ମାଥିଉଲିଖିତ ସୁସମାଚାର 27:26 in Oriya

ଓଡିଆ ଓଡିଆ ବାଇବେଲ ମାଥିଉଲିଖିତ ସୁସମାଚାର ମାଥିଉଲିଖିତ ସୁସମାଚାର 27 ମାଥିଉଲିଖିତ ସୁସମାଚାର 27:26

Matthew 27:26
ପୀଲାତ ବାରବ୍ବାଙ୍କୁ ମୁକ୍ତ କରି ଦେଲେ ଓ ଯୀଶୁଙ୍କୁ ବତରେ ମାରିବା ପାଇଁ ଆଦେଶ ଦେଲେ। ତା'ପରେ ସେ ଯୀଶୁଙ୍କୁ କୃଶ ରେ ଚଢ଼ାଇବା ପାଇଁ ସୈନ୍ଯମାନଙ୍କୁ ହାତ ରେ ଅର୍ପଣ କଲେ।

Matthew 27:25Matthew 27Matthew 27:27

Matthew 27:26 in Other Translations

King James Version (KJV)
Then released he Barabbas unto them: and when he had scourged Jesus, he delivered him to be crucified.

American Standard Version (ASV)
Then released he unto them Barabbas; but Jesus he scourged and delivered to be crucified.

Bible in Basic English (BBE)
Then he let Barabbas go free: but after having Jesus whipped, he gave him up to be put to death on the cross.

Darby English Bible (DBY)
Then he released to them Barabbas; but Jesus, having scourged [him], he delivered up that he might be crucified.

World English Bible (WEB)
Then he released to them Barabbas, but Jesus he flogged and delivered to be crucified.

Young's Literal Translation (YLT)
Then did he release to them Barabbas, and having scourged Jesus, he delivered `him' up that he may be crucified;

Then
τότεtoteTOH-tay
released
he
ἀπέλυσενapelysenah-PAY-lyoo-sane

αὐτοῖςautoisaf-TOOS
Barabbas
τὸνtontone
them:
unto
Βαραββᾶνbarabbanva-rahv-VAHN

τὸνtontone
and
δὲdethay
scourged
had
he
when
Ἰησοῦνiēsounee-ay-SOON
Jesus,
φραγελλώσαςphragellōsasfra-gale-LOH-sahs
he
delivered
παρέδωκενparedōkenpa-RAY-thoh-kane
him
to
ἵναhinaEE-na
be
crucified.
σταυρωθῇstaurōthēsta-roh-THAY

Cross Reference

ଯୋହନଲିଖିତ ସୁସମାଚାର 19:1
ତା'ପରେ ପୀଲାତ ଯୀଶୁଙ୍କୁ ନଇେ ଯାଇ କୋରଡା ପ୍ରହାର କରିବା ପାଇଁ ଆଦେଶ ଦେଲେ।

ଲୂକଲିଖିତ ସୁସମାଚାର 23:16
ତେଣୁ ତାହାଙ୍କୁ ସାମାନ୍ଯ ଦଣ୍ଡ ଦବୋପରେ ମୁଁ

ଯିଶାଇୟ 53:5
ମାତ୍ର ସେ ଆମ୍ଭମାନଙ୍କ ପାପ ଏବଂ ଅପରାଧ ନିମନ୍ତେ କ୍ଷତବିକ୍ଷତ ହେଲେ ଓ ଆମ୍ଭମାନଙ୍କର ଭୁଲ୍ କାର୍ୟ୍ଯ ପାଇଁ ସେ ଚୂର୍ଣ୍ଣ ହେଲେ। ସେ ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତିକୁ ଆପଣାର କରି ଦେଲେ। ତାଙ୍କର କ୍ଷତ ରେ ଆମ୍ଭମାନେେ ଆରୋଗ୍ୟ ଲାଭ କଲୁ।

ମାର୍କଲିଖିତ ସୁସମାଚାର 15:15
ପୀଲାତ ଲୋକମାନଙ୍କୁ ଖୁସି କରିବାକୁ ଚାହିଁଲେ, ତେଣୁ ସେ ସମାନଙ୍କେ ପାଇଁ ବାରବ୍ବାକୁ ମୁକ୍ତ କରି ଦେଲେ ଏବଂ ଯୀଶୁଙ୍କୁ କୋରଡା ରେ ପିଟିବା ପାଇଁ ସୈନ୍ଯମାନଙ୍କୁ ଆଦେଶ ଦେଲେ। ତା'ପରେ ସେ ଯୀଶୁଙ୍କୁ କୃଶ ରେ ଚଢାଇ ମାରିଦବୋ ପାଇଁ ତାହାଙ୍କୁ ସୈନ୍ଯମାନଙ୍କ ହାତ ରେ ଦଇେ ଦେଲେ।

ମାଥିଉଲିଖିତ ସୁସମାଚାର 20:19
ସମାନେେ ଯୀଶୁଙ୍କୁ ଅଣଯିହୂଦୀ ଲୋକଙ୍କ ହାତ ରେ ଦଇେ ଦବେେ। ସହେି ଲୋକମାନେ ଯୀଶୁଙ୍କୁ ଉପହାସ କରିବେ, କୋରଡ଼ା ରେ ପିଟିବେ ଏବଂ ଗୋଟିଏ କୃଶ ରେ ଚ଼ଢ଼ଇେ ତାହାଙ୍କୁ ମାରି ଦବେେ। କିନ୍ତୁ ମୃତ୍ଯୁର ତୃତୀୟ ଦିନ ସେ ପୁଣି ବଞ୍ଚି ଉଠିବେ।

ଯିଶାଇୟ 50:6
ମୁଁ ପ୍ରହାରକ ଦବୋ ପାଇଁ ମାରେପିଠି ଦଖାଇେ ଦବେି, ମାରେ ଦାଢ଼ି ଉପାଡ଼ିବା ପାଇଁ ମାରେ ଗାଲ ଦଖାଇେ ଦବେି, ପୁଣି ଅପମାନିତ ହବୋକୁ ଛପେ ପକାଇବାକୁ ମାରେ ମୁହଁ ଲୁଚାଇବି ନାହିଁ।

ପିତରଙ୍କ ପ୍ରଥମ ପତ୍ 2:24
ପରମେଶ୍ବର ନ୍ଯାୟ ବିଚାର କରନ୍ତି। କୃଶ ଉପରେ ଯୀଶୁ ଆମ୍ଭ ପାପଗୁଡ଼ିକୁ ସ୍ବଦହେ ରେ ବହନ କଲେ। ସେ ଏହା କଲେ, ଯେପରି ଆମ୍ଭେ ପାପ ପାଇଁ ମୃତ ହେଉ, ଯାହା ସତ୍ଯ ତାହା ପାଇଁ ଜୀବିତ ରହିବା। ଯୀଶୁଙ୍କ କ୍ଷତଗୁଡ଼ିକ ଦ୍ବାରା ତୁମ୍ଭମାନେେ ସୁସ୍ଥ ହାଇେଛ।

ଯୋହନଲିଖିତ ସୁସମାଚାର 19:16
ତେଣୁ ପୀଲାତ ଯୀଶୁଙ୍କୁ କୃଶ ରେ ମାରିବା ପାଇଁ ସମାନଙ୍କେ ହାତ ରେ ସମର୍ପି ଦେଲେ।

ଲୂକଲିଖିତ ସୁସମାଚାର 23:24
ପୀଲାତ ଲୋକଙ୍କ ଇଚ୍ଛା ଅନୁଯାଯୀ ନିର୍ଣ୍ଣୟ ନେଲେ।

ଲୂକଲିଖିତ ସୁସମାଚାର 18:32
ତାହାଙ୍କ ଲୋକମାନେ ତାହାଙ୍କୁ ବିଧର୍ମୀମାନଙ୍କ ହାତ ରେ ଦଇେ ଦବେେ। ତାହାଙ୍କୁ ଉପହାସ କରାୟିବ। ଲୋକେ ତାହାଙ୍କୁ ଅପମାନ ଦବେେ ଓ ତାହାଙ୍କୁ ଉପରକୁ ଛପେ ପକାଇବେ।

ମାର୍କଲିଖିତ ସୁସମାଚାର 10:34
ସମାନେେ ତାହାଙ୍କୁ ଉପହାସ କରିବେ ଓ ତାହାଙ୍କ ଉପରେ ଛପେ ପକାଇବେ। ତାହାଙ୍କୁ କୋରଡା ରେ ପିଟିବେ ଓ ଶଷେ ରେ ମାରି ପକାଇବେ। କିନ୍ତୁ ମୃତ୍ଯୁଠାରୁ ତୃତୀୟ ଦିନ ରେ ସେ ପୁନରୁତ୍ଥାନ ହବେେ।