ମାଥିଉଲିଖିତ ସୁସମାଚାର 5:4 in Oriya

ଓଡିଆ ଓଡିଆ ବାଇବେଲ ମାଥିଉଲିଖିତ ସୁସମାଚାର ମାଥିଉଲିଖିତ ସୁସମାଚାର 5 ମାଥିଉଲିଖିତ ସୁସମାଚାର 5:4

Matthew 5:4
ବର୍ତ୍ତମାନ ଦୁଃଖିତ ଲୋକମାନେ ଧନ୍ଯ; କାରଣ ପରମେଶ୍ବର ସମାନଙ୍କେୁ ସାନ୍ତ୍ବନା ଦବେେ।

Matthew 5:3Matthew 5Matthew 5:5

Matthew 5:4 in Other Translations

King James Version (KJV)
Blessed are they that mourn: for they shall be comforted.

American Standard Version (ASV)
Blessed are they that mourn: for they shall be comforted.

Bible in Basic English (BBE)
Happy are those who are sad: for they will be comforted.

Darby English Bible (DBY)
Blessed they that mourn, for *they* shall be comforted.

World English Bible (WEB)
Blessed are those who mourn, For they shall be comforted.

Young's Literal Translation (YLT)
`Happy the mourning -- because they shall be comforted.

Blessed
Μακάριοιmakarioima-KA-ree-oo
are

οἱhoioo
mourn:
that
they
πενθοῦντεςpenthountespane-THOON-tase
for
ὅτιhotiOH-tee
they
αὐτοὶautoiaf-TOO
shall
be
comforted.
παρακληθήσονταιparaklēthēsontaipa-ra-klay-THAY-sone-tay

Cross Reference

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:4
ପରମେଶ୍ବର ସମାନଙ୍କେ ଆଖିରୁ ସମସ୍ତ ଲୁହ ପୋଛି ଦବେେ। ଆଉ ଅଧିକ ମୃତ୍ଯୁ, ବିଷାଦ, କ୍ରନ୍ଦନ ବା କଷ୍ଟ ରହିବ ନାହିଁ। ସବୁ ପୁରାତନ ବିଷୟ ଲୋପପାଇଛି।

ଯିଶାଇୟ 61:2
କେତବେେଳେ ସଦାପ୍ରଭୁ ତାଙ୍କର କରୁଣା ପ୍ରଦର୍ଶନ କରିବେ ଓ କେଉଁ ସମୟରେ ପରମେଶ୍ବର ଦୁଷ୍ଟାଚାରୀଙ୍କ ଉପ ରେ ପ୍ରତିଶୋଧ ନବେେ ଓ ଶାେକାର୍ତ୍ତମାନଙ୍କୁ ସାନ୍ତ୍ବନା କରିବେ। ସେ ସବୁ ପ୍ରଚାର କରିବାକୁ ପରମେଶ୍ବର ମାେତେ ପ୍ ରରଣେ କରିଛନ୍ତି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 7:9
ଏବେ ମୁଁ ଖୁସୀ ଅଛି। ତୁମ୍ଭମାନେେ ଦୁଃଖୀ ହାଇେଥିବା କାରଣରୁ ନୁହେଁ, ବରଂ ତୁମ୍ଭମାନଙ୍କର ଦୁଃଖ ତୁମ୍ଭମାନଙ୍କ ହୃଦୟକୁ ପରିବର୍ତ୍ତନ କରିଥିବାରୁ ମୁଁ ଖୁସି। ପରମେଶ୍ବରଙ୍କ ଇଚ୍ଛା ଅନୁଯାଯୀ ତୁମ୍ଭମାନେେ ଦୁଃଖି ହେଲ। ଅତଏବ ତୁମ୍ଭମାନେେ ଆମ୍ଭ ଦ୍ବାରା କୌଣସି ପ୍ରକା ରେ ଆଘାତ ପାଇ ନାହଁ।

ଯୋହନଲିଖିତ ସୁସମାଚାର 16:20
ମୁଁ ତୁମ୍ଭକୁ ସତ୍ଯ କହୁଛି, ତୁମ୍ଭମାନେେ କାନ୍ଦିବ ଓ ଦୁଃଖିତ ହବେ, କିନ୍ତୁ ଜଗତ ଆନନ୍ଦିତ ହବେ। ତୁମ୍ଭେ ଦୁଃଖୀ ହବେ, କିନ୍ତୁ ତୁମ୍ଭର ଦୁଃଖ ଆନନ୍ଦ ରେ ପରିଣତ ହବେ,

ଗୀତସଂହିତା 32:3
ପ୍ରଭୁ ମୁଁ ବାରମ୍ବାର ତୁମ୍ଭକୁ ପ୍ରାର୍ଥନା କଲି କିନ୍ତୁ ମୁଁ ମାରେ ଗୋପନ ପାପ ବିଷଯରେ ତୁମ୍ଭକୁ କିଛି କହିଲି ନାହିଁ। ମୁଁ କବଳେ ଦୁର୍ବଳ ହାଇେ ପଡ଼ିଲି, ପ୍ରେତ୍ୟକକ ଥର ଯେତବେେଳେ ମୁଁ ପ୍ରାର୍ଥନା କଲି।

ଯିଶାଇୟ 51:11
ସଦାପ୍ରଭୁଙ୍କ ନିସ୍ତାରିତ ଲୋକମାନେ ଫରେି ଆସିବେ, ଆନନ୍ଦ ଗାନ କରି ସିୟୋନ ରେ ଉପସ୍ଥିତ ହବେେ। ଚିର ଆନନ୍ଦ ସମାନଙ୍କେର ମସ୍ତକର ଭୂଷଣ ହବେ। ସମାନେେ ଆନନ୍ଦ ଓ ଉଲ୍ଲାସ ପ୍ରାପ୍ତ ହବେେ ଏବଂ ଦୁଃଖ ଶାେକ ସୁଦୂରଗାମୀ ହବେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 1:4
ଆମ୍ଭ ଅସୁବିଧା ସମୟରେ ସେ ଆମ୍ଭକୁ ସର୍ବଦା ସାନ୍ତ୍ବନା ପ୍ରଦାନ କରନ୍ତି, ଏବଂ ଆମ୍ଭେ ମଧ୍ଯ ଅନ୍ୟ ଲୋକମାନଙ୍କର ଅସୁବିଧା ସମୟରେ ସାନ୍ତ୍ବନା ପ୍ରଦାନ କରିପାରିବା। ଆମ୍ଭକୁ ପରମେଶ୍ବର ଯେଉଁ ପ୍ରକାର ସାନ୍ତ୍ବନା ଦିଅନ୍ତି, ଆମ୍ଭେ ସହେିମାନଙ୍କୁ ସହେି ପ୍ରକାର ସାନ୍ତ୍ବନା ପ୍ରଦାନ କରି ପାରିବା।

ଲୂକଲିଖିତ ସୁସମାଚାର 6:21
ତୁମ୍ଭମାନେେ, ଯେଉଁମାନେ ଏବେ ଭୋକିଲା, ଧନ୍ଯ, କାରଣ ତୁମ୍ଭମାନେେ ପରିତୃପ୍ତ ହବେ। ରୋଦନ କରୁଛ ଯେ ତୁମ୍ଭମାନେେ, ତୁମ୍ଭମାନେେ ଏବେ ଧନ୍ଯ, କାରଣ ତୁମ୍ଭମାନେେ ଆନନ୍ଦ ରେ ଜୀବନଯାପନ କରିବ।

ଯିଶାଇୟ 57:18
ଆମ୍ଭେ ତାହାର ଗତି ଦେଖିଅଛୁ ଓ ଆମ୍ଭେ ତାକୁ ସଠିକ୍ ରୂପେ ଗଢ଼ିବା, ମୁଁ ତାକୁ ସତ୍ଯର ପଥ ଦଖାଇବେି ଏବଂ ତାହାର ଶାେକାକୁଳ ଲୋକମାନଙ୍କୁ ପୁନର୍ବାର ସାନ୍ତ୍ବନା ଦବେି।

ଗୀତସଂହିତା 40:1
ମୁଁ ସଦାପ୍ରଭୁଙ୍କୁ ଡ଼ାକିଲି, ସେ ମାରେ ଡ଼ାକ ଓ କ୍ରନ୍ଦନ ଧ୍ବନି ଶୁଣିଲେ।

ଗୀତସଂହିତା 126:5
ଜଣେ ଲୋକ ବିହନ ବୁଣିବା ସମଯରେ ଦୁଃଖ ପାଇଥାଏ, କିନ୍ତୁ ସେ ଅମଳ ସମଯରେ ବହୁତ ଖୁସି ହୁଏ।

ଯିଶାଇୟ 35:10
ପୁଣି ପରମେଶ୍ବରଙ୍କ ନିସ୍ତାରିତ ଲୋକମାନେ ଫରେି ଆସିବେ। ସମାନେେ ଆନନ୍ଦ ରେ ଗାନ କରି କରି ସିୟୋନ ରେ ଉପସ୍ଥିତ ହବେେ। ଚିରନ୍ତନ ଆନନ୍ଦ ସମାନଙ୍କେର ମସ୍ତକର ଭୂଷଣ ହବେ। ସମାନେେ ସମ୍ପୂର୍ଣ୍ଣ ଆନନ୍ଦ ଓ ଆହ୍ଲାଦ ଲାଭ କରିବେ। ପୁଣି ଶୋକ ଓ ଆର୍ତ୍ତସ୍ବର ଦୂରକୁ ପଳାଇୟିବ।

ଯିଶାଇୟ 66:10
ୟିରୁଶାଲମକୁ ପ୍ ରମେ କରୁଥିବା ତୁମ୍ଭମାନେେ ସମସ୍ତେ ତା ସହିତ ଆନନ୍ଦ କର ଓ ତା' ପାଇଁ ଉଲ୍ଲସିତ ହୁଅ। ପୁଣି ତା' ପାଇଁ ଶାେକ କରୁଥିବା ତୁମ୍ଭମାନେେ ସମସ୍ତେ ତା'ର ଆନନ୍ଦ ପାଇଁ ଉଲ୍ଲାସ କର।

ଯିରିମିୟ 31:9
ସମାନେେ କ୍ରନ୍ଦନ କରି ଆସୁଥିଲା ବେଳେ ଆମ୍ଭେ ସମାନଙ୍କେୁ ଆଗଇେ ନବୋ। ଆମ୍ଭେ ସମାନଙ୍କେୁ ଜଳପୂର୍ଣ୍ଣ ନଦୀଗୁଡ଼ିକ ନିକଟ ଦଇେ ସଳଖ ପଥରେ ଗମନ କରାଇବା। ସେ ପଥରେ ସମାନେେ ଝୁଣ୍ଟିବେ ନାହିଁ। କାରଣ ଆମ୍ଭେ ଇଶ୍ରାୟେଲର ପିତା ଓ ଇଫ୍ରଯିମ ଆମ୍ଭର ପ୍ରଥମଜାତ ସନ୍ତାନ।

ଯିରିମିୟ 31:16
ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭମାନେେ କ୍ରନ୍ଦନରୁ ନିବୃତ୍ତ ହୁଅ ଓ ଚକ୍ଷୁରୁ ଲୋତକ ବନ୍ଦ କର। କାରଣ ତୁମ୍ଭେ ତୁମ୍ଭର କର୍ମାନୁସା ରେ ପୁରସ୍କୃତ ହବେ। ଆଉ ସଦାପ୍ରଭୁ କହନ୍ତି, ତୁମ୍ଭମାନେେ ଶତ୍ରୁ ଦେଶରୁ ଫରେିଆସିବ।

ଯିହିଜିକଲ 7:16
କିନ୍ତୁ ସମାନଙ୍କେ ମଧ୍ଯରୁ ଯେଉଁମାନେ ରକ୍ଷା ପାଇବେ, ସମାନେେ ପର୍ବତ ଆଡ଼କୁ ଦୌଡ଼ିବେ। ଏବଂ ସମାନେେ ସମାନଙ୍କେର ପାପ ପାଇଁ ଶାେକ କରିବେ ଓ ପର୍ବତ ଉପ ରେ କରୁଣ ଭାବରେ ବିଳାପ କରିବେ, ଉପତ୍ୟକା ରେ କପୋତ ବାହୁନିବା ପରି।

ଲୂକଲିଖିତ ସୁସମାଚାର 6:25
ଧିକ୍ ତୁମ୍ଭମାନେେ, ଯେଉଁମାନେ ବର୍ତ୍ତମାନ ପରିତୃପ୍ତ ଅଛ। କାରଣ ତୁମ୍ଭମାନେେ ଭୋକିଲା ହବେ। ଧିକ ତୁମ୍ଭମାନେେ, ଯେଉଁମାନେ ବର୍ତ୍ତମାନ ହସୁଛ, କାରଣ ତୁମ୍ଭମାନେେ ଦୁଃଖିତ ହବେ ଓ କାନ୍ଦିବ।

ଲୂକଲିଖିତ ସୁସମାଚାର 16:25
କିନ୍ତୁ ଅବ୍ରାହାମ କହିଲେ, 'ପୁଅ, ତୁ ଯେତବେେଳେ ବଞ୍ଚିଥିଲୁ, ସେତବେେଳେ କଥା ଟିକିଏ ମନେ ପକା। ତୁ ଜୀବନ ରେ ସମସ୍ତ ବିଷୟ ପାଇଛୁ। କିନ୍ତୁ ଲାଜାର ପାଇଁ ସମସ୍ତ ଖରାପ ଜିନିଷ ଘଟିଛି। ଏବେ ସେ ଆରାମ ରେ ଅଛି ଓ ତୁ ୟନ୍ତ୍ରଣା ଭୋଗୁଛୁ।

ଯିଶାଇୟ 30:19
ସଦାପ୍ରଭୁଙ୍କର ସନ୍ତାନଗଣ ୟିରୁଶାଲମର ସିୟୋନ ପର୍ବତ ରେ ବାସ କରିବେ। ତୁମ୍ଭମାନେେ ଆଉ କ୍ରନ୍ଦନ କରିବ ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କର ରୋଦନ ଶୁଣିବେ ଓ ତୁମ୍ଭମାନଙ୍କୁ ଅନୁଗ୍ରହ କରିବେ। ସେ ଶୁଣିବା ମାତ୍ ରେ ତୁମ୍ଭମାନଙ୍କୁ ସାହାୟ୍ଯ କରିବେ।

ଯିଶାଇୟ 25:8
ମାତ୍ର ଅନନ୍ତକାଳ ପାଇଁ ଦୂରୀଭୂତ ହବେ। ମାରେ ପ୍ରଭୁ ସଦାପ୍ରଭୁ ସମସ୍ତଙ୍କ ମୁଖମଣ୍ଡଳରୁ ଲୋତକ ପୋଛି ଦବେେ। ଅତୀତ ରେ ଲୋକଙ୍କର ଯେଉଁ ଦୁଃଖ ଥିଲା, ପରମେଶ୍ବର ସେ ସମସ୍ତ ଦୁଃଖକୁ ପୃଥିବୀରୁ ପୋଛି ଦବେେ। ଏ ସମସ୍ତ ଘଟିବ କାରଣ ସଦାପ୍ରଭୁ ଏହା କହିଛନ୍ତି।

ଯିଶାଇୟ 12:1
ସହେି ସମୟରେ ତୁମ୍ଭେ କହିବ, ହେ ସଦାପ୍ରଭୋ, ମୁଁ ତୁମ୍ଭର ପ୍ରଶଂସା କରୁଛି। ତୁମ୍ଭେ ଆମ୍ଭ ଉପ ରେ କ୍ରୋଧାନ୍ବିତ ଥିଲ, ମାତ୍ର ବର୍ତ୍ତମାନ ତୁମ୍ଭର କୋରଧ ନିବୃତ୍ତ ହାଇେଅଛି, ତୁମ୍ଭେ ତୁମ୍ଭର ପ୍ ରମେ ଆମ୍ଭକୁ ଦଖାଇେଅଛ।'

ଗୀତସଂହିତା 69:29
ମୁଁ ଦୁଃଖୀ ଓ ଶାେକାକୁଳ ଅଟେ। ହେ ପରମେଶ୍ବର, ମାେତେ ଉଦ୍ଧାର କର। ମାେତେ ରକ୍ଷା କର।

ଗୀତସଂହିତା 30:7
ହଁ ସଦାପ୍ରଭୁ, ଯେ ତବେଳେ ତୁମ୍ଭେ ମାେ ପ୍ରତି ଦୟା କଲେ, ମୁଁ ସେତବେେଳେ ଭାବିଲି, କହେି ମାେତେ ପରାସ୍ତ କରିପାରିବେ ନାହିଁ। କିନ୍ତୁ ତୁମ୍ଭେ ଯେତବେେଳେ ମାେ ପାଖରୁ ଦୂରଇେ ଗଲ, ମୁଁ ସେତବେେଳେ ବ୍ଯାକୁଳ ହାଇେ ଭୟରେ ଥରି ଉଠିଲି।

ଗୀତସଂହିତା 13:1
ହେ ସଦାପ୍ରଭୁ, ମୁଁ ଗର୍ବୀ ବା ଅହଙ୍କାରୀ ନୁହେଁ। ମୁଁ ଗୁରୁତ୍ବପୂର୍ଣ୍ଣ ଜିନିଷ କରିବା ପାଇଁ ଚେଷ୍ଟା କରୁ ନାହିଁ। ମୁଁ ମହାନ୍ କାର୍ୟ୍ଯ କିଅବା ବହୁତ ଆଶ୍ଚର୍ୟ୍ଯ କାର୍ୟ୍ଯ କରିବା ପାଇଁ ଆଗ୍ରହୀ ହାଇେ ନାହିଁ।

ଗୀତସଂହିତା 6:1
ହେ ସଦାପ୍ରଭୁ, ତୁମ୍ଭେ କୋର୍ଧିତ ହାଇେ ମାେତେ ଦଣ୍ଡିତ କର ନାହିଁ। ତୁମ୍ଭେ ବିରକ୍ତ ହାଇେ ମାେତେ ଦଣ୍ଡ ଦିଅ ନାହିଁ।

ଗୀତସଂହିତା 116:3
ମୃତ୍ଯୁର ରଜ୍ଜୁ ଚତୁଃପାଶର୍‌ବରେ ପ୍ରାଯ ମାେତେ ବାନ୍ଧି ଦଲୋ। କବର ତା'ର ଫାନ୍ଦ ସହିତ ମାରେ ପାଖାପାଖି ହାଇେଥିଲା। ମୁଁ ସଙ୍କଟ ଓ ଦୁଃଖରେ ଥିଲି।

ଯିଖରିୟ 12:10
ଆମ୍ଭେ ଦାଉଦ ପରିବାର ଓ ୟିରୁଶାଲମ ନିବାସୀଙ୍କ ଉପ ରେ ଦୟା ଓ ବିନତୀର ଆତ୍ମା ବୃଷ୍ଟି କରିବା। ସମାନେେ ଆମ୍ଭକୁ ଦେଖିବେ, ଯାହାକୁ ସମାନେେ ବିନ୍ଧି କଲେ। ଏବଂ ସମାନେେ ଶାେକ କରିବେ। ସମାନେେ ଏପରି ଶାେକ କରିବେ ଯେ, ନିଜର ଏକମାତ୍ର ପୁତ୍ରର ମୃତ୍ଯୁ ରେ ଜଣେ ଯେପରି ଶାେକ କରେ। ସମାନେେ ବ୍ଯାକୁଳ ହାଇେ କାନ୍ଦିବେ, ଯେପରି ଜଣେ ଜେଷ୍ଠପୁତ୍ରର ମୃତ୍ଯୁ ରେ କାନ୍ଦନ୍ତି।

ଲୂକଲିଖିତ ସୁସମାଚାର 7:38
ସେ ଯୀଶୁଙ୍କ ପଛଆଡେ ଗୋଡ ପାଖ ରେ ଠିଆ ହେଲା। ସେ କାନ୍ଦୁଥିଲା। ତା'ପରେ ସେ ଯୀଶୁଙ୍କ ପାଦ ତା ଲୁହ ରେ ଧୋଇ ଦଲୋ। ନିଜ ମୁଣ୍ଡର ବାଳ ରେ ଯୀଶୁଙ୍କ ପାଦ ପୋଛି ଦଲୋ। ତାହାଙ୍କ ପାଦ ରେ ବହୁବାର ଚୁମ୍ବନ ଦଲୋ ଓ ପାଦ ଉପରେ ଅତର ଢାଳି ଦଲୋ।

ଲୂକଲିଖିତ ସୁସମାଚାର 7:50
ଯୀଶୁ ସ୍ତ୍ରୀ ଲୋକଟିକୁ କହିଲେ, ତୁମ୍ଭେ ବିଶ୍ବାସ କରିଥିବାରୁ ତୁମ୍ଭେ ପାପରୁ ରକ୍ଷା ପାଇଅଛ। ଶାନ୍ତି ରେ ଯାଅ।

ଯାକୁବଙ୍କ ପତ୍ 1:12
ଯେଉଁ ବ୍ଯକ୍ତି ପରୀକ୍ଷିତ ହାଇେ ଦୃଢ଼ ରହି ପା ରେ, ସେ ଖୁସି ହବୋ କଥା। କାରଣ, ସେ ତାହାର ବିଶ୍ବାସକୁ ଦୃଢ଼ ବୋଲି ପ୍ରମାଣିତ କରି ସାରିଲା ପରେ, ପରମେଶ୍ବର ତାହାକୁ ଅନନ୍ତ ଜୀବନର ପୁରସ୍କାର ଦବେେ। ପରମେଶ୍ବରଙ୍କୁ ପ୍ ରମେ କରୁଥିବା ସବୁ ଲୋକଙ୍କୁ ପରମେଶ୍ବର ଏହି ପ୍ରତିଜ୍ଞା ଦଇେଛନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 7:14
ମୁଁ ଉତ୍ତର ଦଲେି, ମାେ ପ୍ରଭୁ ! ଆପଣ ତାହା ଜାଣନ୍ତି, ସମାନେେ କିଏ।

ଯିଶାଇୟ 38:14
ମୁଁ କପୋତ, ଚାତକ ଓ ସାରସ ପକ୍ଷୀପରି ଶବ୍ଦ କଲି। ଉପରକୁ ଦୃଷ୍ଟି କରି କରି ମାରଚେକ୍ଷୁ କ୍ଲାନ୍ତ ହାଇଗେଲା। ହେ ସଦାପ୍ରଭୁ, ମୁଁ ବିପଦଗ୍ରସ୍ତ, ତୁମ୍ଭେ ମାେତେ ସାହାୟ୍ଯ କର।'

ଯିହିଜିକଲ 9:4
ତା'ପ ରେ ସଦାପ୍ରଭୁ ତାଙ୍କୁ କହିଲେ, ତୁମ୍ଭେ ୟିରୁଶାଲମ ନଗର ମଧ୍ଯ ଦଇେ ୟାଅ ଓ ସହର ରେ ଘଟିଥିବା ଘୃଣ୍ଯ କୃତ କର୍ମ ପାଇଁ ଅନୁତପ୍ତ ଓ ଦୁଃଖ କରୁଥିବା ଲୋକମାନଙ୍କ ମଥା ରେ ଦାଗ ଦିଅ।