Matthew 22:33
ଲୋକମାନେ ଯୀଶୁଙ୍କ ଉପଦେଶ ଶୁଣି ଆଶ୍ଚର୍ୟ୍ଯ ହାଇଗେଲେ।
Matthew 22:33 in Other Translations
King James Version (KJV)
And when the multitude heard this, they were astonished at his doctrine.
American Standard Version (ASV)
And when the multitudes heard it, they were astonished at his teaching.
Bible in Basic English (BBE)
And the people hearing it were surprised at his teaching.
Darby English Bible (DBY)
And when the crowds heard [it] they were astonished at his doctrine.
World English Bible (WEB)
When the multitudes heard it, they were astonished at his teaching.
Young's Literal Translation (YLT)
And having heard, the multitudes were astonished at his teaching;
| And | καὶ | kai | kay |
| when the | ἀκούσαντες | akousantes | ah-KOO-sahn-tase |
| multitude | οἱ | hoi | oo |
| heard | ὄχλοι | ochloi | OH-hloo |
| astonished were they this, | ἐξεπλήσσοντο | exeplēssonto | ayks-ay-PLASE-sone-toh |
| at | ἐπὶ | epi | ay-PEE |
| his | τῇ | tē | tay |
| διδαχῇ | didachē | thee-tha-HAY | |
| doctrine. | αὐτοῦ | autou | af-TOO |
Cross Reference
ମାଥିଉଲିଖିତ ସୁସମାଚାର 7:28
ଯୀଶୁଙ୍କ ଏହି ସବୁ କଥା କହିବା ଶଷେ ହେଲା। ତାହାଙ୍କ ଉପଦେଶ ଶୁଣି ଜମା ହାଇେଥିବା ଲୋକେ ଆଶ୍ଚର୍ୟ୍ଯ ହାଇଗେଲେ।
ମାଥିଉଲିଖିତ ସୁସମାଚାର 22:22
ଏ କଥା ଶୁଣି ସମାନେେ ଆଶ୍ଚର୍ୟ୍ଯ ହାଇଗେଲେ ଓ ତାହାଙ୍କୁ ଛାଡ଼ି ସଠାରୁେ ଚ଼ାଲିଗଲେ।
ମାର୍କଲିଖିତ ସୁସମାଚାର 6:2
ବିଶ୍ରାମଦିବସ ରେ ଯୀଶୁ ଯିହୂଦୀୟ ସମାଜ ଗୃହ ରେ ଶିକ୍ଷା ଦେଲେ। ବହୁତ ଲୋକ ତାହାଙ୍କ ଶିକ୍ଷା ଶୁଣି ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ କହିଲେ, ଏ ଲୋକ ଏସବୁ ଶିକ୍ଷା କେଉଁଠାରୁ ପାଇଲା? ଏ ଲୋକକୁ ଏ ଉତ୍ତମ ବିଚାରଶକ୍ତି (ବିଜ୍ଞତା)କିଏ ଦଲୋ? ଆଶ୍ଚର୍ୟ୍ଯ କାର୍ୟ୍ଯ କରିବା ପାଇଁ ସେ କେଉଁଠାରୁ ଶକ୍ତି ପାଇଲା?
ମାର୍କଲିଖିତ ସୁସମାଚାର 12:17
ତା'ପରେ ଯୀଶୁ ସମାନଙ୍କେୁ କହିଲେ, ଯାହା କାଇସରଙ୍କର, ତାହା କାଇସରଙ୍କୁ ଦିଅ ଓ ଯାହା ପରମେଶ୍ବରଙ୍କର, ତାହା ପରମେଶ୍ବରଙ୍କୁ ଦିଅ। ଏହା ଶୁଣି ସମସ୍ତେ ଆଶ୍ଚର୍ୟ୍ଯ ହାଇଗେଲେ।
ଲୂକଲିଖିତ ସୁସମାଚାର 2:47
ସମସ୍ତେ ତାହାଙ୍କ କଥା ଶୁଣୁଥିଲେ। ତାହାଙ୍କର ବୁଝିବା ଶକ୍ତି ଦେଖି ଓ ଜ୍ଞାନପୂର୍ଣ୍ଣ ଉତ୍ତରଗୁଡିକ ଶୁଣି ସମାନେେ ଆଶ୍ଚର୍ୟ୍ଯ ହାଇେ ଯାଇଥିଲେ।
ଲୂକଲିଖିତ ସୁସମାଚାର 4:22
ପ୍ରେତ୍ୟକକ ଲୋକ ଯୀଶୁଙ୍କୁ ପ୍ରଶଂସା କରିବାକୁ ଲାଗିଲେ। ଯୀଶୁଙ୍କ ମୁହଁରୁ ଯେଉଁ ସୁନ୍ଦର ବାକ୍ଯ ବାହାରି ଆସୁଥିଲା, ସେଥି ରେ ସମସ୍ତେ ବିସ୍ମିତ ହାଇେ ଯାଉଥିଲେ। ସମାନେେ କହୁଥିଲେ, ଏ କ'ଣ ୟୋ ସଫଙ୍କେ ପୁଅ ନୁହେଁ?
ଲୂକଲିଖିତ ସୁସମାଚାର 20:39
ଧର୍ମଶାସ୍ତ୍ରୀମାନେ କହିଲେ, ଗୁରୁ, ଆପଣଙ୍କ ଉତ୍ତର ବହୁତ ଭଲ ଥିଲା।
ଯୋହନଲିଖିତ ସୁସମାଚାର 7:46
ମନ୍ଦିରର ସୈନ୍ଯମାନେ ଉତ୍ତର ଦେଲେ, ସେ ଯାହା କହୁଛନ୍ତି, ତାହା ଅନ୍ୟ ସମସ୍ତଙ୍କ କଥାଠାରୁ ଅଧିକ ମୂଲ୍ଯବାନ୍।