ମାଥିଉଲିଖିତ ସୁସମାଚାର 16:23 in Oriya

ଓଡିଆ ଓଡିଆ ବାଇବେଲ ମାଥିଉଲିଖିତ ସୁସମାଚାର ମାଥିଉଲିଖିତ ସୁସମାଚାର 16 ମାଥିଉଲିଖିତ ସୁସମାଚାର 16:23

Matthew 16:23
ଯୀଶୁ ବୁଲିପଡି ପିତରଙ୍କୁ କହିଲେ, ଶୟତାନ! ମାେ ପାଖରୁ ଚାଲିଯାଅ। ତୁମ୍ଭେ ମାେ ପାଇଁ ଗୋଟିଏ ବିଘ୍ନ। ତୁମ୍ଭେ ପରମେଶ୍ବରଙ୍କ ନିୟମକୁ ଖାତିର୍ କରୁନାହଁ। ଲୋକମାନେ ଯାହାକୁ ସହତ୍ତ୍ବପୂର୍ଣ୍ଣ ବୋଲି ଭାବନ୍ତି, ତୁମ୍ଭମାନେେ ମଧ୍ଯ ସହେିଭଳି ଭାବୁଛ।

Matthew 16:22Matthew 16Matthew 16:24

Matthew 16:23 in Other Translations

King James Version (KJV)
But he turned, and said unto Peter, Get thee behind me, Satan: thou art an offence unto me: for thou savourest not the things that be of God, but those that be of men.

American Standard Version (ASV)
But he turned, and said unto Peter, Get thee behind me, Satan: thou art a stumbling-block unto me: for thou mindest not the things of God, but the things of men.

Bible in Basic English (BBE)
But he, turning to Peter, said, Get out of my way, Satan: you are a danger to me because your mind is not on the things of God, but on the things of men.

Darby English Bible (DBY)
But turning round, he said to Peter, Get away behind me, Satan; thou art an offence to me, for thy mind is not on the things that are of God, but on the things that are of men.

World English Bible (WEB)
But he turned, and said to Peter, "Get behind me, Satan! You are a stumbling-block to me, for you are not setting your mind on the things of God, but on the things of men."

Young's Literal Translation (YLT)
and he having turned, said to Peter, `Get thee behind me, adversary! thou art a stumbling-block to me, for thou dost not mind the things of God, but the things of men.'

But
hooh
he
δὲdethay
turned,
στραφεὶςstrapheisstra-FEES
and
said
εἶπενeipenEE-pane

τῷtoh
unto
Peter,
ΠέτρῳpetrōPAY-troh
Get
ὝπαγεhypageYOO-pa-gay
behind
thee
ὀπίσωopisōoh-PEE-soh
me,
μουmoumoo
Satan:
Σατανᾶ·satanasa-ta-NA
thou
art
σκάνδαλονskandalonSKAHN-tha-lone
an
offence
μου,moumoo
me:
unto
εἶeiee
for
ὅτιhotiOH-tee
thou
savourest
οὐouoo
not
φρονεῖςphroneisfroh-NEES
the
τὰtata
things
τοῦtoutoo
God,
of
be
that
θεοῦtheouthay-OO
but
ἀλλὰallaal-LA
those
τὰtata
that
τῶνtōntone
be
of
men.
ἀνθρώπωνanthrōpōnan-THROH-pone

Cross Reference

କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:2
ସବୁବେଳେ ସହେି ସ୍ବର୍ଗର ବିଷୟଗୁଡ଼ିକ ଅନ୍ବଷେଣ କର, ମର୍ତ୍ତ୍ଯର ବିଷୟଗୁଡ଼ିକ ପାଇଁ ନୁହେଁ।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:19
ସମାନେେ ଯେପରି ଜୀବନ-ଯାପନ କରୁଛନ୍ତି, ତା'ର ପରିଣତି ବିନାଶ ଅଟେ। ସମାନେେ ପରମେଶ୍ବରଙ୍କୁ ସବୋ କରିବା ପରିବର୍ତେ ନିଜକୁ ଖୁସି କରିବା ପାଇଁ ବଞ୍ଚିଛନ୍ତି। ସମାନେେ ଲଜ୍ଜାଜନକ କାର୍ୟ୍ଯ କରନ୍ତି ଓ ସଗେୁଡ଼ିକ ପାଇଁ ଗର୍ବ କରନ୍ତି ଓ ସମାନେେ କବଳେ ପାର୍ଥିବ ବସ୍ତୁଗୁଡ଼ିକର ଚିନ୍ତା କରନ୍ତି।

ମାର୍କଲିଖିତ ସୁସମାଚାର 8:33
ଯୀଶୁ ପଛ ପଟକୁ ବୁଲି ଶିଷ୍ଯମାନଙ୍କ ଉପରେ ଦୃଷ୍ଟି ପକାଇଲେ ଏବଂ ପିତରଙ୍କୁ ସମାଲୋଚନା କରି କହିଲେ, ଶୟତାନ, ମାଠାରୁେ ଦୂର ହୁଅ। ତୁମ୍ଭ ପରମେଶ୍ବରଙ୍କ ବିଚାର ଭଳି ବିଚାର କରୁନାହିଁ, ଲୋକମାନେ ଯେଉଁ ଭଳି ବିଗ୍ଭର କରୁଛନ୍ତି, ତୁମ୍ଭେ ସହେି ଭଳି ଭାବୁଛ।

ମାଥିଉଲିଖିତ ସୁସମାଚାର 4:10
ଯୀଶୁ ତାକୁ କହିଲେ, ଶୟତାନ, ମାେ ପାଖରୁ ଦୂରହୁଅ। କାରଣ ଶାସ୍ତ୍ର ରେ ଲଖାେଅଛି:

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:5
ଯେଉଁ ଲୋକମାନେ ତାହାଙ୍କର ପାପପୂର୍ଣ ଶରୀର ଅନୁସାରେ ଜୀବନ ଯାପନ କରନ୍ତି, ସମାନେେ ସବୁବେଳେ ତାହାଙ୍କ ପାପପୂର୍ଣ କଥା ଅନୁସାରେ ଚିନ୍ତା କରନ୍ତି। କିନ୍ତୁ ଯେଉଁ ଲୋକମାନେ ଆତ୍ମା ଅନୁସାରେ ଜୀବନ ଯାପନ କରନ୍ତି, ସମାନେେ ସର୍ବଦା ଆତ୍ମା ଅନୁସାରେ ଚିନ୍ତା କରନ୍ତି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 2:14
ଯେଉଁଲୋକ ଆଧ୍ଯାତ୍ମିକ ନୁହେଁ, ସେ ପରମେଶ୍ବରଙ୍କ ଆତ୍ମିକ ସତ୍ଯଗୁଡ଼ିକୁ ଗ୍ରହଣ କରେ ନାହିଁ। ସେ ଏହିସବୁ ବିଷୟଗୁଡ଼ିକୁ ମୁର୍ଖାମୀ ବୋଲି ଭାବେ। ସେ ଆତ୍ମାର ସତ୍ଯଗୁଡ଼ିକୁ ବୁଝିପା ରେ ନାହିଁ, କାରଣ ସଗେୁଡ଼ିକୁ କବଳେ ଆଧ୍ଯାତ୍ମିକ ଭାବରେ ବିଚାର କରି ହବେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 14:21
ଯଦି ତୁମ୍ଭର ଭାଇ ବା ଭଉଣୀକୁ ତୁମ୍ଭର ଖାଇବା ଓ ପିଇବା ଦ୍ବାରା, ପାପକର୍ମ କରିବାକୁ ବାଧ୍ଯ କରେ, ତା ହେଲେ ତୁମ୍ଭେ ମାଂସ ନଖାଇବା ଓ ଦ୍ରାକ୍ଷାରସ ନ ପିଇବା ଅଧିକ ଭଲ। ଏପରି କୌଣସି କାମ କରିବା ଉଚିତ ନୁହେଁ ଯଦି ତାହା ତୁମ୍ଭ ଭାଇ ବା ଭଉଣୀଙ୍କୁ ପାପ କରିବା ପାଇଁ ସୁଯୋଗ ଦିଏ।

ଯୋହନଲିଖିତ ସୁସମାଚାର 6:70
ଯୀଶୁ ଉତ୍ତର ଦେଲେ, ମୁଁ ତୁମ୍ଭ ବାରଜଣଙ୍କୁ ମନୋନୀତ କଲି। କିନ୍ତୁ ତୁମ୍ଭ ଭିତରୁ ଜଣେ ଶୟତାନ।

ଲୂକଲିଖିତ ସୁସମାଚାର 4:8
ଯୀଶୁ ଉତ୍ତର ଦେଲେ, ଶାସ୍ତ୍ର ରେ ଲଖାେଅଛି:

ଯିଖରିୟ 3:1
ସଦାପ୍ରଭୁ ସ୍ବର୍ଗଦୂତ ମହାୟାଜକ ଯିହାଶୂେୟଙ୍କୁ ମାେତେ ଦଖାଇେଲେ। ଯିହାଶୂେୟ ସଦାପ୍ରଭୁଙ୍କ ସ୍ବର୍ଗଦୂତଙ୍କ ସମ୍ମୁଖ ରେ ଓ ଶଇତାନ ଯିହାଶୂେୟଙ୍କ ଦକ୍ଷିଣ ପାଶର୍‌ବ ରେ ଛିଡା ହାଇେଥିଲେ। ତାଙ୍କୁ ଦୋଷ ଦବୋକୁ ଶଯତାନ ସଠାେ ରେ ଉପସ୍ଥିତ ଥିଲେ।

ଯିଶାଇୟ 8:14
ଯଦି ତୁମ୍ଭେ ସଦାପ୍ରଭୁଙ୍କୁ ସମ୍ମାନ ଏବଂ ଭକ୍ତି କରିବ ଏବଂ ପବିତ୍ର ରେ ତାଙ୍କୁ ଗ୍ରହଣ କର, ତବେେ ସେ ତୁମ୍ଭର ଏକମାତ୍ର ଆଶ୍ରଯ ସ୍ଥାନ ହବେେ। କିନ୍ତୁ ତୁମ୍ଭେ ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶକ ନୁହଁ। ତେଣୁ ସେ ପଥର ସଦୃଶ ଯାହା ଜଣେ ଝୁଣ୍ଟିପଡ଼େ, ୟିରୁଶାଲମ ଲୋକମାନଙ୍କ ପାଇଁ ଗୋଟିଏ ୟନ୍ତା ଓ ଫାଶ।

ପ୍ରଥମ ବଂଶାବଳୀ 21:1
ଶଯତାନ ଇଶ୍ରାୟେଲର ବିରୁଦ୍ଧ ରେ ଛିଡ଼ା ହେଲା। ଶଯତାନ ଇଶ୍ରାୟେଲ ଲୋକମାନଙ୍କୁ ଗଣନା କରିବା ନିମନ୍ତେ ସେ ଦାଉଦଙ୍କୁ ପ୍ରବର୍ତ୍ତାଇଲା।

ଦିତୀୟ ଶାମୁୟେଲ 19:22
ଦାଉଦ କହିଲଲ, ସହ ସରକ୍ସ୍ଟଯାର ପକ୍ସ୍ଟତ୍ର, ତୁମ୍ଭମାନଙ୍କ ସହିତ ମୁ କ'ଣ କରିବି? ଆଜି ତୁମ୍ଲଭମାଲନସମାର ବିରକ୍ସ୍ଟଦ୍ଧସର ଅଛ। ଇଶ୍ରାଲୟଲସରସକୗଣସିସଲାକକୁ ମୃତକ୍ସ୍ଟ୍ଯ ଦଣ୍ତ ଦିଆୟିବ ନାହିଁ। ଆଜି ମୁ ଜାଲଣସଯ ମୁ ଇଶ୍ରାଲୟଲ ଉପଲର ରାଜା ଅଲଟ।

ଆଦି ପୁସ୍ତକ 3:17
ଏହାପର ସଦାପ୍ରଭୁ ପରମେଶ୍ବର ମନୁଷ୍ଯକୁ କହିଲେ, ମୁଁ ତୁମ୍ଭକୁ ସହେି ବୃକ୍ଷର ଫଳ ନ ଖାଇବା ପାଇଁ ନିର୍ଦ୍ଦେଶ ଦଇେଥିଲି କିନ୍ତୁ ତୁମ୍ଭେ ତୁମ୍ଭର ସ୍ତ୍ରୀଙ୍କ କଥା ଶୁଣିଲ ଏବଂ ସହେି ଫଳ ଖାଇଲ। ତେଣୁ ତୁମ୍ଭ ଯୋଗୁଁ ଭୂମି ଶାପଗ୍ରସ୍ଥ ହେଲା, ତୁମ୍ଭେ ତୁମ୍ଭର ୟାବଜ୍ଜୀବନ କ୍ଲେଶ ରେ ତହିଁରୁ ଭକ୍ଷ କରିବ।

ଆଦି ପୁସ୍ତକ 3:1
ସଦାପ୍ରଭୁ ପରମେଶ୍ବରଙ୍କର ସୃଷ୍ଟି କରିଥିବା ପ୍ରାଣୀମାନଙ୍କ ମଧିଅରେ ସର୍ପ ସମସ୍ତଙ୍କଠାରୁ ଚ଼ତୁର ଥିଲା। ସର୍ପଟି ସ୍ତ୍ରୀ ଲୋକଟିକୁ କହିଲା, ଏହା କ'ଣ ସତ୍ଯ ଯେ ପରମେଶ୍ବର ଉଦ୍ୟାନର କୌଣସି ବୃକ୍ଷର ଫଳ ନଖାଇବା ପାଇଁ ତୁମ୍ଭଙ୍କୁ କହିଲେ?

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 11:14
ଏହା ଆମ୍ଭକୁ ଆଶ୍ଚର୍ୟ୍ଯ ଲାଗୁ ନାହିଁ। କାରଣ ଏପରି କି ଶୟତାନ ନିଜେ ମଧ୍ଯ ତଜେସ୍ବୀ ସ୍ବର୍ଗଦୂତର ରୂପ ଧାରଣ କରେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 14:13
ତା ହେଲେ ଆମ୍ଭେ ଏକା ରକେକୁ ଦୋଷ ଦବୋ ବନ୍ଦ କରିବା ଉଚିତ। ଆମ୍ଭେ ଏପରି ସଂକଳ୍ପ ନବୋ ଦରକାର, ଯେପରି ଆମ୍ଭର କାର୍ୟ୍ଯ ଦ୍ବାରା ନିଜ ଭାଇ କି ଭଉଣୀ ପାପରେ ପଡିବେ ନାହିଁ।

ମାଥିଉଲିଖିତ ସୁସମାଚାର 18:7
ଏହି ପୃଥିବୀ ରେ ପାପ କରୁଥିବା ଲୋକମାନଙ୍କ ପାଇଁ ମୁଁ ଦୁଃଖ ଅନୁଭବ କରୁଛି। ଏସବୁ ଘଟଣା ନିଶ୍ଚୟ ଘଟିବ। କିନ୍ତୁ ଯେଉଁ ଲୋକ ଏସବୁ ଘଟଣା ଘଟିବାର କାରଣ ହୁଏ, ତାହା ପାଇଁ ଏହା ବହୁତ ଖରାପ ହବେ।