Index
Full Screen ?
 

ମାଥିଉଲିଖିତ ସୁସମାଚାର 13:28

மத்தேயு 13:28 ଓଡିଆ ବାଇବେଲ ମାଥିଉଲିଖିତ ସୁସମାଚାର ମାଥିଉଲିଖିତ ସୁସମାଚାର 13

ମାଥିଉଲିଖିତ ସୁସମାଚାର 13:28
ସେ ସମାନଙ୍କେୁ କହିଲେ, 'ଏହା କୌଣସି ଶତୃର କାର୍ୟ୍ଯ।'


hooh
He
δὲdethay
said
ἔφηephēA-fay
unto
them,
αὐτοῖςautoisaf-TOOS
enemy
An
Ἐχθρὸςechthrosake-THROSE
hath
done
ἄνθρωποςanthrōposAN-throh-pose

τοῦτοtoutoTOO-toh
this.
ἐποίησενepoiēsenay-POO-ay-sane

οἱhoioo
The
δὲdethay
servants
δοῦλοιdouloiTHOO-loo
said
εἶπονeiponEE-pone
unto
him,
αὐτῷautōaf-TOH
Wilt
ΘέλειςtheleisTHAY-lees
thou
then
οὖνounoon
go
we
that
ἀπελθόντεςapelthontesah-pale-THONE-tase
and
gather
up?
συλλέξωμενsyllexōmensyool-LAY-ksoh-mane
them
αὐτάautaaf-TA

Cross Reference

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 5:3
ମୁଁ ସ୍ବଶରୀର ରେ ତୁମ୍ଭମାନଙ୍କ ପାଖ ରେ ନାହିଁ କିନ୍ତୁ ଆତ୍ମା ରେ ତୁମ୍ଭମାନଙ୍କ ସହିତ ଅଛି, ଓ ଯେଉଁଲୋକ ଏହି ପାପକର୍ମ କରିଛି, ମୁଁ ତୁମ୍ଭ ସହିତ ଥିଲେ ତାହାର ଯେପରି ବିଚାର କରିଥାଆନ୍ତି, ସପରେି ମୁଁ ବିଚାର କରି ସାରିଛି।

ଲୂକଲିଖିତ ସୁସମାଚାର 9:49
ଯୋହନ କହିଲେ, ଗୁରୁ, ଆମ୍ଭମାନେେ ଜଣେ ଲୋକକୁ ଆପଣଙ୍କ ନାମ ନଇେ ଭୂତମାନଙ୍କୁ ଲୋକଙ୍କ ଦହରେୁ ତଡି ଦେଉଥିବାର ଦେଖିଲୁ। ଆମ୍ଭମାନେେ ତାହାକୁ ଏସବୁ ବନ୍ଦ କରିବାକୁ କହିଲୁ। କାରଣ ସେ ଆମ୍ଭ ଶିଷ୍ଯମାନଙ୍କ ଗୋଷ୍ଠୀର ଲୋକ ନୁହେଁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 2:6
ଏହି ଲୋକକୁ ତୁମ୍ଭମାନେେ ମିଶି ଯାହା ଦଣ୍ଡ ଦଇେଛ, ତାହା ୟଥେଷ୍ଟ ହେଲାଣି।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:14
ପରସ୍ପର ଶାନ୍ତି ରେ ରୁହ। ଯେଉଁମାନେ କାମ କରୁ ନାହାଁନ୍ତି, ଭାଇ ଓ ଭଉଣୀମାନେ, ସମାନଙ୍କେୁ ସତର୍କ କରିଦିଅ। ଯେଉଁମାନେ ଭୟ ରେ ଅଛନ୍ତି, ସମାନଙ୍କେୁ ଉତ୍ସାହିତ କର। ଦୁର୍ବଳ ଲୋକଙ୍କୁ ସାହାୟ୍ଯ କର। ପ୍ରେତ୍ୟକକ ଲୋକ ପାଇଁ ର୍ଧୈୟ୍ଯବାନ ହୁଅ।

ଯିହୂଦାଙ୍କ ପତ୍ର 1:22
ସନ୍ଦହେ ରେ ପଡ଼ିଥିବା ଲୋକମାନଙ୍କୁ ସାହାୟ୍ଯ କର।

Chords Index for Keyboard Guitar