ଗଣନା ପୁସ୍ତକ 23:11 in Oriya

ଓଡିଆ ଓଡିଆ ବାଇବେଲ ଗଣନା ପୁସ୍ତକ ଗଣନା ପୁସ୍ତକ 23 ଗଣନା ପୁସ୍ତକ 23:11

Numbers 23:11
ଏଥି ରେ ବାଲାକ୍ ବିଲିଯମକୁ କହିଲେ, ତୁମ୍ଭେ ଆମ୍ଭ ପ୍ରତି ଏ କ'ଣ କଲ? ଆମ୍ଭେ ଶତୃମାନଙ୍କୁ ଶାପ ଦବୋପାଇଁ ତୁମ୍ଭକୁ ଡାକିଥିଲୁ। ମାତ୍ର ତୁମ୍ଭେ ସମାନଙ୍କେୁ ଆଶୀର୍ବାଦ କଲ।

Numbers 23:10Numbers 23Numbers 23:12

Numbers 23:11 in Other Translations

King James Version (KJV)
And Balak said unto Balaam, What hast thou done unto me? I took thee to curse mine enemies, and, behold, thou hast blessed them altogether.

American Standard Version (ASV)
And Balak said unto Balaam, What hast thou done unto me? I took thee to curse mine enemies, and, behold, thou hast blessed them altogether.

Bible in Basic English (BBE)
Then Balak said to Balaam, What have you done to me? I sent for you so that my haters might be cursed, and see, you have given them a blessing.

Darby English Bible (DBY)
And Balak said to Balaam, What hast thou done to me? I took thee to curse mine enemies, and behold, thou hast blessed them altogether.

Webster's Bible (WBT)
And Balak said to Balaam, What hast thou done to me? I took thee to curse my enemies, and behold, thou hast blessed them altogether.

World English Bible (WEB)
Balak said to Balaam, What have you done to me? I took you to curse my enemies, and, behold, you have blessed them altogether.

Young's Literal Translation (YLT)
And Balak saith unto Balaam, `What hast thou done to me? to pierce mine enemies I have taken thee -- and lo, thou hast certainly blessed;'

And
Balak
וַיֹּ֤אמֶרwayyōʾmerva-YOH-mer
said
בָּלָק֙bālāqba-LAHK
unto
אֶלʾelel
Balaam,
בִּלְעָ֔םbilʿāmbeel-AM
What
מֶ֥הmemeh
hast
thou
done
עָשִׂ֖יתָʿāśîtāah-SEE-ta
took
I
me?
unto
לִ֑יlee
thee
to
curse
לָקֹ֤בlāqōbla-KOVE
mine
enemies,
אֹֽיְבַי֙ʾōyĕbayoh-yeh-VA
behold,
and,
לְקַחְתִּ֔יךָlĕqaḥtîkāleh-kahk-TEE-ha
thou
hast
blessed
וְהִנֵּ֖הwĕhinnēveh-hee-NAY
them
altogether.
בֵּרַ֥כְתָּbēraktābay-RAHK-ta
בָרֵֽךְ׃bārēkva-RAKE

Cross Reference

ଗଣନା ପୁସ୍ତକ 24:10
ବାଲାକ୍ ବିଲିଯମକୁ ରାଗିଗଲା। ବାଲାକ୍ ବିଲିଯମକୁ କହିଲା, ମୁଁ ମାରେଶତୃମାନଙ୍କୁ ଶାପ ଦବୋପାଇଁ ତୁମ୍ଭକୁ ନିଯନ୍ତ୍ରଣ କଲି କିନ୍ତୁ ତୁମ୍ଭେ ସମାନଙ୍କେୁ ତିନିଥର ଆଶୀର୍ବାଦ କଲ।

ଗଣନା ପୁସ୍ତକ 22:11
ଦେଖ, ଏହି ଲୋକମାନେ ମିଶରରୁ ଆସିଛନ୍ତି। ସମାନଙ୍କେର ସଂଖ୍ଯା ଏତେ ଅଧିକ ଯେ ସମାନେେ ସମଗ୍ର ଦେଶକୁ ଆଚ୍ଛାଦିତ କରିଛନ୍ତି। ଆସ ଏବଂ ମାେ ତରଫରୁ ସମାନଙ୍କେୁ ଅଭିଶାପ ଦିଅ। ତାହାହେଲେ ଆମ୍ଭେ ସମାନଙ୍କେ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ସମର୍ଥ ହବେୁ ଓ ସମାନଙ୍କେୁ ତଡି ଦଇେ ପାରିବୁ।

ନିହିମିୟା 13:2
କାରଣ ସମାନେେ ଅନ୍ନଜଳ ନଇେ ଇଶ୍ରାୟେଲ ସନ୍ତାନଗଣଙ୍କୁ ଭଟେିଲେ ନାହିଁ। କିନ୍ତୁ ଇଶ୍ରାୟେଲୀୟମାନଙ୍କୁ ଅଭିଶାପ ଦବୋ ପାଇଁ ସମାନେେ ବିଲିଯମକୁ ପାଉଣା ଦେଲେ। ତଥାପି ଆମ୍ଭମାନଙ୍କ ପରମେଶ୍ବର ସହେି ଅଭିଶାପକୁ ଆଶୀର୍ବାଦ ରେ ପରିଣତ କଲେ।

ଗଣନା ପୁସ୍ତକ 22:17
ତୁମ୍ଭେ ଯଦି ମାେତେ ସାହାୟ୍ଯ କର, ମୁଁ ତୁମ୍ଭକୁ ବହୁତ ଭଲ ଭାବରେ ପୁରସ୍କାର ଦବେି। ତୁମ୍ଭେ ମାେତେ ଯାହା କହିବ ତାହା ମୁଁ କରିବି, ଏଣୁ ପାର୍ଥନା କରି ମୁଁ ବିନଯ କରୁଅଛି, ମାେ ନିମନ୍ତେ ଏହି ଲୋକମାନଙ୍କୁ ଅଭିଶାପ ଦିଅ।

ଗଣନା ପୁସ୍ତକ 23:7
ତହୁଁ ବିଲିଯମ କହିଲେ,

ଗୀତସଂହିତା 109:17
ସେ ଅନ୍ୟମାନଙ୍କର ମନ୍ଦ କାମକୁ ଭଲ ପାଇଲେ। ସହେି ମନ୍ଦ, ସମାନଙ୍କେ ପାଇଁ ଘଟୁ। ସେ ଅନ୍ୟର ମଙ୍ଗଳ କରିଲେ ନାହିଁ। ତାଙ୍କଠାରୁ ମଙ୍ଗଳ ଦୂରଇଯୋଉ।