିବ ନାହିଁ, ପରମେଶ୍ବରଙ୍କ ଉବ୍ଦେଶ୍ଯ ରେ ପୃଥକ୍ ଥିବା ଦିନ ସମାପ୍ତ ହବୋ ପର୍ୟ୍ଯନ୍ତ ସେ ପବିତ୍ର ରହିବ, ସେ ତା'ର ମସ୍ତକର କେଶ ବୃଦ୍ଧି ପାଇବାକୁ ଦବେ।

ଗଣନା ପୁସ୍ତକ 6:8
ତାହାର ପୃଥକ୍ ଥିବା ସମସ୍ତ ଦିନ ସେ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ପବିତ୍ର।

ଗଣନା ପୁସ୍ତକ 6:12
ତହୁଁ ସେ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ପୃଥକ ହାଇେ ରହିବା ଦିନମାନ ପୃଥକ କରିବ, ପୁଣି ଦୋଷାର୍ଥକ ବଳି ନିମନ୍ତେ ଏକ ବର୍ଷୀଯ ଗୋଟିଏ ମଷେବତ୍ସ ଆଣିବ ମାତ୍ର ପୂର୍ବ ଦିନ ସବୁ ବୃଥା ହବେ, କାରଣ ତାହାର ପୃଥକୀକରଣ ନିରର୍ଥକ ହେଲା।

ଗଣନା ପୁସ୍ତକ 6:18
ପୁଣି ନାସରୀଯ ବ୍ରତ ରେ ଥିବା ସମୟରେ ସହେି ବ୍ଯକ୍ତି ସମାଗମ ତମ୍ବୁର ସମ୍ମୁଖ ରେ ଆପଣା ମସ୍ତକ ଲଣ୍ତା କରିବ ଓ ସେ କେଶ ନଇେ ମଙ୍ଗଳାର୍ଥକ ନବୈେଦ୍ଯକୁ ଦଗ୍ଧ କରୁଥିବା ଅଗ୍ନି ରେ ପକାଇବ।

ଗଣନା ପୁସ୍ତକ 6:21
ଏହି ହେଉଛି ବ୍ଯବସ୍ଥା, ଯେଉଁ ଲୋକ ବିଶଷେ ନାସରୀଯ ବ୍ରତ କରେ। ସେ ଏହି ନବୈେଦ୍ଯ ଆଣିବ, ଏତଦ୍ ବ୍ଯତିତ ଯଦି ସେ ଅନ୍ୟକିଛି ନଇେପାରିବ, ସେ ନିଶ୍ଚଯ ଯାହା ପ୍ରତିଜ୍ଞା କରିଛି ତାହା କରିବ।