ମାଥିଉଲିଖିତ ସୁସମାଚାର 24:16 in Oriya

ଓଡିଆ ଓଡିଆ ବାଇବେଲ ମାଥିଉଲିଖିତ ସୁସମାଚାର ମାଥିଉଲିଖିତ ସୁସମାଚାର 24 ମାଥିଉଲିଖିତ ସୁସମାଚାର 24:16

Matthew 24:16
ସେତବେେଳେ ୟିହୂଦାର ଲୋକମାନେ ପର୍ବତ ଆଡ଼କୁ ପଳଇୟିବୋ ଉଚିତ।

Matthew 24:15Matthew 24Matthew 24:17

Matthew 24:16 in Other Translations

King James Version (KJV)
Then let them which be in Judaea flee into the mountains:

American Standard Version (ASV)
then let them that are in Judaea flee unto the mountains:

Bible in Basic English (BBE)
Then let those who are in Judaea go in flight to the mountains:

Darby English Bible (DBY)
then let those who are in Judaea flee to the mountains;

World English Bible (WEB)
then let those who are in Judea flee to the mountains.

Young's Literal Translation (YLT)
then those in Judea -- let them flee to the mounts;

Then
τότεtoteTOH-tay
let
them
οἱhoioo
which
be
in
ἐνenane

τῇtay
Judaea
Ἰουδαίᾳioudaiaee-oo-THAY-ah
flee
φευγέτωσανpheugetōsanfave-GAY-toh-sahn
into
ἐπίepiay-PEE
the
τὰtata
mountains:
ὄρηorēOH-ray

Cross Reference

ଆଦି ପୁସ୍ତକ 19:15
ତା'ପରଦିନ ସୁର୍ େଯ୍ଯାଦଯ ପୂର୍ବରୁ ଦୂତମାନେ ଲୋଟକୁ ତପ୍ତର କରାଇ କହିଲେ, ୟାଅ, ତୁମ୍ଭର ସ୍ତ୍ରୀ ଏବଂ ଦୁଇ ଝିଅ ସହିତ ଏସ୍ଥାନ ପରିତ୍ଯାଗ କର, ଯେଉଁମାନେ ତୁମ୍ଭ ସହିତ ରହୁଛନ୍ତି। ତାହାଲେ ତୁମ୍ଭେ ଧ୍ବଂସ ପାଇବ ନାହିଁ, ଯେତବେେଳେ ଏହି ନଗର ଦଣ୍ଡିତ ହବେ।

ଏବ୍ରୀମାନଙ୍କ ନିକଟକୁ ପତ୍ର 11:7
କେତକେ ଦେଖି ନ ପାରୁ ଥିବା ବିଷୟଗୁଡ଼ିକ ପ୍ରତି ପରମେଶ୍ବର ନୋହଙ୍କୁ ସତର୍କ କରି ଦଇେଥିଲେ। ନୋହଙ୍କର ପରମେଶ୍ବରଙ୍କ ପ୍ରତି ବିଶ୍ବାସ ଓ ଭକ୍ତିଭାବ ଥିଲା। ଅତଏବ ନୋହ ନିଜ ପରିବାରକୁ ରକ୍ଷା କରିବାକୁ ଯାଇ ବଡ଼ ଜାହାଜଟିଏ ତିଆରି କଲେ। ନିଜ ବିଶ୍ବାସ ବଳ ରେ ନୋହ ଦଖାଇେଲେ ଯେ, ଜଗତ ଦୋଷୀ ଥିଲା। ଯେଉଁମାନଙ୍କୁ ପରମେଶ୍ବର ବିଶ୍ବାସ ବଳ ରେ ଧାର୍ମିକ କରନ୍ତି, ସମାନଙ୍କେ ଭିତରୁ ନୋହ ଜଣେ ଥିଲେ।

ହିତୋପଦେଶ 22:3
ଚତୁର ଲୋକ ବିପଦ ଦେଖେ ଏବଂ ଏହାକୁ ଦୂର କରେ। ମାତ୍ର ଅ ବୋଧ ଲୋକମାନେ ବିପଦକୁ ଆବୋରି ନିଅନ୍ତି ଏବଂ କ୍ଷତିଗ୍ରସ୍ତ ହୁଅନ୍ତି।

ଯିରିମିୟ 37:11
ଯେତବେେଳେ କଲଦୀଯମାନେ ଫାରୋର ସୈନ୍ଯମାନଙ୍କ ଭୟ ରେ ୟିରୁଶାଲମରୁ ଚାଲି ୟାଇଥିଲେ,

ଲୂକଲିଖିତ ସୁସମାଚାର 21:21
ସେତବେେଳେ ୟିହୂଦାର ଲୋକେ ପର୍ବତ ଆଡକୁ ପଳାଇୟିବା ଉଚିତ। ୟିରୁଶାଲମ ନଗର ଭିତ ରେ ଥିବା ଲୋକେ ଯଥାଶୀଘ୍ର ନଗର ଛାଡି ଚାଲିୟିବା ଉଚିତ। ଜଣେ ଯଦି ନଗର ବାହା ରେ ଥିବ, ତବେେ ସେ ନଗର ଭିତରକୁ ୟିବା ଉଚିତ ନୁହେଁ।

ଯାତ୍ରା ପୁସ୍ତକ 9:20
କେତକେ କର୍ମଚାରୀ ଫାରୋଙ୍କର, ଯେଉଁମାନେ କି ସଦାପ୍ରଭୁଙ୍କର ଆଜ୍ଞା ରେ ଧ୍ଯାନ ଦେଲେ। ସହେି ଲୋକମାନେ ସମାନଙ୍କେର ପଶୁ ଏବଂ ଦାସମାନଙ୍କୁ ଗୃହକୁ ଆଣି ନିରାପଦ ରେ ରଖିଲେ।

ଯିରିମିୟ 6:1
ହେ ବିନ୍ଯାମୀନ ସନ୍ତାନଗଣ, ତୁମ୍ଭମାନେେ ରକ୍ଷା ପାଇବା ପାଇଁ ୟିରୁଶାଲମରୁ ପଳାଯନ କର। ତିକୋଯ ନଗର ରେ ତୂରୀ ବଜାଅ ଓ ବୈଥହକରମେ ରେ ଧ୍ବଜା ଟକେ। କାରଣ ଉତ୍ତର ଦିଗରୁ ଅମଙ୍ଗଳ ଓ ମହାବିନାଶ ଆସୁଅଛି।