Matthew 24:51
ମାଲିକ ତାକୁ କଠିନ ଶାସ୍ତି ଦବେେ। ସେ ତାକୁ କପଟୀଲୋକଙ୍କ ସହିତ ଯେଉଁଠା ରେ ଲୋକମାନେ କାନ୍ଦନ୍ତି ଓ ୟନ୍ତ୍ରଣା ରେ ଦାନ୍ତ କଡ଼ମଡ଼ କରନ୍ତି ସହେି ସ୍ଥାନକୁ ପଠାଇ ଦବେେ।
Matthew 24:51 in Other Translations
King James Version (KJV)
And shall cut him asunder, and appoint him his portion with the hypocrites: there shall be weeping and gnashing of teeth.
American Standard Version (ASV)
and shall cut him asunder, and appoint his portion with the hypocrites: there shall be the weeping and the gnashing of teeth.
Bible in Basic English (BBE)
And will have him cut in two, and will give him a part in the fate of the false ones: there will be weeping and cries of sorrow.
Darby English Bible (DBY)
and shall cut him in two and appoint his portion with the hypocrites: there shall be the weeping and the gnashing of teeth.
World English Bible (WEB)
and will cut him in pieces, and appoint his portion with the hypocrites; there is where the weeping and grinding of teeth will be.
Young's Literal Translation (YLT)
and will cut him off, and his portion with the hypocrites will appoint; there shall be the weeping and the gnashing of the teeth.
| And | καὶ | kai | kay |
| shall cut asunder, | διχοτομήσει | dichotomēsei | thee-hoh-toh-MAY-see |
| him | αὐτὸν | auton | af-TONE |
| and | καὶ | kai | kay |
| appoint | τὸ | to | toh |
| him his | μέρος | meros | MAY-rose |
| αὐτοῦ | autou | af-TOO | |
| portion | μετὰ | meta | may-TA |
| with | τῶν | tōn | tone |
| the | ὑποκριτῶν | hypokritōn | yoo-poh-kree-TONE |
| hypocrites: | θήσει· | thēsei | THAY-see |
| there | ἐκεῖ | ekei | ake-EE |
| shall be | ἔσται | estai | A-stay |
| ὁ | ho | oh | |
| weeping | κλαυθμὸς | klauthmos | klafth-MOSE |
| and | καὶ | kai | kay |
| ὁ | ho | oh | |
| gnashing | βρυγμὸς | brygmos | vryoog-MOSE |
| τῶν | tōn | tone | |
| of teeth. | ὀδόντων | odontōn | oh-THONE-tone |
Cross Reference
ମାଥିଉଲିଖିତ ସୁସମାଚାର 8:12
କିନ୍ତୁ ରାଜ୍ଯର ମୂଳ ପ୍ରଜାମାନଙ୍କୁ ଅନ୍ଧାର ଭିତରକୁ ଫିଙ୍ଗି ଦିଆୟିବ। ସଠାେରେ କାନ୍ଦି କାନ୍ଦି ଓ କଷ୍ଟ ହତେୁ ଦାନ୍ତ କଡମଡ କରି ରହିବେ।
ଆୟୁବ ପୁସ୍ତକ 20:29
ସେଥିପାଇଁ ପ୍ରଭୁ ଦୁଷ୍ଟ ଲୋକଙ୍କ ପ୍ରତି ଯାହା କରିବେ, ତାହାହିଁ ପରମେଶ୍ବର ଯୋଜନା କରିଛନ୍ତି ତାଙ୍କୁ ଦବୋ ପାଇଁ।
ଯିଶାଇୟ 33:14
ସିୟୋନର ପାପୀଗଣ ଭୟଭୀତ, ମନ୍ଦାଚାରୀଗଣ ହଠାତ୍ କିତ ହେଉଛନ୍ତି। 2ଆମ୍ଭମାନଙ୍କ ମଧ୍ଯରୁ କହେି ସର୍ବଗ୍ରାସୀ ଅଗ୍ନି ରେ ବାସ କରିପାରିବ ? ପୁଣି କହେି କବେେ ଅନନ୍ତକାଳ ପର୍ୟ୍ଯନ୍ତ ଜ୍ବଳନ୍ତ ଅଗ୍ନି ରେ ବାସ କରିପାରିବ ?'
ମାଥିଉଲିଖିତ ସୁସମାଚାର 22:13
ତେଣୁ ରାଜା କେତକେ ଚ଼ାକରଙ୍କୁ କହିଲେ, 'ଏ ଲୋକର ହାତ ଗୋଡ଼ ବାନ୍ଧି ପକାଅ। ଏହାକୁ ବାହା ରେ ଅନ୍ଧାର ରେ ଫିଙ୍ଗିଦିଅ, ଯେଉଁଠା ରେ ଲୋକେ କାନ୍ଦୁଥିବେ ଓ ୟନ୍ତ୍ରଣା ରେ ଦାନ୍ତ କଡ଼ମଡ଼ କରୁଥିବେ।'
ମାଥିଉଲିଖିତ ସୁସମାଚାର 25:30
ତା'ପରେ ମାଲିକ କହିଲେ, ' ସେ ଅଦରକାରୀ ଚ଼ାକରକୁ ବାହା ରେ ଅନ୍ଧକାର ରେ ପକଇେ ଦିଅ। ସଠାେରେ ଲୋକମାନେ କାନ୍ଦିବେ ଏବଂ ୟନ୍ତ୍ରଣା ରେ ଦାନ୍ତ କଡ଼ମଡ଼ କରିବେ।'
ଲୂକଲିଖିତ ସୁସମାଚାର 12:46
ତା'ପରେ ସହେି ସବେକଟିର ମାଲିକ କୌଣସି ଦିନ ଆସି ପହଁଚିଯିବେ। ସେତବେେଳେ ସବେକଟି ପ୍ରସ୍ତୁତ ନଥିବ। ମାଲିକ ଆସି ଏପରି ହଠାତ୍ ପହଞ୍ଚିଯିବେ ବୋଲି ସବେକଟି ଭାବି ମଧ୍ଯ ପାରି ନଥିବ। ତା'ପରେ ମାଲିକ ସବେକଟିକୁ କଠିନ ଦଣ୍ଡ ଦବେେ ଓ ଅନ୍ୟ ଅବାଧ୍ଯ ଲୋକଙ୍କ ପାଖକୁ ତଡି ଦବେେ।
ଲୂକଲିଖିତ ସୁସମାଚାର 13:28
ତୁମ୍ଭମାନେେ ଅବ୍ରହାମ, ୟିସ୍ହାକ ଓ ଯାକୁବ ତଥା ଅନ୍ୟ ଭବିଷ୍ଯଦ୍ବକ୍ତାମାନଙ୍କୁ ପରମେଶ୍ବରଙ୍କ ରାଜ୍ଯ ରେ ଦେଖିପାରିବ। କିନ୍ତୁ ତୁମ୍ଭମାନେେ ବାହା ରେ ରହିୟିବ। ସତେିକି ବେଳେ ତୁମ୍ଭମାନେେ କୋରଧ ଓ ଭୟ ରେ କାନ୍ଦିବ।