Micah 7:11
ସମୟ ଆସିବ ଯେତବେେଳେ ତୁମ୍ଭର କାନ୍ଥ ପୁଣି ନିର୍ମିତ ହବେ। ସେତବେେଳେ ତୁମ୍ଭ ରାଜ୍ଯ ଉନ୍ନତି କରିବ।
Micah 7:11 in Other Translations
King James Version (KJV)
In the day that thy walls are to be built, in that day shall the decree be far removed.
American Standard Version (ASV)
A day for building thy walls! in that day shall the decree be far removed.
Bible in Basic English (BBE)
A day for building your walls! in that day will your limits be stretched far and wide.
Darby English Bible (DBY)
In the day when thy walls shall be built, on that day shall the established limit recede.
World English Bible (WEB)
A day to build your walls-- In that day, he will extend your boundary.
Young's Literal Translation (YLT)
The day to build thy walls! That day -- removed is the limit.
| In the day | י֖וֹם | yôm | yome |
| that thy walls | לִבְנ֣וֹת | libnôt | leev-NOTE |
| built, be to are | גְּדֵרָ֑יִךְ | gĕdērāyik | ɡeh-day-RA-yeek |
| in that | י֥וֹם | yôm | yome |
| day | הַה֖וּא | hahûʾ | ha-HOO |
| decree the shall | יִרְחַק | yirḥaq | yeer-HAHK |
| be far removed. | חֹֽק׃ | ḥōq | hoke |
Cross Reference
ଏଜ୍ରା 4:12
ଆମ୍ଭମାନେେ ରାଜାଙ୍କୁ କହିବାକୁ ଗ୍ଭହୁଁ ଯେ, ଯେଉଁ ୟିହୁଦୀଯ ଲୋକମାନଙ୍କୁ ଆପଣ ପଠାଇ ଥିଲେ ସମାନେେ ୟିରୁଶାଲମକୁ ଆମ୍ଭମାନଙ୍କ ପାଖକୁ ଆସିଛନ୍ତି। ସମାନେେ ସହେି ବିଦ୍ରୋହୀ ଏବଂ ଦୁଷ୍ଟନଗର ନିର୍ମାଣ କରୁଛନ୍ତି। ସମାନେେ ପ୍ରାଚୀର ପୁନଃନିର୍ମାଣ ସମାପ୍ତ କରି ଭିତ୍ତିମୂଳର ମରାମତି କରିଛନ୍ତି।
ନିହିମିୟା 2:8
ରାଜା ଆସଫ୍ଙ୍କ ନିମନ୍ତେ ମାେତେ ଗୋଟିଏ ପତ୍ର ଦେଲେ। ଆସଫ୍ ବର୍ତ୍ତମାନ ରାଜାଙ୍କର ଜଙ୍ଗଲର ରକ୍ଷକ ଅଟନ୍ତି। ସେ ଆସଫ୍ଙ୍କୁ ମନ୍ଦିର ଫାଟକର ମୂଖଶାଳା, ସହରର କାନ୍ଥ ଏବଂ ମନ୍ଦିର କଟାବ ପାଇଁ ମାେତେ ଖଣ୍ଡେ କାଠ ଦବୋ ଲାଗି କହିଲେ।
ନିହିମିୟା 2:17
ଏହାପରେ ମୁଁ ସମାନଙ୍କେୁ କହିଲି, ତୁମ୍ଭମାନେେ ଦେଖି ପାରୁଛ ଆମ୍ଭମାନେେ ଖରାପ ଅବସ୍ଥା ରେ ଅଛୁ। ୟିରୁଶାଲମ କିପରି ଉଜାଡ ହାଇେ ପଡିଛି ଏବଂ ଦ୍ବାରସବୁ ଅଗ୍ନି ରେ ଦଗ୍ଧ ହାଇେଅଛି। ନିନ୍ଦିତ ନ ହବୋ ଆସ, ଆସ ପୁଣି ଥରେ ୟିରୁଶାଲମର ପ୍ରାଚୀରକୁ ପୁନଃନିର୍ମାଣ କରିବା।
ନିହିମିୟା 3:1
ଇଲିଯାଶୀବ ମହାୟାଜକ ଥିଲେ, ଇଲିଯାଶୀବ ଓ ତାଙ୍କର ସାଥି ଯାଜକମାନେ ମଷେ ଫାଟକ ଗଠନ କରିବାକୁ ଗଲେ। ସମାନେେ ସହେି ଫାଟକ ଉତ୍ସର୍ଗ କଲେ ଏବଂ ଏହାର ଦ୍ବାର ସ୍ଥାପନ କଲେ। ସମାନେେ ସହସ୍ର ଦୂର୍ଗର ଓ ହନନଲେ ଦୂର୍ଗର କାର୍ୟ୍ଯ କଲେ।
ନିହିମିୟା 4:3
ଏହି ସମୟରେ ଅେମ୍ମାନୀୟ ଟୋବିୟ ତାହା ପାଖ ରେ ଥିଲା, ଆଉ ସେ କହିଲା, ସମାନେେ ଯାହା ଗଢୁଛନ୍ତି, ବିଲୁଆ ଚଢିଗଲେ ସେ ସମାନଙ୍କେ ପଥର ପ୍ରାଚରେୀ ଭାଙ୍ଗି ପକାଇବ।
ନିହିମିୟା 4:6
ଆମ୍ଭେ ୟିରୁଶାଲମର ପ୍ରାଚୀର ଗଠନ କଲୁ। ଆମ୍ଭେ ନଗରର ଚତୁଃପାଶର୍ବ ରେ ପ୍ରାଚୀର ଗଠନ କଲୁ। କିନ୍ତୁ ତହିଁର ଉଚ୍ଚତାରୁ ଅର୍ଦ୍ଧ ପର୍ୟ୍ଯନ୍ତ ସମୁଦାଯ ପ୍ରାଚୀର ଏକତ୍ର ସଂୟୁକ୍ତ କରାଗଲା। ଯେ ହତେୁ କର୍ମ କରିବାକୁ ଲୋକମାନଙ୍କ ମନ ଥିଲା।
ଯିଶାଇୟ 54:11
ହେ ଦୁଃଖିନୀ, ତାଫୋନ ବିଧ୍ବସ୍ତ ଓ ସାନ୍ତ୍ବନା ବିରହିତ ନଗରୀ ! ଦେଖ, ଆମ୍ଭେ ନାନା ସୁନ୍ଦର ବର୍ଣ୍ଣ ରେ ତୁମ୍ଭର ପ୍ରସ୍ତର ବସାଇବା ଓ ନୀଳମଣିଦ୍ବାରା ତୁମ୍ଭର ଭିତ୍ତିମୂଳ ସ୍ଥାପନ କରିବା।
ଦାନିଏଲ 9:25
ଏହା ଜାଣ ଏବଂ ଏହା ବୁଝ, ଆଦେଶ ହବୋଠାରୁ ଫରୋଇବାକୁ ଏବଂ ୟିରୁଶାଲମ ନିର୍ମିତ କର, ଯେପର୍ୟ୍ଯନ୍ତ ଗୋଟିଏ ଅଭିଷିକ୍ତ ରାଜକୁମାର ସାତ ସପ୍ତାହ ଓ ବାଷଠି ସପ୍ତାହ ରେ, ସହର ପୂର୍ଣ୍ଣ ନିର୍ମିତ ହବେ। କିନ୍ତୁ ଏହାର ମୁଖ୍ଯ ରାସ୍ତା ଓ କାନ୍ଥ, ଅସୁବାଧା ସମୟରେ ହବେ।
ଆମୋଷ 9:11
ଦାଉଦଙ୍କର ପତିତ ତମ୍ବୁକୁ ଆମ୍ଭେ ପୁନର୍ବାର ଉଠାଇବା। ଆମ୍ଭେ କାନ୍ଥ ରେ ଥିବା କଣାସବୁ ବନ୍ଦ କରିବା। ଆମ୍ଭେ ବିଧ୍ବସ୍ତ ହାଇେଥିବା ଅଟ୍ଟାଳିକାଗୁଡିକୁ ପୁନର୍ବାର ନିର୍ମାଣ କରିବା ଓ ସେ ଗୁଡିକ ପୂର୍ବପରି ତମ୍ବୁ ନିର୍ମିତ ହବେ।