Index
Full Screen ?
 

ମାଥିଉଲିଖିତ ସୁସମାଚାର 24:26

మత్తయి సువార్త 24:26 ଓଡିଆ ବାଇବେଲ ମାଥିଉଲିଖିତ ସୁସମାଚାର ମାଥିଉଲିଖିତ ସୁସମାଚାର 24

ମାଥିଉଲିଖିତ ସୁସମାଚାର 24:26
କିଛି ଲୋକେ ତୁମ୍ଭକୁ କହି ପାରନ୍ତି: ' ଦେଖ, ଖ୍ରୀଷ୍ଟ ଜନବିହୀନ ମରୁଭୁମି ଅଞ୍ଚଳ ରେ ଅଛନ୍ତି।' କିନ୍ତୁ ତୁମ୍ଭେ ଖ୍ରୀଷ୍ଟଙ୍କୁ ଖାଜେିବ ପାଇଁ ଜନବିହୀନ ମରୁଭୁମି ଅଞ୍ଚଳକୁ ୟିବନାହିଁ। ବା ସମାନେେ ତୁମ୍ଭକୁ କହି ପାରନ୍ତି: 'ଖ୍ରୀଷ୍ଟ ସହେି କୋଠରୀ ରେ ଅଛନ୍ତି।' କିନ୍ତୁ ତୁମ୍ଭେ ସମାନଙ୍କେୁ ବିଶ୍ବାସ କରିବ ନାହିଁ।

Wherefore
ἐὰνeanay-AN
if
οὖνounoon
they
shall
say
εἴπωσινeipōsinEE-poh-seen
you,
unto
ὑμῖνhyminyoo-MEEN
Behold,
Ἰδού,idouee-THOO
he
is
ἐνenane
in
τῇtay
the
ἐρήμῳerēmōay-RAY-moh
desert;
ἐστίν,estinay-STEEN
go
μὴmay
not
ἐξέλθητε·exelthēteayks-ALE-thay-tay
forth:
behold,
Ἰδού,idouee-THOO
he
is
in
ἐνenane
the
τοῖςtoistoos
secret
chambers;
ταμείοιςtameioista-MEE-oos
believe
μὴmay
it
not.
πιστεύσητε·pisteusētepee-STAYF-say-tay

Cross Reference

ରେରିତମାନଙ୍କ କାର୍ଯ୍ୟର ବିବରଣ 21:38
ତବେେ ତୁମ୍ଭେ କ'ଣ ସେ ମିଶରୀୟ ଲୋକ ନୁହଁ, ୟିଏ କିଛି ବର୍ଷ ପୂର୍ବେ ସରକାରଙ୍କ ବିରୁଦ୍ଧ ରେ ବିଦ୍ରୋହ କରିଥିଲା ଓ ଚ଼ାରି ହଜାର ଆତଙ୍କବାଦୀଙ୍କୁ ନଇେ ମରୁଭୂମିକୁ ଚ଼ାଲିଯାଇଥିଲା।

ଯିଶାଇୟ 40:3
ଏକ ବ୍ଯକ୍ତିର ଉଚ୍ଚସ୍ବର ଶୁଣ, ତୁମ୍ଭମାନେେ ପ୍ରାନ୍ତର ରେ ସଦାପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର। ମରୁଭୂମିରେ ଆମ୍ଭମାନଙ୍କ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ଏକ ରାଜପଥ ସଳଖ ଓ ଚିକ୍କଣ କର।

ମାଥିଉଲିଖିତ ସୁସମାଚାର 3:1
ସହେି ସମୟରେ ବାପ୍ତିଜକ ଯୋହନ ଆସି ୟିହୂଦା ପ୍ରଦେଶର ପ୍ରାନ୍ତର ମଧିଅରେ ଘାଷେଣା କରି କହିବାକୁ ଲାଗିଲେ

ଲୂକଲିଖିତ ସୁସମାଚାର 3:2
ହାନାନ ଓ କଯାଫା ମହାୟାଜକ ଥିଲେ। ସହେି ସମୟରେ ଜିଖରିୟଙ୍କ ପୁଅ ଯୋହନଙ୍କ ପାଖକୁ ପରମେଶ୍ବରଙ୍କର ଗୋଟିଏ ଆଜ୍ଞା ଆସିଲା। ଯୋହନ ମରୁଭୂମିରେ ବାସ କରୁଥିଲେ।

Chords Index for Keyboard Guitar