ମାଥିଉଲିଖିତ ସୁସମାଚାର 19:14 in Oriya

ଓଡିଆ ଓଡିଆ ବାଇବେଲ ମାଥିଉଲିଖିତ ସୁସମାଚାର ମାଥିଉଲିଖିତ ସୁସମାଚାର 19 ମାଥିଉଲିଖିତ ସୁସମାଚାର 19:14

Matthew 19:14
ଯୀଶୁ କହିଲେ, ପିଲାମାନଙ୍କୁ ମାେ ପାଖକୁ ଆସିବାକୁ ଦିଅ। ସମାନଙ୍କେୁ ଅଟକାଅ ନାହିଁ। କାରଣ ଯେଉଁମାନେ ଠିକ୍ ଏହି ପିଲାମାନଙ୍କ ଭଳି ଅଟନ୍ତି ସ୍ବର୍ଗରାଜ୍ଯ ସହେିମାନଙ୍କର।

Matthew 19:13Matthew 19Matthew 19:15

Matthew 19:14 in Other Translations

King James Version (KJV)
But Jesus said, Suffer little children, and forbid them not, to come unto me: for of such is the kingdom of heaven.

American Standard Version (ASV)
But Jesus said, Suffer the little children, and forbid them not, to come unto me: for to such belongeth the kingdom of heaven.

Bible in Basic English (BBE)
But Jesus said, Let the little ones come to me, and do not keep them away: for of such is the kingdom of heaven.

Darby English Bible (DBY)
But Jesus said, Suffer little children, and do not hinder them from coming to me; for the kingdom of the heavens is of such:

World English Bible (WEB)
But Jesus said, "Allow the little children, and don't forbid them to come to me; for to such belongs the Kingdom of Heaven."

Young's Literal Translation (YLT)
But Jesus said, `Suffer the children, and forbid them not, to come unto me, for of such is the reign of the heavens;'


hooh
But
δὲdethay
Jesus
Ἰησοῦςiēsousee-ay-SOOS
said,
εἶπενeipenEE-pane
Suffer
ἌφετεapheteAH-fay-tay

τὰtata
children,
little
παιδίαpaidiapay-THEE-ah
and
καὶkaikay
forbid
μὴmay
them
κωλύετεkōlyetekoh-LYOO-ay-tay
not,
αὐτὰautaaf-TA
come
to
ἐλθεῖνeltheinale-THEEN
unto
πρόςprosprose
me:
μεmemay

τῶνtōntone
for
γὰρgargahr
such
of
τοιούτωνtoioutōntoo-OO-tone
is
ἐστὶνestinay-STEEN
the
ay
kingdom
βασιλείαbasileiava-see-LEE-ah

τῶνtōntone
of
heaven.
οὐρανῶνouranōnoo-ra-NONE

Cross Reference

ମାଥିଉଲିଖିତ ସୁସମାଚାର 18:3
ତା'ପରେ ଯୀଶୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ତୁମ୍ଭେ ନିଜକୁ ପରିବର୍ତ୍ତନ କର। ହୃଦୟ ଭିତ ରେ ଗୋଟିଏ େଛାଟ ପିଲାଭଳି ହାଇଯୋଅ। ଏକଥା ନକଲେ ତୁମ୍ଭେ ସ୍ବର୍ଗରାଜ୍ଯ ରେ କଦାପି ପ୍ରବେଶ କରିପାରିବ ନାହିଁ।

ଲୂକଲିଖିତ ସୁସମାଚାର 18:16
କିନ୍ତୁ ଯୀଶୁ ସହେି େଛାଟ ପିଲାମାନଙ୍କୁ ପାଖକୁ ଡାକିଲେ। ସେ ତାହାଙ୍କ ଶିଷ୍ଯମାନଙ୍କୁ କହିଲେ, େଛାଟ ପିଲାମାନେ ମାେ ପାଖକୁ ଆସନ୍ତୁ। ସମାନଙ୍କେୁ ଅଟକାଅ ନାହିଁ। କାରଣ ଯେଉଁ ଲୋକମାନେ ଏହି େଛାଟ ପିଲାମାନଙ୍କ ଭଳ ହାଇେଥିବେ, କବଳେ ସହେିମାନେ ପରମେଶ୍ବରଙ୍କ ରାଜ୍ଯର ଅଧିକାରୀ ହବେେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 14:20
ଭାଇ ଓ ଭଉଣୀମାନେ, ବୁଦ୍ଧି ରେ ପିଲାମାନଙ୍କ ପରି ହୁଅନାହିଁ ବରଂ ମନ୍ଦ ବିଷୟ ରେ ଶିଶୁ ପରି ହୁଅ ଓ ବୁଦ୍ଧି ରେ ପୂର୍ଣ୍ଣ ବୟସ୍କ ହୁଅ।

ଆଦି ପୁସ୍ତକ 17:7
ମୁଁ ତୁମ୍ଭ ସହିତ ଏକ ଚୁକ୍ତି କରିବି। ସହେି ଚୁକ୍ତି ମଧ୍ଯ ତୁମ୍ଭର ବଂଶଧରମାନଙ୍କ ପାଇଁ ହବେ। ଏହି ଚୁକ୍ତି ଅନନ୍ତକାଳସ୍ଥାଯୀ ହବେ। ତହିଁରେ ମୁଁ ତୁମ୍ଭର ଓ ତୁମ୍ଭ ଭବିଷ୍ଯତ୍ ବଂଶଧରମାନଙ୍କର ପରମେଶ୍ବର ହବେି।

ପ୍ରଥମ ଶାମୁୟେଲ 1:24
ଏହାପରେ ସେ ତାହାକକ୍ସ୍ଟ ସ୍ତନପାନ ତ୍ଯାଗ କରାଇଲା ଓ ତିନି ଗୋବତ୍ସ ଓ ଏକ ଐଫା ମଇଦା ଓ ଏକ ବୋତଲ ଦ୍ରାକ୍ଷାରସ ତା' ସହିତ ପିଲାଟିକକ୍ସ୍ଟ ଶୀଲୋସ୍ଥିତ ସଦାପ୍ରଭୁଙ୍କ ଗୃହକକ୍ସ୍ଟ ଆଣିଲା। ଯେ ତବେଳେ ବାଳକଟି େଛାଟ ଥିଲା।

ପ୍ରଥମ ଶାମୁୟେଲ 1:22
କିନ୍ତୁ ହାନ୍ନା ଗଲାନାହିଁ, ଏବଂ ସେ ଆପଣା ସ୍ବାମୀକକ୍ସ୍ଟ କହିଲା, ବାଳକ ସ୍ତନପାନ ଛାଡିଲା ପରେ ମୁ ତାକକ୍ସ୍ଟ ନଇୟିବେି। ତା'ପରେ ସେ ସଦାପ୍ରଭୁଙ୍କର ସାକ୍ଷାତ ରେ ଉପସ୍ଥିତ ହବେ ଓ ସଠାେରେ ସର୍ବଦା ରହିବ।

ପ୍ରଥମ ଶାମୁୟେଲ 1:11
ସେ ଏହା କହି ପରମେଶ୍ବରଙ୍କ ନିକଟରେ ପ୍ରତିଜ୍ଞା କଲା, ସର୍ବଶକ୍ତିମାନ ସଦାପ୍ରଭୁ ଯଦି ତୁମ୍ଭେ ଦେଖକ୍ସ୍ଟଥାଅ ମୁ କେତେ ଦକ୍ସ୍ଟଃଖି, ଯଦି ତୁମ୍ଭେ ତୁମ୍ଭର ସବେକକକ୍ସ୍ଟ ମନେ ରଖିଥାଅ, ତବେେ ମାେତେ ଏକ ପକ୍ସ୍ଟତ୍ର ଦିଅ। ତା' ହେଲେ ମୁ ସହେି ପକ୍ସ୍ଟତ୍ରଟିକକ୍ସ୍ଟ ସଦାପ୍ରଭୁଙ୍କଠା ରେ ଉତ୍ସର୍ଗ କରିବି। ସେ ତା'ର ଜୀବନସାରା ତୁମ୍ଭର ସବୋ କରିବ। ସେ ଦ୍ରାକ୍ଷାରସ ଏବଂ ସକ୍ସ୍ଟରା ନାସରୀଯ ତକ୍ସ୍ଟଲ୍ଯ ପିଇବ ନାହିଁ ଏବଂ ତା'ର ବାଳ କାଟିବାପାଇଁ କୌଣସି କ୍ଷକ୍ସ୍ଟର ତା'ର ମକ୍ସ୍ଟଣ୍ତ ରେ ସ୍ପର୍ଶ କରିବ ନାହିଁ।

ବିଚାରକର୍ତାମାନଙ୍କ ବିବରଣ 13:7
କିନ୍ତୁ ସେ ମାେତେ କହିଲେ, 'ତକ୍ସ୍ଟମେ ଗର୍ଭବତୀ ହବେ ଏବଂ ଏକ ପକ୍ସ୍ଟତ୍ର ସନ୍ତାନ ଜନ୍ମ ଦବେ। ତେଣୁ ତକ୍ସ୍ଟମେ ଦ୍ରାକ୍ଷାରସ କିମ୍ବା ମାଦକ ଦ୍ରବ୍ଯ ସବେନ କରିବା ଉଚିତ୍ ନକ୍ସ୍ଟହଁ କିମ୍ବା ଅଶକ୍ସ୍ଟଚି ଖାଦ୍ୟ ଖାଇବା ଉଚିତ୍ ନକ୍ସ୍ଟହଁ। କାରଣ ଶିଶକ୍ସ୍ଟଟିକକ୍ସ୍ଟ ପରମେଶଓରଙ୍କୁ ସମର୍ପଣ କରାୟିବ। ସେ ଜନ୍ମରକ୍ସ୍ଟ ମରଣ ପର୍ୟ୍ଯନ୍ତ ପରମେଶ୍ବରଙ୍କର ନାସନୀଯ ହବେ।'

ଆଦି ପୁସ୍ତକ 17:24
ଅବ୍ରହାମ ଅନେଶ୍ବତ ବର୍ଷ ବଯସ ରେ ସୁନ୍ନତ ହେଲେ।

ପିତରଙ୍କ ପ୍ରଥମ ପତ୍ 2:1
ଅନ୍ୟ ଲୋକମାନଙ୍କୁ ଆଘାତ କଲାଭଳି କୌଣସି କାମ କର ନାହିଁ। ମିଛ କୁହ ନାହିଁ, ଲୋକଙ୍କୁ ଠକ ନାହିଁ, ଈର୍ଷାନ୍ବିତ ହୁଅ ନାହିଁ, ଲୋକମାନଙ୍କର ନିନ୍ଦା କର ନାହିଁ। ନିଜ ଜୀବନରୁ ଏଗୁଡ଼ିକୁ ଦୂର କର।

ମାର୍କଲିଖିତ ସୁସମାଚାର 10:14
ଏହା ଦେଖି ଯୀଶୁ ବହୁତ ରାଗିଗଲେ। ଯୀଶୁ ଶିଷ୍ଯମାନଙ୍କୁ କହିଲେ, େଛାଟ େଛାଟ ପିଲାମାନେ ମାେ ପାଖକୁ ଆସନ୍ତୁ। ସମାନଙ୍କେୁ ଅଟକାଅ ନାହିଁ। କାରଣ ପରମେଶ୍ବରଙ୍କ ରାଜ୍ଯ ଏହି ପିଲାମାନଙ୍କ ଭଳି ସରଳ ଲୋକମାନଙ୍କର ଅଟେ।

ମାଥିଉଲିଖିତ ସୁସମାଚାର 11:25
ସେତବେେଳେ ଯୀଶୁ କହିଲେ, ହେ ପରମପିତା, ତୁମ୍ଭେ ସ୍ବର୍ଗ ଓ ପୃଥିବୀର ପ୍ରଭୁ। ତୁମ୍ଭେ ଏହିସବୁ ବିଷୟ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କ ନିକଟରୁ ଲୁଚାଇ ରଖି ପିଲାଙ୍କ ଭଳି ସରଳ ଲୋକଙ୍କ ନକଟ ରେ ସଗେୁଡିକୁ ପ୍ରକାଶ କରିଛ। ଏଥିପାଇଁ ମୁଁ ତୁମ୍ଭର ସ୍ତୁତି କରୁଛି।

ପ୍ରଥମ ଶାମୁୟେଲ 2:18
ସେ ସମୟରେ ବାଳକ ଶାମକ୍ସ୍ଟଯଲେ ଶକ୍ସ୍ଟକ୍ଲ ଏଫୋଦ ପିନ୍ଧି ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ପରିଚର୍ୟ୍ଯା କଲେ।

ଆଦି ପୁସ୍ତକ 21:4
ଅବ୍ରହାମ ପରମେଶ୍ବରଙ୍କ ନିର୍ଦ୍ଦେଶ ଅନୁସାରେ ଇସ୍ହାକକୁ ଠିକ୍ ଆଠଦିନପରେ ସୁନ୍ନତ କଲେ।