Index
Full Screen ?
 

ମାଥିଉଲିଖିତ ସୁସମାଚାର 5:1

Matthew 5:1 ଓଡିଆ ବାଇବେଲ ମାଥିଉଲିଖିତ ସୁସମାଚାର ମାଥିଉଲିଖିତ ସୁସମାଚାର 5

ମାଥିଉଲିଖିତ ସୁସମାଚାର 5:1
ଯୀଶୁଙ୍କୁ ଅନୁସରଣ କରୁଥିବା ଲୋକଙ୍କ ସଂଖ୍ଯା କ୍ରମଶଃ ବଢିବାକୁ ଲାଗିଲା। ଏହା ଦେଖି ଯୀଶୁ ଗୋଟିଏ ପାହାଡ ଉପରକୁ ଗଲେ ଏବଂ ସଠାେରେ ବସିଲେ। ତାହାଙ୍କର ଶିଷ୍ଯମାନେ ତାହାଙ୍କ ପାଖକୁ ଆସିଲେ।

And
Ἰδὼνidōnee-THONE
seeing
δὲdethay

τοὺςtoustoos
the
multitudes,
ὄχλουςochlousOH-hloos
up
went
he
ἀνέβηanebēah-NAY-vay
into
εἰςeisees

τὸtotoh
mountain:
a
ὄροςorosOH-rose
and
καὶkaikay
when
he
was
καθίσαντοςkathisantoska-THEE-sahn-tose
set,
αὐτοῦautouaf-TOO
his
προσῆλθονprosēlthonprose-ALE-thone

αὐτῷautōaf-TOH
disciples
οἱhoioo
came
unto
μαθηταὶmathētaima-thay-TAY
him:
αὐτοῦ·autouaf-TOO

Cross Reference

ମାଥିଉଲିଖିତ ସୁସମାଚାର 13:2
ତାହାଙ୍କ ଚାରିପଟେ ବହୁତ ଲୋକ ଜମା ହାଇଗେଲେ। ତେଣୁ ଯୀଶୁ ଗୋଟିଏ ଡଙ୍ଗା ଭିତରକୁ ଉଠିଗଲେ ଓ ସଠାେରେ ଯାଇ ବସିଲେ। ସବୁ ଲୋକ କୂଳ ରେ ରହିଲେ।

ମାଥିଉଲିଖିତ ସୁସମାଚାର 4:18
ଯୀଶୁ ଗାଲୀଲୀ ହ୍ରଦ ପାଖ ଦଇେ ଯାଉଥିଲେ। ସେ (ପିତର ନାମ ରେ ଖ୍ଯାତ) ଶିମାନେ ଓ ତାହାଙ୍କ ଭାଇ ଆନ୍ଦ୍ରିୟଙ୍କୁ ଦାଖିଲେ। ସମାନେେ ହ୍ରଦ ରେ ଜାଲ ପକାଉଥିଲେ। ସମାନେେ, ବ୍ଯବସାୟ ରେ କେଉଟ ଥିଲେ।

ଲୂକଲିଖିତ ସୁସମାଚାର 6:13
ତା'ପରଦିନ ସକାଳେ ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ ଡାକିଲେ। ସେ ସମାନଙ୍କେ ମଧ୍ଯରୁ ବାରଜଣଙ୍କୁ ବାଛିଲେ। ସେ ଏହି ଶିଷ୍ଯମାନଙ୍କୁ 'ପ୍ ରରେିତ' ନାମ ଦେଲେ।

ମାର୍କଲିଖିତ ସୁସମାଚାର 4:1
ଯୀଶୁ ପୁଣି ହ୍ରଦ କୂଳ ରେ ଉପଦେଶ ଦବୋ ଆରମ୍ଭ କଲେ। ସଠାେରେ ତାହାଙ୍କ ଚାରିପଟେ ବହୁତ ଲୋକ ଜମା ହାଇଗେଲେ। ତେଣୁ ସେ ହ୍ରଦ ରେ ଥାବା ଗୋଠିଏ ଡଙ୍ଗା ରେ ଯାଇ ବସିଲେ। ଅନ୍ୟ ସବୁ ଲୋକ ହ୍ରଦର କୂଳ ରେ ଠିଆ ହାଇେ ରହିଲେ।

ମାର୍କଲିଖିତ ସୁସମାଚାର 3:20
ତା'ପରେ ଯୀଶୁ ଘରକୁ ଫରେିଗଲେ। ସଠାେରେ ମଧ୍ଯ ଅନକେ ଲୋକ ଜମା ହାଇଗେଲେ। ସଠାେରେ ଏତେ ଲୋକ ଥିଲେ ଯେ ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ଖାଇ ମଧ୍ଯ ପାରିଲନୋହିଁ।

ମାର୍କଲିଖିତ ସୁସମାଚାର 3:13
ତା'ପରେ ଯୀଶୁ ଗୋଟିଏ ପାହାଡ ଉପରକୁ ଗଲେ। ସେ ଯେଉଁ ଲୋକମାନଙ୍କୁ ଛାହିଁଲେ, ସମାନଙ୍କେୁ ତାହାଙ୍କ ପାଖକୁ ଆସିବାକୁ କହିଲେ। ସମାନେେ ଯୀଶୁଙ୍କ ପାଖକୁ ଗଲେ।

ମାଥିଉଲିଖିତ ସୁସମାଚାର 15:29
ତାପରେ ଯୀଶୁ ସେ ସ୍ଥାନ ଛାଡି ଚାଲିଗଲେ ଓ ଗାଲୀଲୀ ହ୍ରଦ କୂଳ ରେ ଯାଇ ପହନ୍ଚିଲେ। ସେ ଗୋଟିଏ ପାହାଡ଼ ଉପରକୁ ଯାଇ ସଠାେରେ ବସିଲେ।

ମାଥିଉଲିଖିତ ସୁସମାଚାର 10:2
ସହେି ବାରଜଣ ଶିଷ୍ଯଙ୍କ ନାମ ଏହିଭଳି: ଶିମାନେ(ଯାହାଙ୍କୁ ପିତର ବୋଲି କୁହାୟାଏ), ତାହାଙ୍କ ଭାଇ ଆନ୍ଦ୍ରିୟ, ଜବଦେିଙ୍କ ପୁଅ ଯାକୁବ ଓ ତାହାଙ୍କ ଭାଇ ଯୋହନ।

ମାଥିଉଲିଖିତ ସୁସମାଚାର 4:25
ତେଣୁ ଗାଲିଲୀ, ଦକୋପଲି, ୟିରୂଶାଲମ, ଯୀହୂଦା ଓ ୟର୍ଦ୍ଦନ ନଦୀର ଆର ପାରିର ବହୁଲୋକ ତାହାଙ୍କୁ ଅନୁସରଣ କରିବାକୁ ଲାଗିଲେ।

ଯୋହନଲିଖିତ ସୁସମାଚାର 6:2
ତାହାଙ୍କ ପେଛ ପେଛ ବହୁତ ଲୋକ ଗଲେ। ସମାନେେ ତାହାଙ୍କୁ ଅନୁସରଣ କଲେ, କାରଣ ଯୀଶୁ କି ପ୍ରକା ରେ ରୋଗୀମାନଙ୍କୁ ସୁସ୍ଥ କରି ଆପଣା ଶକ୍ତି ପ୍ରକାଶ କଲେ ତାହା ସମାନେେ ଦେଖିଥିଲେ।

Chords Index for Keyboard Guitar