Numbers 15:27
ଆଉ ଯଦି ଜଣେ ବ୍ଯକ୍ତି ଅନିଛା ରେ ପାପ କରେ, ତବେେ ସେ ପାପାର୍ଥକ ବଳିରୂପେ ଏକ ବର୍ଷୀଯ ଏକ ଛାଗବତ୍ସ ଆଣିବା ଉଚିତ୍।
Numbers 15:27 in Other Translations
King James Version (KJV)
And if any soul sin through ignorance, then he shall bring a she goat of the first year for a sin offering.
American Standard Version (ASV)
And if one person sin unwittingly, then he shall offer a she-goat a year old for a sin-offering.
Bible in Basic English (BBE)
And if one person does wrong, without being conscious of it, then let him give a she-goat of the first year for a sin-offering.
Darby English Bible (DBY)
And if one soul sin through inadvertence, then he shall present a yearling she-goat for a sin-offering.
Webster's Bible (WBT)
And if any soul shall sin through ignorance, then he shall bring a she-goat of the first year for a sin-offering.
World English Bible (WEB)
If one person sin unwittingly, then he shall offer a female goat a year old for a sin-offering.
Young's Literal Translation (YLT)
`And if one person sin in ignorance, then he hath brought near a she-goat, daughter of a year, for a sin-offering;
| And if | וְאִם | wĕʾim | veh-EEM |
| any | נֶ֥פֶשׁ | nepeš | NEH-fesh |
| soul | אַחַ֖ת | ʾaḥat | ah-HAHT |
| sin | תֶּֽחֱטָ֣א | teḥĕṭāʾ | teh-hay-TA |
| ignorance, through | בִשְׁגָגָ֑ה | bišgāgâ | veesh-ɡa-ɡA |
| then he shall bring | וְהִקְרִ֛יבָה | wĕhiqrîbâ | veh-heek-REE-va |
| goat she a | עֵ֥ז | ʿēz | aze |
| of the first | בַּת | bat | baht |
| year | שְׁנָתָ֖הּ | šĕnātāh | sheh-na-TA |
| for a sin offering. | לְחַטָּֽאת׃ | lĕḥaṭṭāt | leh-ha-TAHT |
Cross Reference
ଲେବୀୟ ପୁସ୍ତକ 4:27
ଆଉ ସଦାପ୍ରଭୁ ଯାହା ନ କରିବାକୁ ଆଜ୍ଞା ଦଇେଛନ୍ତି, ଯଦି ସାଧାରଣ ଲୋକଙ୍କ ମଧ୍ଯରୁ କହେି ଜଣେ ତାହା କରେ ଓ ଭ୍ରାନ୍ତି ରେ ପାପ କରେ ତବେେ ସେ ଦୋଷୀ ହୁଏ।
ରେରିତମାନଙ୍କ କାର୍ଯ୍ୟର ବିବରଣ 3:17
ଭାଇମାନେ, ମୁଁ ଜାଣେ ଯେ, ତୁମ୍ଭମାନେେ ମଧ୍ଯ କ'ଣ କରୁଛ, ତାହା ନବୁଝି ଯୀଶୁଙ୍କ ପ୍ରତି ଏପରି କଲ। ତୁମ୍ଭମାନଙ୍କର ନେତାମାନେ ମଧ୍ଯ କ'ଣ କରୁଅଛନ୍ତି, ତାହା ବୁଝିପାରି ନଥିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 17:30
ପୂର୍ବରୁ ପରମେଶ୍ବର ଲୋକମାନଙ୍କର ଏହି ନିର୍ବୋଧତା ଉପେକ୍ଷା କରିଥିଲେ। ମାତ୍ର ବର୍ତ୍ତମାନ ସେ ସାରା ପୃଥିବୀର ଲୋକମାନଙ୍କୁ ଅନୁତାପ କରି ଫରେିଆସିବା ପାଇଁ ଆଦେଶ ଦିଅନ୍ତି।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 1:13
ଅତୀତ ରେ ମୁଁ ଯୀଶୁଙ୍କ ବିରୁଦ୍ଧ ରେ କହିଛି, ତାହାଙ୍କୁ ତାଡ଼ନା ଦଇେଛି ଓ ତାହାଙ୍କୁ ଆଘାତ ଦବୋ ଭଳି କାର୍ୟ୍ଯମାନ କରିଛି। କିନ୍ତୁ ମୁଁ କ'ଣ କରୁଛି ବୋଲି ଜାଣି ନ ଥିବାରୁ, ପରମେଶ୍ବର ମାେତେ ଦୟା କଲେ। ଅବିଶ୍ବାସୀ ଥିଲା ବେଳେ ମୁଁ ସପରେି କରିଥିଲି।