ମାଥିଉଲିଖିତ ସୁସମାଚାର 12:1 in Oriya

ଓଡିଆ ଓଡିଆ ବାଇବେଲ ମାଥିଉଲିଖିତ ସୁସମାଚାର ମାଥିଉଲିଖିତ ସୁସମାଚାର 12 ମାଥିଉଲିଖିତ ସୁସମାଚାର 12:1

Matthew 12:1
ପ୍ରାୟ ସହେି ସମୟରେ ଯୀଶୁ ବିଶ୍ରାମଦିବସ ରେ ଶସ୍ଯକ୍ଷେତ୍ର ଦଇେ ଯାଉଥିଲେ। ଯୀଶୁଙ୍କ ଶିଷ୍ଯମାନେ ତାହାଙ୍କ ସହିତ ଥିଲେ। ତାହାଙ୍କର ଶଷ୍ଯମାନଙ୍କୁ ଭୋକ ଲାଗିଲା। ସମାନେେ କେତକେ ଗହମ କେଣ୍ଡା ଛିଣ୍ଡଇେ ଖାଇବାକୁ ଲାଗିଲେ।

Matthew 12Matthew 12:2

Matthew 12:1 in Other Translations

King James Version (KJV)
At that time Jesus went on the sabbath day through the corn; and his disciples were an hungred, and began to pluck the ears of corn and to eat.

American Standard Version (ASV)
At that season Jesus went on the sabbath day through the grainfields; and his disciples were hungry and began to pluck ears and to eat.

Bible in Basic English (BBE)
At that time Jesus went through the fields on the Sabbath day; and his disciples, being in need of food, were taking the heads of grain.

Darby English Bible (DBY)
At that time Jesus went on the sabbath through the cornfields; and his disciples were hungry, and began to pluck the ears and to eat.

World English Bible (WEB)
At that time, Jesus went on the Sabbath day through the grain fields. His disciples were hungry and began to pluck heads of grain and to eat.

Young's Literal Translation (YLT)
At that time did Jesus go on the sabbaths through the corn, and his disciples were hungry, and they began to pluck ears, and to eat,

At
Ἐνenane
that
ἐκείνῳekeinōake-EE-noh

τῷtoh
time
καιρῷkairōkay-ROH

ἐπορεύθηeporeuthēay-poh-RAYF-thay
Jesus
hooh
went
on
Ἰησοῦςiēsousee-ay-SOOS
the
τοῖςtoistoos
sabbath
day
σάββασινsabbasinSAHV-va-seen
through
διὰdiathee-AH
the
τῶνtōntone
corn;
σπορίμων·sporimōnspoh-REE-mone

οἱhoioo
and
δὲdethay
his
μαθηταὶmathētaima-thay-TAY
disciples
αὐτοῦautouaf-TOO
were
an
hungred,
ἐπείνασανepeinasanay-PEE-na-sahn
and
καὶkaikay
began
ἤρξαντοērxantoARE-ksahn-toh
pluck
to
τίλλεινtilleinTEEL-leen
the
ears
of
corn,
στάχυαςstachyasSTA-hyoo-as
and
καὶkaikay
to
eat.
ἐσθίεινesthieinay-STHEE-een

Cross Reference

ଦିତୀୟ ବିବରଣ 23:25
ତୁମ୍ଭେ ଆପଣା ପ୍ରତିବେଶୀର ବଢନ୍ତା ଶସ୍ଯ କ୍ଷେତ୍ରକକ୍ସ୍ଟ ଗଲେ ଆପଣା ହାତ ରେ ଶାଁଷା ଛିଣ୍ତାଇ ଖାଇ ପାରିବ, ମାତ୍ର ତୁମ୍ଭେ ଆପଣା ପ୍ରତିବେଶୀର ଶସ୍ଯ କାଟି ଆଣିପାରିବ ନାହିଁ।

ମାର୍କଲିଖିତ ସୁସମାଚାର 2:23
ବିଶ୍ରାମ ଦିବସ ରେ ଯୀଶୁ ଶସ୍ଯ-କ୍ଷେତ୍ର ଦଇେ ଯାଉଥିଲେ। ତାହାଙ୍କ ଶିଷ୍ଯମାନେ ମଧ୍ଯ ତାହାଙ୍କ ସହିତ ଯାଉଥିଲେ। ଯାଉ ଯାଉ ତାହାଙ୍କ ଶିଷ୍ଯମାନେ ଖାଇବା ପାଇଁ ଶସ୍ଯକ୍ଷେତ୍ରରୁ ଶସ୍ଯ-କେଣ୍ଡା ଛିଣ୍ଡାଇଲେ।

ଲୂକଲିଖିତ ସୁସମାଚାର 6:1
ଥରେ ବିଶ୍ରାମବାର ରେ ଯୀଶୁ ଶସ୍ଯ କ୍ଷେତ୍ର ଦଇେ ଯାଉଥିଲେ। ତାହାଙ୍କର ଶିଷ୍ଯମାନେ କେତକେ ଶସ୍ଯ ଛିଣ୍ଡାଇଲେ ଓ ତାହାକୁ ଦୁଇ ହାତ ରେ ଦଳିଲେ ଏବଂ ଖାଇଲେ।