Matthew 24:4
ଯୀଶୁ ଉତ୍ତର ଦେଲେ, ମାବଧାନ ହୁଅ, ତୁମ୍ଭମାନଙ୍କୁ ୟପରି କହେି ପଥଭ୍ରଷ୍ଟ ନକରେ।
Matthew 24:4 in Other Translations
King James Version (KJV)
And Jesus answered and said unto them, Take heed that no man deceive you.
American Standard Version (ASV)
And Jesus answered and said unto them, Take heed that no man lead you astray.
Bible in Basic English (BBE)
And Jesus said to them in answer, Take care that you are not tricked.
Darby English Bible (DBY)
And Jesus answering said to them, See that no one mislead you.
World English Bible (WEB)
Jesus answered them, "Be careful that no one leads you astray.
Young's Literal Translation (YLT)
And Jesus answering said to them, `Take heed that no one may lead you astray,
| And | καὶ | kai | kay |
| ἀποκριθεὶς | apokritheis | ah-poh-kree-THEES | |
| Jesus | ὁ | ho | oh |
| answered | Ἰησοῦς | iēsous | ee-ay-SOOS |
| and said | εἶπεν | eipen | EE-pane |
| them, unto | αὐτοῖς | autois | af-TOOS |
| Take heed that | Βλέπετε | blepete | VLAY-pay-tay |
| no | μή | mē | may |
| man | τις | tis | tees |
| deceive | ὑμᾶς | hymas | yoo-MAHS |
| you. | πλανήσῃ· | planēsē | pla-NAY-say |
Cross Reference
ଯିରିମିୟ 29:8
ସୈନ୍ଯଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ତୁମ୍ଭମାନେେ ଭବିଷ୍ଯଦବକ୍ତା ଓ ଗଣକମାନଙ୍କ କଥା ରେ ଭୁଲ ନାହିଁ। ସମାନେେ ଯେଉଁ ଗୁପ୍ତ ଦର୍ଶନ କଥା କହୁଛନ୍ତି, ତାହା ପ୍ରତି ମନୋୟୋଗ କର ନାହିଁ।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:3
ଏପରି ଭାବରେ, କୌଣସି ଲୋକକୁ କୌଣସି ପ୍ରକା ରେ ତୁମ୍ଭମାନଙ୍କୁ ଠକିବାକୁ ଦିଅ ନାହିଁ। ପରମେଶ୍ବରଙ୍କ ବିରୁଦ୍ଧ ରେ ବିଦ୍ରୋହ ସଂଘଟିତ ନ ହେଲା ପର୍ୟ୍ଯନ୍ତ ପ୍ରଭୁଙ୍କର ସହେି ଦିନଟି ଆସିବ ନାହିଁ। ମନ୍ଦ ବ୍ଯକ୍ତିର ଦଖାେ ନ ଦବୋ ପର୍ୟ୍ଯନ୍ତ ସହେି ଦିନଟି ଆସିବ ନାହିଁ। ସହେି ମନ୍ଦ ବ୍ଯକ୍ତି ନରକର ଅଟେ।
ମାର୍କଲିଖିତ ସୁସମାଚାର 13:5
ଯୀଶୁ ଶିଷ୍ଯମାନଙ୍କୁ କହିଲେ, ସାବଧାନ! ତୁମ୍ଭକୁ କହେି ଯେପରି ପ୍ରତାରଣା କରି ନପା ରେ।
ଯୋହନଙ୍କ ପ୍ରଥମ ପତ୍ର 4:1
ପ୍ରିୟ ବନ୍ଧୁମାନେ, ଏ ଜଗତର ଚାରିଆଡ଼େ ବହୁତ ଭଣ୍ଡ ଭାବବାନୀ ବର୍ତ୍ତମାନ ଅଛନ୍ତି। ତେଣୁ ପ୍ରେତ୍ୟକକ ଆତ୍ମାକୁ ବିଶ୍ବାସ କର ନାହିଁ, ବରଂ ସମାନେେ ପରମେଶ୍ବରଙ୍କଠାରୁ ଆଗତ କି ନା, ଏହା ପରୀକ୍ଷା କରି ଦେଖ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:8
ସାବଧାନ ରୁହ, ଯେପରି କହେି ତୁମ୍ଭକୁ ଅନର୍ଥକ, ଅସତ୍ଯ ଚିନ୍ତାଧାରା ଓ ବାକ୍ଯ ଦ୍ବାରା ଭ୍ରାନ୍ତ ନ କରୁ। ଏହିଭଳି ଧାରଣାସବୁ ଖ୍ରୀଷ୍ଟଙ୍କଠାରୁ ନୁହେଁ, ମନୁଷ୍ଯଠାରୁ ଉତ୍ପନ୍ନ ହୁଏ। ଏହି ଧାରଣାଗୁଡ଼ିକ ହେଉଛି ସଂସାରର ଲୋକମାନଙ୍କର ମୂଲ୍ଯହୀନ ଧାରଣା।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:6
ମିଥ୍ଯାକଥା କହି କହେି ତୁମ୍ଭକୁ ପ୍ରତାରଣା ନ କରୁ। ଏ ବିଷୟ ରେ ସଚତନେ ରୁହ। ଯେଉଁମାନେ ଅବାଧ୍ଯ ହାଇେ ଏ ସମସ୍ତ ମନ୍ଦ କର୍ମ କରନ୍ତି, ସମାନଙ୍କେ ଉପରେ ପରମେଶ୍ବର କୋରଧାନ୍ବିତ ହୁଅନ୍ତି।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:14
ତା ହେଲେ ଆମ୍ଭେ ଆଉ ଶିଶୁ ହାଇେ ରହିବା ନାହିଁ। ସମୁଦ୍ର ରେ ଜାହାଜ ଲହରୀ ହତେୁ ସ୍ଥାନ ପରିବର୍ତ୍ତନ କଲା ଭଳି ଆମ୍ଭକୁ ପ୍ରତାରଣା କରିବାକୁ ଚେଷ୍ଟା କରୁଥିବା ଲୋକମାନଙ୍କର ପ୍ରେତ୍ୟକକ ପ୍ରକାରର ନୂତନ ଉପଦେଶ ଦ୍ବାରା ଆମ୍ଭେ ଏଣତେଣେେ ଆଉ ଭାସି ୟିବା ନାହିଁ। ଏଭଳି ଲୋକେ ମନ୍ଦ ରାସ୍ତା ଗ୍ରହଣ କରିବା ପାଇଁ ଲୋକଙ୍କୁ ଛଳ ଓ ଧୂର୍ତ୍ତ ଯୋଜନା ରେ ଛନ୍ଦନ୍ତି,
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 11:13
ସମାନେେ ସବୁବେଳେ ଦେଖଇବାକୁ ଚେଷ୍ଟା କରନ୍ତି ଯେ, ଯେଉଁ କାରଣ ପାଇଁ ଆମ୍ଭେ ଗର୍ବ କରୁଛୁ, ସମାନେେ ମଧ୍ଯ ସେଥିପାଇଁ ଗର୍ବ କରନ୍ତି। ସମାନେେ ଭଣ୍ଡ ପ୍ ରରେିତ। ସମାନେେ ପ୍ରତାରକ। ଲୋକେ ଯେପରି ସମାନଙ୍କେୁ ଖ୍ରୀଷ୍ଟଙ୍କର ପ୍ ରରେିତ ବୋଲି ଭାବିବେ, ଏଥିପାଇଁ ସମାନେେ ନିଜର ବେଶ ବଦଳାଇଥାନ୍ତି।
ଲୂକଲିଖିତ ସୁସମାଚାର 21:8
ଯୀଶୁ କହିଲେ, ସାବଧାନ! ଭ୍ରାନ୍ତହୁଅ ନାହିଁ। ମାେ ନାମ ବ୍ଯବହାର କରି ଅନକେ ଲୋକ ଆସିବେ। ସମାନେେ କହିବେ, 'ମୁଁ ଖ୍ରୀଷ୍ଟ' ଏବଂ 'ଉପୟୁକ୍ତ ସମୟ ଆସିଯାଇଛି।' କିନ୍ତୁ ତୁମ୍ଭମାନେେ ସମାନଙ୍କେୁ ଅନୁସରଣ କରିବନାହିଁ।
ପିତରଙ୍କ ଦିତୀୟ ପତ୍ର 2:1
ଅତୀତକାଳ ରେ ପରମେଶ୍ବରଙ୍କ ଲୋକମାନଙ୍କ ମଧିଅରେ ମିଥ୍ଯା ଭବିଷ୍ଯଦ୍ ବକ୍ତା ଥିଲେ। ଏବେ ମଧ୍ଯ ସହଭେଳି ଅଛନ୍ତି। ତୁମ୍ଭ ଦଳ ରେ କେତେ ଜଣ ଭଣ୍ଡ ଶିକ୍ଷକ ରହିବେ। ସମାନେେ ଏପରି ଭୁଲ ଶିକ୍ଷା ଦବେେ ଯେ, ଲୋକେ ନିଜକୁ ହଜାଇ ଦବେେ। ସମାନେେ ଏଭଳି ଭାବରେ ଶିକ୍ଷା ଦବେେ ଯେ ସମାନେେ ଯେ ଭୁଲ କରୁଛନ୍ତି, ତାହା ତୁମ୍ଭେ ଜାଣିବା କଠିନ ହବେ। ସମାନେେ ମୁକ୍ତିଦାତା ଯୀଶୁଙ୍କୁ ଗ୍ରହଣ କରିବାକୁ ମଧ୍ଯ ମନା କରିବେ। ସେପ୍ରକା ରେ ସମାନେେ ନିଜକୁ ଶୀଘ୍ର ନଷ୍ଟ କରି ଦବେେ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:18
କେତକେ ଲୋକ, ନିଜକୁ ନମ୍ର ବୋଲି ଦଖାେନ୍ତି ଓ ସ୍ବର୍ଗଦୂତମାନଙ୍କୁ ପୂଜା କରିବାକୁ ଭଲ ପାଆନ୍ତି। ସମାନେେ ସବୁବେଳେ ଦେଖିଥିବା ଦର୍ଶନ ବିଷୟ ରେ କଥାବାର୍ତ୍ତା କରନ୍ତି। ଏଭଳି ଲୋକଙ୍କୁ କହିବାକୁ ପ୍ରଶ୍ରୟ ଦିଅ ନାହିଁ ଯେ, ତୁମ୍ଭମାନେେ ଦର୍ଶନ କରୁ ନାହଁ, ସ୍ବର୍ଗଦୂତମାନଙ୍କ ପୂଜା କରୁ ନାହଁ, ସେଥିପାଇଁ ତୁମ୍ଭେ ଭୁଲ୍ । ଏହି ଲୋକ ପ୍ରକୃତ ରେ କବଳେ ମନୁଷ୍ଯମାନଙ୍କ ବିଚାର ରେ ବୁଡ଼ି ରହିଥିବାରୁ ଓ ପରମେଶ୍ବରଙ୍କ କଥା ବିଚାର ନ କରୁଥିବାରୁ ବୃଥା ରେ ଗର୍ବ କରନ୍ତି।
ମାର୍କଲିଖିତ ସୁସମାଚାର 13:22
ଭଣ୍ଡ ଖ୍ରୀଷ୍ଟ ଓ ଭଣ୍ଡ ଭବିଷ୍ଯଦ୍ବକ୍ତାମାନେ ଦଖାେ ଦବେେ ସମାନେେ ଅଦ୍ଭୁତ କାମ ଓ ଆଶ୍ଚର୍ୟ୍ଯକାର୍ୟ୍ଯ କରିବେ। ସମ୍ଭବ ହେଲେ, ପରମେଶ୍ବର ବାଛିଥିବା ଲୋକମାନଙ୍କୁ ସମାନେେ ପ୍ରତାରଣା କରିବା ପାଇଁ ଚେଷ୍ଟା କରିବେ।