ମାଥିଉଲିଖିତ ସୁସମାଚାର 8:15 in Oriya

ଓଡିଆ ଓଡିଆ ବାଇବେଲ ମାଥିଉଲିଖିତ ସୁସମାଚାର ମାଥିଉଲିଖିତ ସୁସମାଚାର 8 ମାଥିଉଲିଖିତ ସୁସମାଚାର 8:15

Matthew 8:15
ଯୀଶୁ ତାହାଙ୍କୁ ଛୁଇଁ ଦେଲେ, ଓ ତାହାଙ୍କର ଜ୍ବର ଛାଡିଗଲା। ତାପରେ ସେ ଉଠି ଯୀଶୁଙ୍କ ସବୋ କରିବାକୁ ଲାଗିଲେ।

Matthew 8:14Matthew 8Matthew 8:16

Matthew 8:15 in Other Translations

King James Version (KJV)
And he touched her hand, and the fever left her: and she arose, and ministered unto them.

American Standard Version (ASV)
And he touched her hand, and the fever left her; and she arose, and ministered unto him.

Bible in Basic English (BBE)
And he put his hand on hers and the disease went from her, and she got up and took care of his needs.

Darby English Bible (DBY)
and he touched her hand, and the fever left her, and she arose and served him.

World English Bible (WEB)
He touched her hand, and the fever left her. She got up and served him.{TR reads "them" instead of "him"}

Young's Literal Translation (YLT)
and he touched her hand, and the fever left her, and she arose, and was ministering to them.

And
καὶkaikay
he
touched
ἥψατοhēpsatoAY-psa-toh

τῆςtēstase
hand,
χειρὸςcheiroshee-ROSE
her
αὐτῆςautēsaf-TASE
and
καὶkaikay
left
ἀφῆκενaphēkenah-FAY-kane
her:
αὐτὴνautēnaf-TANE
the
hooh
fever
πυρετός,pyretospyoo-ray-TOSE
and
καὶkaikay
arose,
she
ἠγέρθηēgerthēay-GARE-thay
and
καὶkaikay
ministered
διηκόνειdiēkoneithee-ay-KOH-nee
unto
them.
αὐτοῖςautoisaf-TOOS

Cross Reference

ଦିତୀୟ ରାଜାବଳୀ 13:21
କେତକେ ଇଶ୍ରାୟେଲୀୟ ଜଣେ ମୃତବ୍ଯକ୍ତିକୁ କବର ଦେଉଥିବା ବେଳେ ସମାନେେ ମାୟୋବୀଯ ସୈନ୍ଯମାନଙ୍କୁ ନିକଟକୁ ଆସୁଥିବାର ଦେଖିଲେ। ତହୁଁ ସମାନେେ ଭୟ ରେ ସହେି ମୃତ ଶରୀରକୁ ଇଲୀଶାୟ କବର ଭିତ ରେ ପକାଇ ଦେଲେ ଏବଂ ଦୌଡି ପଳାଇଗଲେ। ସହେିମୃତ ବ୍ଯକ୍ତି ଇଲୀଶାୟଙ୍କ ଅସ୍ଥି ସ୍ପର୍ଶ କଲାମାତ୍ ରେ ଜୀବନ୍ତ ହାଇେ ନିଜ ଗୋଡ ରେ ଛିଡା ହେଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 19:11
ପରମେଶ୍ବର ପାଉଲଙ୍କ ମାଧ୍ଯମ ରେ ଅତି ଅସାଧାରଣ କାର୍ୟ୍ଯମାନ କରୁଥିଲେ।

ଯୋହନଲିଖିତ ସୁସମାଚାର 12:1
ଯୀଶୁ ନିସ୍ତାରପର୍ବ ଉତ୍ସବର ଛଅ ଦିନ ପୂର୍ବରୁ ବେଥନିଆକୁ ଗଲେ। ଲାଜାର ବେଥନିଆ ରେ ରହୁଥିଲେ। (ଯାହାଙ୍କୁ ଯୀଶୁ ମୃତ୍ଯୁରୁ ଉେଠଇ ଥିଲେ))।

ଲୂକଲିଖିତ ସୁସମାଚାର 8:54
କିନ୍ତୁ ଯୀଶୁ ଝିଅଟିର ହାତ ଧରି ତାକୁ ଡାକିଲେ, ହେ ଝିଅ, ଉଠିପଡ।

ଲୂକଲିଖିତ ସୁସମାଚାର 4:38
ଯୀଶୁ ସମାଜଗୃହ ଛାଡି ଶିମାନଙ୍କେ ଘରକୁ ଗଲେ। ଶିମାନଙ୍କେ ଶାଶୁଙ୍କୁ ଭୟଙ୍କର ଜ୍ବର ହାଇେଥିଲା। ସମାନେେ ଯୀଶୁଙ୍କୁ, ତାହାଙ୍କୁ ସାହାୟ୍ଯ କରିବା ପାଇଁ କହିଲେ।

ମାର୍କଲିଖିତ ସୁସମାଚାର 1:41
ସହେି ଲୋକଟି ଉପରେ ଯୀଶୁଙ୍କର କରୁଣା ଜାତ ହେଲା। ସେ ହାତ ବଢଇେ ଲୋକଟିକୁ ଛୁଇଁ ଦେଲେ ଓ କହିଲେ, ମୁଁ ତୁମ୍ଭକୁ ସୁସ୍ଥ କରିବାକୁ ଚାହୁଁଛି, ତୁମ୍ଭେ ସୁସ୍ଥ ହାଇଯୋଅ।

ମାଥିଉଲିଖିତ ସୁସମାଚାର 20:34
ଯୀଶୁଙ୍କ ମନ ରେ ସମାନଙ୍କେ ପାଇଁ ଦୟା ଆସିଲା। ସେ ସମାନଙ୍କେର ଆଖି ଛୁଇଁ ଦେଲେ, ଓ ସମାନେେ ତୁରନ୍ତ ଦେଖି ପାରିଲେ। ତା'ପରେ ସମାନେେ ଯୀଶୁଙ୍କୁ ଅନୁସରଣ କଲେ।

ମାଥିଉଲିଖିତ ସୁସମାଚାର 14:36
ଲୋକମାନେ ଯୀଶୁଙ୍କୁ ଅନୁ ରୋଧ କଲେ ଯେ, ରୋଗୀମାନେ ଯେପରି ସୁସ୍ଥ ହାଇଯୋଆନ୍ତି, ସେଥିପାଇଁ ସେ ସମାନଙ୍କେୁ ତାହାଙ୍କୁ ବସ୍ତ୍ରର ଧାରଟି କବଳେ ଛୁଇଁବାକୁ ଅନୁମତି ଦିଅନ୍ତୁ। ଯେଉଁ ରୋଗୀମାନେ ତାହା ଛୁଇଁଲେ, ସମାନେେ ସମସ୍ତେ ସୁସ୍ତ ହାଇଗେଲେ।

ମାଥିଉଲିଖିତ ସୁସମାଚାର 9:29
ତା'ପରେ ଯୀଶୁ ସମାନଙ୍କେ ଆଖିକୁ ଛୁଇଁଲେ। ସେ କହିଲେ, ତୁମ୍ଭେ ଯେପରି ବିଶ୍ବାସ କରିଅଛ, ତୁମ୍ଭ ପ୍ରତି ସପରେି ହେଉ।

ମାଥିଉଲିଖିତ ସୁସମାଚାର 9:20
ସଠାେରେ ଜଣେ ସ୍ତ୍ରୀ ଲୋକ ଥିଲା। ତାର ବାରବର୍ଷ ଧରି ରକ୍ତସ୍ରାବ ହେଉଥିଲା। ସେ ସ୍ତ୍ରୀ ଲୋକଟି ଯୀଶୁଙ୍କ ପଛ ପଟକୁ ଆସି ତାହାଙ୍କ ପିନ୍ଧା ବସ୍ତ୍ରର ଧାରକୁ ଛୁଇଁ ଦଲୋ।

ମାଥିଉଲିଖିତ ସୁସମାଚାର 8:3
ତାପରେ ଯୀଶୁ ହାତ ବଢଇେ କୁଷ୍ଠ ରୋଗୀଟିକୁ ଛୁଇଁ ଦେଲେ। ସେ କହିଲେ, ମୁଁ ଚାହୁଁଛି ତୁମ୍ଭେ ସୁସ୍ଥ ହୁଅ।' ଏବଂ ସଙ୍ଗେ ସଙ୍ଗେ ତାର କୁଷ୍ଠରୋଗ ଭଲ ହାଇଗେଲା।

ଯିଶାଇୟ 6:7
ସହେି ସରାଫ ଦବଦେୂତ ସହେି ଉତ୍ତପ୍ତ ଅଙ୍ଗାର ସାହାୟ୍ଯ ରେ ମାରେ ମୁଖକୁ ସ୍ପର୍ଶ କଲା। ତା'ପ ରେ ସେ କହିଲେ, ଦେଖ ! ମୁଁ ଏହି ଜ୍ବଳନ୍ତ ଅଙ୍ଗାର ରେ ତୁମ୍ଭର ଓଷ୍ଠାଧରକୁ ସ୍ପର୍ଶ କଲି କାରଣ ଏହାଦ୍ବାରା ତୁମ୍ଭର ଅପରାଧ ଦୂରିଭୂତ ହେଲା ଓ ତୁମ୍ଭେ ପାପରୁ ମୁକ୍ତ ହେଲ।'