ମାଥିଉଲିଖିତ ସୁସମାଚାର 2:2 in Oriya

ଓଡିଆ ଓଡିଆ ବାଇବେଲ ମାଥିଉଲିଖିତ ସୁସମାଚାର ମାଥିଉଲିଖିତ ସୁସମାଚାର 2 ମାଥିଉଲିଖିତ ସୁସମାଚାର 2:2

Matthew 2:2
ସମାନେେ ପଚାରିଲେ ଯିହୂଦୀମାନଙ୍କର ରାଜା ସହେି ନବଜାତ ଶିଶୁ କେଉଁଠା ରେ? କାରଣ ଆମ୍ଭେ ପୂର୍ବ ଦେଶ ରେ ତାହାଙ୍କ ତାରା ଉଠିଥିବାର ଦେଖିଲୁ। ସହେି ତାରୀ ପ୍ରକାଶ କରେ ଯେ, ସେ ଜନ୍ମ ହାଇେଛନ୍ତି। ତେଣୁ ଆମ୍ଭେ ତାହାଙ୍କୁ ପ୍ରଣାମ କରିବାକୁ ଆସିଛୁ।

Matthew 2:1Matthew 2Matthew 2:3

Matthew 2:2 in Other Translations

King James Version (KJV)
Saying, Where is he that is born King of the Jews? for we have seen his star in the east, and are come to worship him.

American Standard Version (ASV)
Where is he that is born King of the Jews? for we saw his star in the east, and are come to worship him.

Bible in Basic English (BBE)
Saying, Where is the King of the Jews whose birth has now taken place? We have seen his star in the east and have come to give him worship.

Darby English Bible (DBY)
Where is the king of the Jews that has been born? for we have seen his star in the east, and have come to do him homage.

World English Bible (WEB)
"Where is he who is born King of the Jews? For we saw his star in the east, and have come to worship him."

Young's Literal Translation (YLT)
saying, `Where is he who was born king of the Jews? for we saw his star in the east, and we came to bow to him.'

Saying,
λέγοντες,legontesLAY-gone-tase
Where
Ποῦpoupoo
is
ἐστινestinay-steen
he
hooh
born
is
that
τεχθεὶςtechtheistake-THEES
King
βασιλεὺςbasileusva-see-LAYFS
of
the
τῶνtōntone
Jews?
Ἰουδαίωνioudaiōnee-oo-THAY-one
for
εἴδομενeidomenEE-thoh-mane
seen
have
we
γὰρgargahr
his
αὐτοῦautouaf-TOO

τὸνtontone
star
ἀστέραasteraah-STAY-ra
in
ἐνenane
the
τῇtay
east,
ἀνατολῇanatolēah-na-toh-LAY
and
καὶkaikay
are
come
ἤλθομενēlthomenALE-thoh-mane
to
worship
προσκυνῆσαιproskynēsaiprose-kyoo-NAY-say
him.
αὐτῷautōaf-TOH

Cross Reference

ଗଣନା ପୁସ୍ତକ 24:17
ମୁଁ ସଦାପ୍ରଭୁଙ୍କୁ ଆସୁଥିବା ଦେଖିଲି, କିନ୍ତୁ ବର୍ତ୍ତମାନ ନୁହେଁ। ମୁଁ ତାଙ୍କର ଦର୍ଶନ ପାଉଅଛି, କୁନ୍ତୁ ସେ ନିକଟବର୍ତ୍ତୀ ନୁହନ୍ତି। ଯାକୁବଠାରୁ ଏକ ତାରା ଉଦିତ ହବେ ଓ ଇଶ୍ରାୟେଲଠାରୁ ଏକ ରାଜଦଣ୍ତ ଉଥିତ ହବେ। ମାେଯବରେ ପାର୍ଶଭଦେ କରିବ ଓ କଲହର ସମସ୍ତ ପରିବାରବର୍ଗକୁ ଚୁର୍ଣ କରିବ।

ଯିରିମିୟ 23:5
ସଦାପ୍ରଭୁ କହନ୍ତି, ଏପରି ଏକ ସମୟ ଆସୁଛି, ଯେଉଁ ସମୟରେ ଦାଉଦ ବଂଶ ରେ ଆମ୍ଭେ ଏକ ଧାର୍ମିକ ଶାଖା 'ଉତ୍ପନ୍ନ' କରିବା। ତହିଁରେ ସେ ରାଜା ହାଇେ ରାଜତ୍ବ କରିବେ। ସେ ନିଜର ଉତ୍ତମ ଜ୍ଞାନ ବଳ ରେ ଦେଶ ରେ ସୁବିଚାର ଓ ନ୍ଯାଯ ପ୍ରତିଷ୍ଠା କରିବେ।

ଯିଖରିୟ 9:9
ହେ ସିୟୋନର କନ୍ଯା ଆନନ୍ଦ କର! ହେ ୟିରୁଶାଲମର କନ୍ଯା, ଚିତ୍କାର କର! ଦେଖ, ତୁମ୍ଭର ରାଜା ତୁମ୍ଭମାନଙ୍କ ନିକଟକୁ ଆସୁଛନ୍ତି। ସେ ଧାର୍ମିକ ରାଜା ଓ ସେ ଜଯଲାଭ କରିଛନ୍ତି। ସେ ଅତ୍ଯନ୍ତ ନମ୍ର। ସେ ଏକ ୟୁବ ଗଧ ଉପ ରେ ବସି ଆସୁଛନ୍ତି।

ଯିଶାଇୟ 9:6
ଯେତବେେଳେ ଏକ ସ୍ବତନ୍ତ୍ର ବାଳକ ଜନ୍ମ ନବେେ ସତେିକି ବେଳେ ଏହା ଘଟିବ। ପରମେଶ୍ବର ଆମ୍ଭମାନଙ୍କୁ ଏକ ପୁତ୍ର ଦବେେ। ସେ ସମସ୍ତ ଲୋକମାନଙ୍କର ଭାର ବହନ କରିବେ। ତାଙ୍କର ନାମ ଆଶ୍ଚର୍ୟ୍ଯ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ବର, ୟିଏ ଅନନ୍ତକାଳୀନ ଏବଂ ଶାନ୍ତିର ରାଜକୁମାର ହବେେ।'

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 22:16
ଆମ୍ଭେ ନିଜେ ଯୀଶୁ। ମୁଁ ମଣ୍ଡଳୀଗୁଡ଼ିକୁ ଏହି ସମସ୍ତ କହିବା ପାଇଁ ମାରଦେୂତଙ୍କୁ ତୁମ୍ଭ ପାଖକୁ ପଠାଇଛି। ଆମ୍ଭେ ଦାଉଦଙ୍କ ପରିବାରର ବଂଶଜାତ। ଆମ୍ଭେ ଉଜ୍ଜଳ ପ୍ରଭାତୀ ତାରା।

ଯୋହନଲିଖିତ ସୁସମାଚାର 18:37
ପୀଲାତ କହିଲେ, ତବେେ ତୁମ୍ଭେ ଜଣେ ରାଜା।

ଯୋହନଲିଖିତ ସୁସମାଚାର 1:49
ତା'ପରେ ନିଥନିଯଲେ ଯୀଶୁଙ୍କୁ କହିଲେ, ହେ ଗୁରୁ, ଆପଣ ପରମେଶ୍ବରଙ୍କ ପୁତ୍ର। ଆପଣ ଇଶ୍ରାୟେଲର ରାଜା।

ଗୀତସଂହିତା 2:6
ସିୟୋନ ହେଉଛି ମାରେ ପବିତ୍ର ପର୍ବତ। ସଦାପ୍ରଭୁଙ୍କର ଏହିସବୁ ବାକ୍ଯ ନେତାମାନଙ୍କୁ ସ୍ଥାପନ କରିଅଛି।

ମାଥିଉଲିଖିତ ସୁସମାଚାର 27:11
ଏହି ସମୟରେ ଯୀଶୁ ରାଜ୍ଯପାଳ ପୀଲାତ ଆଗ ରେ ଠିଆ ହେଲେ। ରାଜ୍ଯପାଳ ତାହାଙ୍କୁ ପଚାରିଲେ, ତୁମ୍ଭେ କ'ଣ ଯିହୂଦୀମାନଙ୍କର ରାଜା?

ଲୂକଲିଖିତ ସୁସମାଚାର 19:38
ସ୍ବାଗତ କରି କହିଲେ:

ଲୂକଲିଖିତ ସୁସମାଚାର 23:38
କୃଶ ରେ ଉପରି ଭାଗ ରେ ଲଖାେ ଯାଇଥିଲା: ଏ ଯିହୂଦୀ ମାନଙ୍କର ରାଜା।

ଯୋହନଲିଖିତ ସୁସମାଚାର 5:23
ଈଶ୍ବର ଏହା କଲେ କାରଣ ସମସ୍ତେ ପିତାଙ୍କୁ ଯେପରି ସମ୍ମାନ ଦେଉଛନ୍ତି, ସହେିପରି ପୁତ୍ରଙ୍କୁ ମଧ୍ଯ ସମ୍ମାନ ଦବେେ। ଯଦି କୌଣସି ଲୋକ ପୁତ୍ରକୁ ସମ୍ମାନ ଦିଏ ନାହିଁ, ତବେେ ସେ ପିତାଙ୍କୁ ମଧ୍ଯ ସମ୍ମାନ ଦିଏ ନାହିଁ। ପିତା ପୁତ୍ରକୁ ପଠାଇଛନ୍ତି।

ଏବ୍ରୀମାନଙ୍କ ନିକଟକୁ ପତ୍ର 1:6
ଓ ଯେତବେେଳେ ପରମେଶ୍ବର ନିଜର ପ୍ରଥମଜାତ ସନ୍ତାନକୁ ପୁନର୍ବାର ଜଗତ ମଧ୍ଯକୁ ଆଣିବେ, ସହେି ସମୟକୁ ଲକ୍ଷ୍ଯ କରି ସେ କହନ୍ତି :

ଯିରିମିୟ 30:9
ଆଉ ସମାନେେ ବିଦେଶୀମାନଙ୍କର ସବୋ କରିବେ ନାହିଁ। ସମାନେେ ସମାନଙ୍କେର ପରମେଶ୍ବର ସଦାପ୍ରଭୁଙ୍କୁ ସବୋ କରିବେ। ଆଉ ସମାନଙ୍କେ ପାଇଁ ପଠାଇଥିବା ରାଜା ଦାଉଦଙ୍କର ସବୋ କରିବେ।

ଯିଶାଇୟ 60:3
ପୁଣି ଅନ୍ୟଦେଶୀଯମାନେ ତୁମ୍ଭର ଦୀପ୍ତି ନିକଟକୁ ଓ ରାଜାମାନେ ତୁମ୍ଭ ଅରୁଣାଲୋକ ନିକଟକୁ ଆସିବେ।

ଗୀତସଂହିତା 45:11
ତୁମ୍ଭର ସୌନ୍ଦର୍ୟ୍ଯରେ ରାଜା ମୁଗ୍ଦ ହବେେ। ସେ ତୁମ୍ଭର ନୂତନ ପତି ହବେେ, ତଣେୁ ତୁମ୍ଭେ ସମାନଙ୍କେୁ ପ୍ରଣାମ କରିବା ଉଚିତ୍।

ମାଥିଉଲିଖିତ ସୁସମାଚାର 2:10
ତାରା ଦେଖି ପଣ୍ଡିତମାନେ ବହୁତ ଖୁସି ହେଲ. ସମାନେେ ଆନନ୍ଦ ରେ ପରିପୂର୍ଣ ହେଲ।

ମାଥିଉଲିଖିତ ସୁସମାଚାର 21:5
ସିୟୋନ ନଗରୀକୁ କୁହ: ' ଦେଖ, ତୁମ୍ଭର ରାଜା ତୁମ୍ଭ ପାଖକୁ ଆସୁଛନ୍ତି। ସେ ନମ୍ର ଓ ସେ ଗୋଟିଏ ଗଧ ଉପରେ ଚ଼ଢ଼ି ଆସୁଛନ୍ତି। ହଁ, ଗୋଟିଏ ଗଧଛୁଆ ଉପରେ ଚ଼ଢ଼ିଛନ୍ତି, ସହେି ଛୁଆ ଏକ ସ୍ତନ୍ଯପାଯୀ ଗଧରୁ ଜନ୍ମ ହାଇେଛି।'ଜିଖରିୟ 9:9

ଲୂକଲିଖିତ ସୁସମାଚାର 1:78
ଆମ୍ଭମାନଙ୍କ ପରମେଶ୍ବରଙ୍କ ସ୍ନହମୟେ ଅନୁଗ୍ରହ ହତେୁ ସ୍ବର୍ଗରୁ ଆଗତ ଗୋଟିଏ ନୂତନ ଦିନର ପ୍ରଭାତ ଆମ୍ଭମାନଙ୍କୁ ଆଲୋକିତ କରିବ।

ଲୂକଲିଖିତ ସୁସମାଚାର 2:11
କାରଣ ଆଜି ଦାଉଦଙ୍କ ନଗର ରେ ତୁମ୍ଭମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଜନ୍ମ ଗ୍ରହଣ କରିଛନ୍ତି।

ଲୂକଲିଖିତ ସୁସମାଚାର 23:3
ପୀଲାତ ଯୀଶୁଙ୍କୁ ପଚାରିଲେ, ତୁମ୍ଭେ କ'ଣ ଯିହୂଦୀମାନଙ୍କର ରାଜା?

ଯୋହନଲିଖିତ ସୁସମାଚାର 9:38
ସେ ଲୋକଟି ଉତ୍ତର ଦଲୋ, ହଁ, ପ୍ରଭୁ ମୁଁ ବିଶ୍ବାସ କରେ। ସେ ମୁଣ୍ଡ ନୁଆଁଇ ଯୀଶୁଙ୍କୁ ପ୍ରଣାମ କଲା।

ଯୋହନଲିଖିତ ସୁସମାଚାର 12:13
ସମାନେେ ଖଜୁରୀ ବାହୂଙ୍ଗା ଧରି ୟିଶୁଙ୍କୁ ଦଖାେ କରିବା ପାଇଁ ଗଲେ। ସେ ଲୋକମାନେ ଖୁବ୍ ଜାରେ ରେ କହିଲେ,

ଯୋହନଲିଖିତ ସୁସମାଚାର 19:12
ଏହାପରେ ପୀଲାତ ଯୀଶୁଙ୍କୁ ମୁକ୍ତି ଦବୋକୁ ଚେଷ୍ଟା କଲେ। କିନ୍ତୁ ଯିହୂଦୀମାନେ ଚିତ୍କାର କରି କହିଲେ, ଆପଣ ଯଦି ଏ ବ୍ଯକ୍ତିକୁ ମୁକ୍ତ କରି ଦିଅନ୍ତି, ତବେେ ଆପଣ କାଇସରଙ୍କର ବନ୍ଧୁ ନୁହଁନ୍ତି। ୟିଏ ନିଜକୁ ରାଜା ବୋଲି ଦାବୀ କରୁଛି, ସେ କାଇସରଙ୍କ ବିରୋଧୀ।

ଯୋହନଲିଖିତ ସୁସମାଚାର 19:19
ପୀଲାତ ଗୋଟିଏ ସଙ୍କତେ ଲେଖି ଯୀଶୁଙ୍କ କୃଶ ରେ ଟଙ୍ଗଇେଲେ। ସେଥି ରେ ଲଖାେଥିଲା, ନାଜରିତୀୟ ଯୀଶୁ ଯିହୂଦୀମାନଙ୍କର ରାଜା।

ଯୋହନଲିଖିତ ସୁସମାଚାର 20:28
ଥୋମା ଯୀଶୁଙ୍କ କହିଲେ, ମାରେପ୍ରଭୁ, ମାରେ ପରମେଶ୍ବର।

ଯିଶାଇୟ 32:1
ଦେଖ, ଜଣେ ରାଜା ଧର୍ମାନୁସା ରେ ରାଜତ୍ବ କରିବେ ଓ ଅଧିପତିଗଣ ନ୍ଯାଯ ରେ ଶାସନ କରିବେ।