ମାଥିଉଲିଖିତ ସୁସମାଚାର 21:18 in Oriya

ଓଡିଆ ଓଡିଆ ବାଇବେଲ ମାଥିଉଲିଖିତ ସୁସମାଚାର ମାଥିଉଲିଖିତ ସୁସମାଚାର 21 ମାଥିଉଲିଖିତ ସୁସମାଚାର 21:18

Matthew 21:18
ତା'ପର ଦିନ ଅତି ସକାଳୁ ଯୀଶୁ ୟିରୂଶାଲମ ନଗରକୁ ଫରେୁଥିଲେ। ତାହାଙ୍କୁ ଭୋକ ଲାଗିଲା।

Matthew 21:17Matthew 21Matthew 21:19

Matthew 21:18 in Other Translations

King James Version (KJV)
Now in the morning as he returned into the city, he hungered.

American Standard Version (ASV)
Now in the morning as he returned to the city, he hungered.

Bible in Basic English (BBE)
Now in the morning when he was coming back to the town, he had a desire for food.

Darby English Bible (DBY)
But early in the morning, as he came back into the city, he hungered.

World English Bible (WEB)
Now in the morning, as he returned to the city, he was hungry.

Young's Literal Translation (YLT)
and in the morning turning back to the city, he hungered,

Now
Πρωΐαςprōiasproh-EE-as
in
the
morning
δὲdethay
returned
he
as
ἐπανάγωνepanagōnape-ah-NA-gone
into
εἰςeisees
the
τὴνtēntane
city,
πόλινpolinPOH-leen
he
hungered.
ἐπείνασενepeinasenay-PEE-na-sane

Cross Reference

ମାଥିଉଲିଖିତ ସୁସମାଚାର 4:2
ଯୀଶୁ ଗ୍ଭଳିଶ ଦିନ ଓ ଗ୍ଭଳିଶ ରାତି କିଛି ଖାଇଲେ ନାହିଁ। ଏହା ପରେ ତାହାଙ୍କୁ ଖୁବ ଭୋକ ଲାଗୁଥିଲା।

ମାଥିଉଲିଖିତ ସୁସମାଚାର 12:1
ପ୍ରାୟ ସହେି ସମୟରେ ଯୀଶୁ ବିଶ୍ରାମଦିବସ ରେ ଶସ୍ଯକ୍ଷେତ୍ର ଦଇେ ଯାଉଥିଲେ। ଯୀଶୁଙ୍କ ଶିଷ୍ଯମାନେ ତାହାଙ୍କ ସହିତ ଥିଲେ। ତାହାଙ୍କର ଶଷ୍ଯମାନଙ୍କୁ ଭୋକ ଲାଗିଲା। ସମାନେେ କେତକେ ଗହମ କେଣ୍ଡା ଛିଣ୍ଡଇେ ଖାଇବାକୁ ଲାଗିଲେ।

ମାର୍କଲିଖିତ ସୁସମାଚାର 11:12
ତହିଁ ଆରଦିନ ଯେତବେେଳେ ସମାନେେ ବେଥନିଆରୁ ବାହାରୁଥିଲେ, ତାହାଙ୍କୁ ବହୁତ ଭୋକ ଲାଗିଲା।

ମାର୍କଲିଖିତ ସୁସମାଚାର 11:20
ତା'ପର ଦିନ ସକାଳେ ଯୀଶୁ ତାହାଙ୍କ ଶିଷ୍ଯମାନଙ୍କ ସହିତ ସହେି ଡିମ୍ବିରି ଗଛ ଥିବା ବାଟ ଦଇେ ଆସିଲେ। ସମାନେେ ଡିମ୍ବିରି ଗଛକୁ ମୂଳରୁ ଶୁଖି ମରି ଯାଇଥିବାର ଦେଖିଲେ।

ଏବ୍ରୀମାନଙ୍କ ନିକଟକୁ ପତ୍ର 4:15
ଅତଏବ ଆମ୍ଭେ ଆମ୍ଭମାନଙ୍କ ବିଶ୍ବାସ ରେ ଦୃଢ଼ ରହିବା ଉଚିତ୍। ମହାୟାଜକ ଯୀଶୁ ଆମ୍ଭର ସମସ୍ତ ଦୁର୍ବଳତା ଜାଣନ୍ତି। ଜଗତ ରେ ଥିବା ବେଳେ ସେ ପ୍ରେତ୍ୟକକ ଭାବରେ ପରୀକ୍ଷିତ ହେଲେ।

ଲୂକଲିଖିତ ସୁସମାଚାର 4:2
ସଠାେରେ ଶୟତାନ ଚାଳିଶ ଦିନ ପର୍ୟ୍ଯନ୍ତ ତାହାଙ୍କର ପରୀକ୍ଷା ନଲୋ। ସହେି ଦିନମାନଙ୍କ ରେ ଯୀଶୁ କିଛି ନଖାଇ ନପିଇ ରହିଲେ। ସହେି ଦିନତକ ସରିୟିବା ପରେ ଯୀଶୁଙ୍କୁ ବଡ ଭୋକ ଲାଗିଲା।