Numbers 34:6
ଭୂମଧ୍ଯସାଗର ପଶ୍ଚିମ ସୀମା ହବେ। ଏହା ତୁମ୍ଭମାନଙ୍କର ପଶ୍ଚିମ ସୀମା ହବେ।
Numbers 34:6 in Other Translations
King James Version (KJV)
And as for the western border, ye shall even have the great sea for a border: this shall be your west border.
American Standard Version (ASV)
And for the western border, ye shall have the great sea and the border `thereof': this shall be your west border.
Bible in Basic English (BBE)
And for your limit on the west you will have the Great Sea and its edge: this will be your limit on the west.
Darby English Bible (DBY)
And as west border ye shall have the great sea, and [its] coast. This shall be your west border.
Webster's Bible (WBT)
And as for the western border, ye shall even have the great sea for a border: this shall be your west border.
World English Bible (WEB)
For the western border, you shall have the great sea and the border [of it]: this shall be your west border.
Young's Literal Translation (YLT)
`As to the west border, even the great sea hath been to you a border; this is to you the west border.
| And as for the western | וּגְב֣וּל | ûgĕbûl | oo-ɡeh-VOOL |
| border, | יָ֔ם | yām | yahm |
| ye shall even have | וְהָיָ֥ה | wĕhāyâ | veh-ha-YA |
| great the | לָכֶ֛ם | lākem | la-HEM |
| sea | הַיָּ֥ם | hayyām | ha-YAHM |
| for a border: | הַגָּד֖וֹל | haggādôl | ha-ɡa-DOLE |
| this | וּגְב֑וּל | ûgĕbûl | oo-ɡeh-VOOL |
| shall be | זֶֽה | ze | zeh |
| your west | יִהְיֶ֥ה | yihye | yee-YEH |
| border. | לָכֶ֖ם | lākem | la-HEM |
| גְּב֥וּל | gĕbûl | ɡeh-VOOL | |
| יָֽם׃ | yām | yahm |
Cross Reference
ଯିହୋଶୂୟ 1:4
ହିତ୍ତୀଯମାନଙ୍କ ସମସ୍ତ ଦେଶ, ସହିତ ଭୂମଧ୍ଯ ସାଗର ପର୍ୟ୍ଯନ୍ତ ଓ ପଶ୍ଚିମ ରେ ମହାନ ଫରାତ୍ ନଦୀ ପାଖର ମରକ୍ସ୍ଟଭୂମି ଓ ଲିବା ନୋନ୍ର ସମସ୍ତ ଭୂମି ତୁମ୍ଭର ହବେ।
ଯିହୋଶୂୟ 9:1
ୟର୍ଦ୍ଦନ ପଶ୍ଚିମ ପାରିସ୍ଥ ସମକ୍ସ୍ଟଦାଯ ରାଜଗଣ ଯେଉଁମାନେ ପର୍ବତ, ସମତଳଭୂମି ଓ ଭୂମଧ୍ଯ ସାଗରର ଉପକୂଳ ବର୍ତ୍ତୀ ଲବୋନନର ଦୂର ଅଞ୍ଚଳ ରେ ବାସ କରୁଥିଲେ, ଯେଉଁମାନେ ହିତ୍ତୀଯ, ଇ ମାରେୀଯ, କିଣାନୀଯ, ପରିଷୀଯ, ହିଦ୍ଦୀଯ ଓ ୟିବକ୍ସ୍ଟଷୀଯ ରାଜଗଣ ବିଷଯ ରେ ଏହି କଥା ଶୁଣିଲେ।
ଯିହୋଶୂୟ 15:12
ପଶ୍ଚିମ ସୀମା ସହା ସମକ୍ସ୍ଟଦ୍ର ଓ ତହିଁର ଅଞ୍ଚଳ ପର୍ୟ୍ଯନ୍ତ ଥିଲା। ନିଜ ନିଜ ବଂଶ ଅନକ୍ସ୍ଟସା ରେ ୟିହକ୍ସ୍ଟଦା ସନ୍ତାନଗଣର ଚତକ୍ସ୍ଟର୍ଦ୍ଦିଗସ୍ଥିତ ସୀମା ଏହିପରି ଥିଲା।
ଯିହୋଶୂୟ 15:47
ଅସଦୋଦ, ତା'ର ଉପନଗର, ଓ ଗ୍ରାମମାନ, ଘାସ, ତହିଁର ଉପନଗର ଓ ଗ୍ରାମଗକ୍ସ୍ଟଡିକ, ମିଶରନଦୀ ଓ ସହାସମକ୍ସ୍ଟଦ୍ର ଓ ତହିଁର ଅଞ୍ଚଳ ପର୍ୟ୍ଯନ୍ତ।
ଯିହୋଶୂୟ 23:4
ମାରେମନେଅଛି, ମୁ ତୁମ୍ଭମାନଙ୍କୁ ୟର୍ଦ୍ଦନ ନଦୀର ମଧ୍ଯବର୍ତ୍ତୀ ଓ ପଶ୍ଚିମ ଦିଗ ରେ ମହା ସମକ୍ସ୍ଟଦ୍ର ପର୍ୟ୍ଯନ୍ତ ଭୂମି ତୁମ୍ଭମାନଙ୍କର ଅଧିକାର ପାଇଁ ଦଇେଅଛି। ଅଧିକୃତ ହାଇେ ନଥିବା ଦେଶ ତକ୍ସ୍ଟମ୍ଭ ଦ୍ବାରା ଅଧିକୃତ ହବେ। କିନ୍ତୁ ତୁମ୍ଭମାନେେ ସଗେକ୍ସ୍ଟଡିକ ଏ ପର୍ୟ୍ଯନ୍ତ ନିଜ ଅଧିନକକ୍ସ୍ଟ ଆଣି ପାରିନାହିଁ।
ଯିହିଜିକଲ 47:10
ଏବଂ ତୁମ୍ଭେ ତାହା ନିକଟରେ ମତ୍ସ୍ଯଧରାଳି ଠିଆ ହାଇେଥିବାର ଦେଖିପାରିବ। ଐନଗଦୀଠାରୁ ଐନଇଗ୍ଲଇମ୍ ପର୍ୟ୍ଯନ୍ତ ଜାଲ ପକାଇବାର ସ୍ଥାନ ହବେ। ସଠାେ ରେ ବିଭିନ୍ନ ଜାତିର ଓ ବିଭିନ୍ନ ପ୍ରକାରର ମାଛ ଧରିବା ପାଇଁ ଜାଲ ପକାଇବେ। ଏବଂ ଏହାର ମାଛସବୁ ଭୂମଧ୍ଯ ସାଗରର ମାଛ ପରି ଅନକେ ପ୍ରକାର ହବେେ।
ଯିହିଜିକଲ 47:15
ପୁଣି ଦେଶର ସୀମା ଏହି ହବେ। ଉତ୍ତର ଦିଗ ରେ ହିତଲୋନ ପଥ ନିକଟସ୍ଥ ମହାସମୁଦ୍ର ଠାରୁ ସଦାଦର ପ୍ରବେଶ ସ୍ଥାନ ପର୍ୟ୍ଯନ୍ତ।
ଯିହିଜିକଲ 47:20
ପୁଣି ଦକ୍ଷିଣ ସୀମାଠାରୁ ହମାତର ସମ୍ମୁଖ ସ୍ଥାନ ପର୍ୟ୍ଯନ୍ତ ମହାସମୁଦ୍ର ପଶ୍ଚିମ ସୀମା ହବେ। ଏହା ପଶ୍ଚିମ ସୀମା।