Numbers 27:16
ସଦାପ୍ରଭୁ ପ୍ରେତ୍ୟକକ ପ୍ରାଣୀସମାଜର ଚିନ୍ତାଧାରା ଜାଣନ୍ତି। ହେ ସଦାପ୍ରଭୁ, ମୁଁ ବିନଯ କରୁଛି ଏହି ମଣ୍ତଳୀ ପ୍ରତି ଏକ ପ୍ରତିନିଧି ନିୟୁକ୍ତ କରନ୍ତୁ।
Numbers 27:16 in Other Translations
King James Version (KJV)
Let the LORD, the God of the spirits of all flesh, set a man over the congregation,
American Standard Version (ASV)
Let Jehovah, the God of the spirits of all flesh, appoint a man over the congregation,
Bible in Basic English (BBE)
Let the Lord, the God of the spirits of all flesh, put a man at the head of this people,
Darby English Bible (DBY)
Let Jehovah, the God of the spirits of all flesh, set a man over the assembly,
Webster's Bible (WBT)
Let the LORD, the God of the spirits of all flesh, set a man over the congregation.
World English Bible (WEB)
Let Yahweh, the God of the spirits of all flesh, appoint a man over the congregation,
Young's Literal Translation (YLT)
`Jehovah -- God of the spirits of all flesh -- appoint a man over the company,
| Let the Lord, | יִפְקֹ֣ד | yipqōd | yeef-KODE |
| the God | יְהוָ֔ה | yĕhwâ | yeh-VA |
| of the spirits | אֱלֹהֵ֥י | ʾĕlōhê | ay-loh-HAY |
| all of | הָֽרוּחֹ֖ת | hārûḥōt | ha-roo-HOTE |
| flesh, | לְכָל | lĕkāl | leh-HAHL |
| set | בָּשָׂ֑ר | bāśār | ba-SAHR |
| a man | אִ֖ישׁ | ʾîš | eesh |
| over | עַל | ʿal | al |
| the congregation, | הָֽעֵדָֽה׃ | hāʿēdâ | HA-ay-DA |
Cross Reference
ଗଣନା ପୁସ୍ତକ 16:22
ତହୁଁ ସମାନେେ ମୁହଁ ମାଡି ପଡି କହିଲେ, ହେ ପରମେଶ୍ବର, ତୁମ୍ଭେ ଜାଣ ସମସ୍ତ ଲୋକମାନେ କଣ ଚିନ୍ତା କରୁଛନ୍ତି, ଯଦି ମଣ୍ତଳିର କହେି ପାପ କରେ, ସମସ୍ତ ମଣ୍ତଳିକୁ ଉତ୍ପିଡୀନ କରିବା ଉଚିତ୍ କି?
ପିତରଙ୍କ ପ୍ରଥମ ପତ୍ 5:2
ମୁଁ ତୁମ୍ଭକୁ ଅନୁ ରୋଧ କରେ ଯେ, ପରମେଶ୍ବରଙ୍କ ଯେଉଁ ମଷଗେଣର ଦାଯିତ୍ବ ରେ ତୁମ୍ଭେ ରହିଛ, ସହେି ମଷେ ସମୂହର ତୁମ୍ଭେ ଯତ୍ନ ନବୋ ଉଚିତ। ସମାନେେ ପରମେଶ୍ବରଙ୍କ ମଷେପଲ। ତୁମ୍ଭେ ବାଧ୍ଯବାଧକତା ରେ ନୁହେଁ, ମାତ୍ର ସ୍ବଇଚ୍ଛା ରେ ପ୍ରତିପାଳନ କର। ପରମେଶ୍ବର ତାହାହିଁ ଚାହାଁନ୍ତି। ତୁମ୍ଭେ ସବୋ କରିବା ରେ ଆନନ୍ଦ ପାଉଛ ବୋଲି ସପରେି କର, ଧନ ଲୋଭ ରେ ତାହା କର ନାହିଁ।
ଏବ୍ରୀମାନଙ୍କ ନିକଟକୁ ପତ୍ର 12:9
ଏହି ପୃଥିବୀ ରେ ଆମ୍ଭ ସମସ୍ତଙ୍କର ବାପାମାନେ ଥିଲେ ଓ ସମାନେେ ଆମ୍ଭମାନଙ୍କୁ ଦଣ୍ଡ ଦେଲେ। ତଥାପି ଆମ୍ଭେ ଆମ୍ଭ ବାପାମାନଙ୍କୁ ସମ୍ମାନ ଦଖାଇେଲୁ। ଅତଏବ ଏହା ଅଧିକ ଗୁରୁତ୍ବପୂର୍ଣ୍ଣ ଯେ ଆମ୍ଭେ ଆମ୍ଭ ଆତ୍ମାଗୁଡ଼ିକର ପିତାଙ୍କଠାରୁ ଦଣ୍ଡ ଗ୍ରହଣ କରିବା ଉଚିତ୍। ଏପରି କଲେ ଆମ୍ଭେ ଜୀବନ ପାଇବା।
ରେରିତମାନଙ୍କ କାର୍ଯ୍ୟର ବିବରଣ 20:28
ତେଣୁ ତୁମ୍ଭମାନେେ ସମସ୍ତେ ନିଜେ ନିଜେ ସାବଧାନ ରୁହ। ପୁଣି ପବିତ୍ର ଆତ୍ମା ଯେଉଁ ମଷେପଲ ଉପରେ ତୁମ୍ଭମାନଙ୍କୁ ମଷେପାଳକ ରୂପେ ନିୟୁକ୍ତ କରିଅଛନ୍ତି, ସମାନଙ୍କେ ବିଷୟ ରେ ସତର୍କ ରୁହ; ଓ ଯେଉଁ ମଣ୍ଡଳୀକୁ ପରମେଶ୍ବର ଆପଣା ରକ୍ତ ରେ କ୍ରୟ କରିଅଛନ୍ତି ତାହାର ଯତ୍ନ ନିଅ।
ଯୋହନଲିଖିତ ସୁସମାଚାର 10:11
ମୁଁ ଉତ୍ତମ ମଷେପାଳକ। ଉତ୍ତମ ମଷେପାଳକ ମଷେମାନଙ୍କ ପାଇଁ ତା'ର ଜୀବନ ଦିଏ।
ମାଥିଉଲିଖିତ ସୁସମାଚାର 9:38
ଫସଲ ଅମଳ(ଉଦ୍ଧାର) କରିବା ପାଇଁ ଅଧିକ ମୂଲିଆ ପଠାଇବାକୁ ଫସଲର ମାଲିକ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କର।
ଯିହିଜିକଲ 37:24
'ପୁଣି ମାରେ ଦାସ ଦାଉଦ ସମାନଙ୍କେ ଉପ ରେ ରାଜା ହବେେ। କବଳେ ସେ ହିଁ ଜଣେ ସମସ୍ତଙ୍କ ଉପ ରେ ମଷେପାଳକ ହବେେ। ଆଉ ସମାନେେ ମାରେ ବ୍ଯବସ୍ଥା ମାନି ଚଳିବେ ଓ ମାରେ ବିଧିସବୁ ରକ୍ଷାକରି ପାଳନ କରିବେ।
ଯିହିଜିକଲ 34:23
ପୁଣି ସମାନଙ୍କେ ଉପ ରେ ମାରେ ମଷେପାଳକ ଦାଉଦଙ୍କୁ ନିୟୁକ୍ତ କରିବି। ସେ ସମାନଙ୍କେୁ ଚରାଇବ ଓ ସମାନଙ୍କେର ପାଳକ ହବେ।
ଯିହିଜିକଲ 34:11
ତେଣୁ ମାରେ ପ୍ରଭୁ ସଦାପ୍ରଭୁ କହନ୍ତି, ଆମ୍ଭେ ନିଜେ ଆମ୍ଭ ମଷେମାନଙ୍କର ପାଳକ ହବେୁ। ଆମ୍ଭେ ସମାନଙ୍କେର ଅନ୍ବଷେଣ କରିବୁ ଓ ଆମ୍ଭେ ସମାନଙ୍କେର ତତ୍ତ୍ବ ନବେୁ।
ଯିରିମିୟ 23:4
ଆଉ ଆମ୍ଭେ ସମାନଙ୍କେ ଉଦ୍ଦେଶ୍ଯ ରେ ନୂତନ ପାଳକ ନିୟୁକ୍ତ କରିବା। ସମାନେେ ସମାନଙ୍କେୁ ଚରାଇବେ ଓ ଯତ୍ନ ନବେେ। ଆଉ ଆମ୍ଭର ପଲ ଭୟଭୀତ କି ନିରାଶ ହବେେ ନାହିଁ। ପୁଣି ସମାନଙ୍କେ ମଧ୍ଯରୁ କହେି ହଜିବେ ନାହିଁ। ଏହା ସଦାପ୍ରଭୁ କହନ୍ତି।
ଯିରିମିୟ 3:15
ତା'ପ ରେ ଆମ୍ଭେ ତୁମ୍ଭମାନଙ୍କ ପାଇଁ ନୂତନ ପାଳକଗଣ ଦବୋ, ଯେଉଁମାନେ କି ଆମ୍ଭପ୍ରତି ଅତ୍ଯନ୍ତ ବିଶ୍ବସ୍ତ ହବେେ। ସମାନେେ ଜ୍ଞାନ ଓ ବୁଦ୍ଧି ରେ ତୁମ୍ଭମାନଙ୍କୁ ଚଳାଇବେ।
ପ୍ରଥମ ରାଜାବଳୀ 5:5
ସଦାପ୍ରଭୁ ମାରେ ପିତା ଦାଉଦଙ୍କୁ ଶପଥ କରିଥିଲେ, 'ଆମ୍ଭେ ତୁମ୍ଭ ବଦଳ ରେ ତୁମ୍ଭ ପୁତ୍ରକୁ ସିଂହାସନ ରେ ବସାଇବା। ତୁମ୍ଭ ପୁତ୍ର ଆମ୍ଭ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବ।' ମୁଁ ବର୍ତ୍ତମାନ ସଦାପ୍ରଭୁ ମାରେପରମେଶ୍ବରଙ୍କ ନିମନ୍ତେ ଗୋଟିଏ ମନ୍ଦିର ନିର୍ମାଣ କରିବାକୁ ମନସ୍ଥ କରିଛି।
ପ୍ରଥମ ଶାମୁୟେଲ 12:13
ବର୍ତ୍ତମାନ ତୁମ୍ଭମାନଙ୍କ ଅନକ୍ସ୍ଟ ରୋଧ ଓ ପସନ୍ଦ ଅନକ୍ସ୍ଟସା ରେ ସଦାପ୍ରଭୁ ତୁମ୍ଭକୁ ଶାସନ କରିବା ପାଇଁ ଜଣେ ରାଜାଙ୍କକ୍ସ୍ଟ ଦଇେଛନ୍ତି।
ଦିତୀୟ ବିବରଣ 31:14
ସଦାପ୍ରଭୁ ମାଶାଙ୍କେକ୍ସ୍ଟ କହିଲେ, ତୁମ୍ଭର ମୃତକ୍ସ୍ଟ୍ଯର ସମୟ ଆସିଗଲା। ଯିହାଶୂେୟଙ୍କକ୍ସ୍ଟ ଡାକ, ତୁମ୍ଭେ ଦକ୍ସ୍ଟ ହେଁ ସମାଗମ ତକ୍ସ୍ଟମ୍ବୁ ରେ ଠିଆ ହକ୍ସ୍ଟଅ। ଆମ୍ଭେ ତାହାକକ୍ସ୍ଟ ଆଜ୍ଞା ଦବୋ। ତହିଁରେ ମାଶାେ ଓ ୟିହୋଶୂଯ ୟାଇ ସମାଗମ ତମ୍ବୁ ରେ ଠିଆ ହେଲେ।