Matthew 27:44
ଯେଉଁ ଡ଼କାୟତମାନଙ୍କୁ ଯୀଶୁଙ୍କ ପାଖ ରେ କୃଶ ରେ ଚ଼ଢ଼ଇେ ଦିଆଯାଉଥିଲା, ସମାନେେ ମଧ୍ଯ ଯୀଶୁଙ୍କୁ ସହେିଭଳି ଥଟ୍ଟା କରିବା ରେ ଲାଗିଲେ।
Matthew 27:44 in Other Translations
King James Version (KJV)
The thieves also, which were crucified with him, cast the same in his teeth.
American Standard Version (ASV)
And the robbers also that were crucified with him cast upon him the same reproach.
Bible in Basic English (BBE)
And the thieves who were on the crosses said evil words to him.
Darby English Bible (DBY)
And the robbers also who had been crucified with him cast the same reproaches on him.
World English Bible (WEB)
The robbers also who were crucified with him cast on him the same reproach.
Young's Literal Translation (YLT)
with the same also the robbers, who were crucified with him, were reproaching him.
| τὸ | to | toh | |
| The | δ' | d | th |
| thieves | αὐτὸ | auto | af-TOH |
| also, | καὶ | kai | kay |
| οἱ | hoi | oo | |
| which were crucified | λῃσταὶ | lēstai | lay-STAY |
| him, with | οἱ | hoi | oo |
| cast | συσταυρωθέντες | systaurōthentes | syoo-sta-roh-THANE-tase |
| the | αὐτῷ | autō | af-TOH |
| same | ὠνείδιζον | ōneidizon | oh-NEE-thee-zone |
| in his | αὐτῷ | autō | af-TOH |
Cross Reference
ଆୟୁବ ପୁସ୍ତକ 30:7
ସମାନେେ ବୁଦା ରେ ରହି ଗଧପରି ବୋବାନ୍ତି ଓ କଣ୍ଟାବୁଦା ତଳେ ରୁଣ୍ଡ ହୁଅନ୍ତି।
ଗୀତସଂହିତା 35:15
ମୁଁ ଯେତବେେଳେ ଗୋଟିଏ ଭୁଲ୍ କରି ବସିଲି, ସହେି ଲୋକମାନେ ମାେତେ ଦେଖି ହସିଲେ। ସହେି ଲୋକମାନେ ପ୍ରକୃତ ବନ୍ଧୁ ନୁହଁନ୍ତି। ମୁଁ ସମାନଙ୍କେୁ ସତେ ୟମେିତି ଜାଣେ ନାହିଁ। ସମାନେେ ମାେତେ ଚାରିଆଡ଼ୁ ଘରେି ଆକ୍ରମଣ କଲେ।
ମାଥିଉଲିଖିତ ସୁସମାଚାର 27:38
ସହେି ସମୟରେ ଦୁଇଜଣ ଡ଼କାୟତଙ୍କୁ ମଧ୍ଯ ଯୀଶୁଙ୍କ ପାଖ ରେ କୃଶ ରେ ଚଢ଼ଇେ ଦିଆଗଲା। ଜଣକୁ ତାହାଙ୍କ ଡ଼ାହାଣ ପଟେ ଓ ଆର ଜଣକୁ ବାମ ପଟେ।
ମାର୍କଲିଖିତ ସୁସମାଚାର 15:32
ଯଦି ପ୍ରକୃତ ରେ ସେ ଖ୍ରୀଷ୍ଟ, ଇସ୍ରାଯଲରେ ରାଜା, ତବେେ ବର୍ତ୍ତମାନ ସେ କୃଶ ଉପରୁ ତଳକୁ ଓହ୍ଲଇେ ଆସୁ। ନିଜକୁ ରକ୍ଷା କରୁ। ତା ହେଲେ ଆମ୍ଭମାନେେ ତାହା ଦେଖିବା ଓ ତାକୁ ବିଶ୍ବାସ କରିବା। ଯେଉଁମାନଙ୍କୁ ଯୀଶୁଙ୍କ ସହିତ ପାଖ ରେ କୃଶ-ବିଦ୍ଧ କରାଯାଉଥିଲା, ସମାନେ ମଧ୍ଯ ଯୀଶୁଙ୍କ ଅପମାନିତ କଲେ।
ଲୂକଲିଖିତ ସୁସମାଚାର 23:39
ଝୁଲୁଥିବା ଅପରାଧୀ ଦୁହିଁଙ୍କ ଭିତରୁ ଜଣେ ଯୀଶୁଙ୍କୁ ନିନ୍ଦାକରି କହିବାକୁ ଲାଗିଲା, ତୁମ୍ଭେ କ'ଣ ଖ୍ରୀଷ୍ଟ ନୁହଁ? ତବେେ ତୁମ୍ଭେ ନିଜକୁ ରକ୍ଷା କର ଓ ଆମ୍ଭକୁ ମଧ୍ଯ ରକ୍ଷା କର।