ଗଣନା ପୁସ୍ତକ 32:32
ଆମ୍ଭମାନଙ୍କର ସୈନ୍ଯମାନେ ସଦାପ୍ରଭୁଙ୍କ ସମ୍ମୁଖ ରେ ୟର୍ଦ୍ଦନ ପାର ହାଇେ କିଣାନ ଦେଶକୁ ଯିବେ, କିନ୍ତୁ ଆମ୍ଭମାନେେ ୟର୍ଦ୍ଦନର ପୂର୍ବ ପାରିକୁ ଅଧିକାର ରୂପେ ପାଇବୁ।
Cross Reference
ଯାତ୍ରା ପୁସ୍ତକ 39:42
ଇଶ୍ରାୟେଲର ଲୋକମାନେ ଏହିପରି କାର୍ୟ୍ଯମାନ କରିଥିଲେ। ଯାହା ଯାହା କରିବାକୁ ସଦାପ୍ରଭୁ ମାଶାଙ୍କେୁ ଆଜ୍ଞା ଦଇେଥିଲେ.
ଲେବୀୟ ପୁସ୍ତକ 24:23
ତା'ପରେ ମାଶାେ ଇଶ୍ରାୟେଲ ଇଶ୍ରାୟେଲ ସନ୍ତାନଗଣଙ୍କୁ କହିବାରୁ ସମାନେେ ଅଭିଶାପ ଦଇେଥିବା ଲୋକକୁ ଛାଉଣୀ ବାହାରକୁ ଆଣିଲେ, ତହୁଁ ଲୋକମାନେ ତାକୁ ପଥର ମାରି ବଧ କଲେ। ଇଶ୍ରାୟେଲ ସନ୍ତାନଗଣ ମାଶାଙ୍କେ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କର୍ମ କଲେ।
ଦିତୀୟ ବଂଶାବଳୀ 30:12
ଆହୁରି ମଧ୍ଯ ଯିହୁଦା ରେ ପରମେଶ୍ବରଙ୍କ ଶକ୍ତି ଲୋକମାନଙ୍କୁ ଏକତ୍ରୀତ କଲା, ଯେପରି ସମାନେେ ରାଜା ଓ ତାଙ୍କ ପଦାଧିକାରୀମାନଙ୍କର ବାଧ୍ଯ ହାଇପୋରନ୍ତି। ଏହି ପ୍ରକା ରେ, ସମାନେେ ସଦାପ୍ରଭୁଙ୍କ ବାକ୍ଯର ବାଧ୍ଯ ହେଲେ।
ମାଥିଉଲିଖିତ ସୁସମାଚାର 28:20
ମୁଁ ତୁମ୍ଭମାନଙ୍କୁ ଯାହା ସବୁ କହିଛି, ସେ ସବୁ କଥା ପାଳନ କରିବ ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ। ମୁଁ ତୁମ୍ଭମାନଙ୍କ ସହିତ ସଦାସର୍ବଦା ରହିବି ବୋଲି ତୁମ୍ଭମାନେେ ଦୃଢ଼ ବିଶ୍ବାସ ରଖ। ଜଗତର ଶଷେ ସମୟ ପର୍ୟ୍ଯନ୍ତ ମଧ୍ଯ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି।
We will | נַ֣חְנוּ | naḥnû | NAHK-noo |
pass over | נַֽעֲבֹ֧ר | naʿăbōr | na-uh-VORE |
armed | חֲלוּצִ֛ים | ḥălûṣîm | huh-loo-TSEEM |
before | לִפְנֵ֥י | lipnê | leef-NAY |
Lord the | יְהוָ֖ה | yĕhwâ | yeh-VA |
into the land | אֶ֣רֶץ | ʾereṣ | EH-rets |
of Canaan, | כְּנָ֑עַן | kĕnāʿan | keh-NA-an |
possession the that | וְאִתָּ֙נוּ֙ | wĕʾittānû | veh-ee-TA-NOO |
of our inheritance | אֲחֻזַּ֣ת | ʾăḥuzzat | uh-hoo-ZAHT |
side this on | נַֽחֲלָתֵ֔נוּ | naḥălātēnû | na-huh-la-TAY-noo |
Jordan | מֵעֵ֖בֶר | mēʿēber | may-A-ver |
may be ours. | לַיַּרְדֵּֽן׃ | layyardēn | la-yahr-DANE |