Matthew 25:4
ଚ଼ତୁର ଝିଅ ପାଞ୍ଚଜଣ ଦୀପ ତ ନଇେଥିଲେ, ତା'ଛଡ଼ା କାଚ଼ ପାତ୍ର ରେ ଅଧିକ ତଲେ ନଇେଥିଲେ।
Matthew 25:4 in Other Translations
King James Version (KJV)
But the wise took oil in their vessels with their lamps.
American Standard Version (ASV)
but the wise took oil in their vessels with their lamps.
Bible in Basic English (BBE)
But the wise took oil in their vessels with their lights.
Darby English Bible (DBY)
but the prudent took oil in their vessels with their torches.
World English Bible (WEB)
but the wise took oil in their vessels with their lamps.
Young's Literal Translation (YLT)
and the prudent took oil in their vessels, with their lamps.
| But | αἱ | hai | ay |
| the | δὲ | de | thay |
| wise | φρόνιμοι | phronimoi | FROH-nee-moo |
| took | ἔλαβον | elabon | A-la-vone |
| oil | ἔλαιον | elaion | A-lay-one |
| in | ἐν | en | ane |
| their | τοῖς | tois | toos |
| ἀγγείοις | angeiois | ang-GEE-oos | |
| vessels | αὐτῶν | autōn | af-TONE |
| with | μετὰ | meta | may-TA |
| their | τῶν | tōn | tone |
| λαμπάδων | lampadōn | lahm-PA-thone | |
| lamps. | ἀυτῶν | autōn | af-TONE |
Cross Reference
ଯୋହନଙ୍କ ପ୍ରଥମ ପତ୍ର 2:27
ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଏକ ବିଶଷେ ଦାନ ଦଇେଛନ୍ତି, ତାହା ତୁମ୍ଭଠା ରେ ଏପର୍ୟ୍ଯନ୍ତ ଅଛି। ଏଥିପାଇଁ ତୁମ୍ଭର କାହାଠାରୁ ଶିକ୍ଷା ନବୋ ଆବଶ୍ଯକ ନାହିଁ। ମାତ୍ର ତାହାଙ୍କଠାରୁ ପ୍ରାପ୍ତ ସହେି ଦାନ ତୁମ୍ଭକୁ ସମସ୍ତ ବିଷୟ ରେ ଶିକ୍ଷା ଦେଉଛି। ସେ ତୁମ୍ଭକୁ ଦଇେଥିବା ସହେି ଦାନ ସତ୍ଯ ଅଟେ, ମିଥ୍ଯା ନୁହେଁ। ତେଣୁ ତାହାଙ୍କର ସହେି ଦାନର ଶିକ୍ଷାନୁସା ରେ ତୁମ୍ଭମାନେେ ଖ୍ରୀଷ୍ଟଙ୍କଠା ରେ ଆଉ ଜୀବନଯାପନ କର।
ଯୋହନଙ୍କ ପ୍ରଥମ ପତ୍ର 2:20
ଆଉ ତୁମ୍ଭମାନେେ ସହେି ପବିତ୍ର ବ୍ଯକ୍ତିଙ୍କଠାରୁ ଦାନ343 ପାଇଥିବାରୁ, ତୁମ୍ଭେ ସମସ୍ତେ ସତ୍ଯକୁ ଜାଣିଛ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:9
କିନ୍ତୁ ତୁମ୍ଭମାନେେ ନିଜର ପାପପୂର୍ଣ ଶରୀର ଦ୍ବାରା ଶାସିତ ନୁହଁ। ଯଦି ପ୍ରକୃତ ରେ ଖ୍ରୀଷ୍ଟଙ୍କର ଆତ୍ମା ତୁମ୍ଭମାନଙ୍କ ଭିତ ରେ ଅଛି, ତା' ହେଲେ ତୁମ୍ଭମାନେେ ଆତ୍ମା ଦ୍ବାରା ଶାସିତ ହେଉଛ। କିନ୍ତୁ ଯଦି କୌଣସି ଲୋକ ଭିତ ରେ ଖ୍ରୀଷ୍ଟଙ୍କର ଆତ୍ମା ନାହିଁ, ତା ହେଲେ ସେ ଖ୍ରୀଷ୍ଟଙ୍କର ନୁହେଁ।
ଯୋହନଲିଖିତ ସୁସମାଚାର 3:34
ପରମେଶ୍ବର ତାହାଙ୍କୁ ପଠାଇଛନ୍ତି। ପରମେଶ୍ବର ଯାହା କହିଥାନ୍ତି, ସେ ତାହା କହନ୍ତି। ପରମେଶ୍ବର ସମ୍ପୂର୍ଣ୍ଣଭାବେ ତାହାଙ୍କୁ ପବିତ୍ର ଆତ୍ମା ପ୍ରଦାନ କରିଛନ୍ତି।
ଯିହୂଦାଙ୍କ ପତ୍ର 1:19
ଏହି ଲୋକମାନେ ତୁମ୍ଭମାନଙ୍କ ମଧିଅରେ ଦଳଭଦେ ସୃଷ୍ଟି କରନ୍ତି। ସମାନେେ ନିଜର ପାପ ଇଚ୍ଛା ଅନୁସାରେ ସମସ୍ତ କାର୍ୟ୍ଯ କରନ୍ତି। ସମାନଙ୍କେ ମଧିଅରେ ପବିତ୍ର ଆତ୍ମା ନାହାଁନ୍ତି।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 5:22
ମାତ୍ର ପବିତ୍ର ଆତ୍ମା ଆମ୍ଭକୁ ଏହିଗୁଡ଼ିକ ପ୍ରଦାନ କରନ୍ତି : ପ୍ ରମେ, ଆନନ୍ଦ, ଶାନ୍ତି, ର୍ଧୈୟ୍ଯ, ଦୟାଭାବ, ଉଦାରତା, ବିଶ୍ବସ୍ତତା,
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 1:22
ସେ ଆମ୍ଭଠା ରେ ନିଜ ଅଧିକାରର ମାହେର ଲଗାଇଛନ୍ତି, ଓ ଆମ୍ଭମାନଙ୍କ ହୃଦୟ ରେ ତାହାଙ୍କ ଆତ୍ମା ପ୍ରଦାନ କରିଛନ୍ତି। ଏହା ପ୍ରମାଣ ଦିଏ ଯେ, ସେ ଯାହା ପ୍ରତିଜ୍ଞା କରିଛନ୍ତି, ତାହା ନିଶ୍ଚୟ ଦବେେ।
ଯୋହନଲିଖିତ ସୁସମାଚାର 1:15
ଯୋହନ ଲୋକମାନଙ୍କୁ ତାହାଙ୍କ ବିଷୟ ରେ କହିଲେ। ସେ କହିଲେ, ମୁଁ ଯାହାଙ୍କ ବିଷୟ ରେ କହୁଥିଲି, ସେ ଏହି। ମୁଁ କହିଲି, 'ମାେ ପରେ ୟିଏ ଆସୁଛନ୍ତି, ସେ ମାେ ଠାରୁ ବହୁତ ଶ୍ ରେଷ୍ଠ। ସେ ମାେ ପୂର୍ବରୁ ବାସ କରୁଥିଲେ।'
ଯିଖରିୟ 4:2
ତାହାପ ରେ ସହେି ସ୍ବର୍ଗଦୂତ ମାେତେ ପଚାରିଲେ, ତୁମ୍ଭେ କ'ଣ ଦେଖୁଛ?
ଗୀତସଂହିତା 45:7
ତୁମ୍ଭେ ଧାର୍ମିକକୁ ଭଲ ପାଅ ଓ ଦୁଷ୍ଟକୁ ଘୃଣା କର। ପରମେଶ୍ବର ତୁମ୍ଭର ବନ୍ଧୁମାନଙ୍କ ମଧ୍ଯରୁ ତୁମ୍ଭକୁ ରାଜ ହବୋକୁ ମନୋନୀତ କଲେ।