ମାଥିଉଲିଖିତ ସୁସମାଚାର 11:14 in Oriya

ଓଡିଆ ଓଡିଆ ବାଇବେଲ ମାଥିଉଲିଖିତ ସୁସମାଚାର ମାଥିଉଲିଖିତ ସୁସମାଚାର 11 ମାଥିଉଲିଖିତ ସୁସମାଚାର 11:14

Matthew 11:14
ଯଦି ତୁମ୍ଭେ ସମାନଙ୍କେ ଭବିଷ୍ଯଦ୍ବାଣୀ ବିଶ୍ବାସ କରିବାକୁ ଇଚ୍ଛା କରୁଛ ତବେେ ଶୁଣ: ଯେଉଁ ଏଲିୟ ଆସିବେ ବୋଲି ସମାନେେ ଭବିଷ୍ଯଦ୍ବାଣୀ କରିଥିଲେ, ସେ ହେଉଛନ୍ତି ଏହି ଯୋହନ।

Matthew 11:13Matthew 11Matthew 11:15

Matthew 11:14 in Other Translations

King James Version (KJV)
And if ye will receive it, this is Elias, which was for to come.

American Standard Version (ASV)
And if ye are willing to receive `it,' this is Elijah, that is to come.

Bible in Basic English (BBE)
And if you are able to see it, this is Elijah who was to come.

Darby English Bible (DBY)
And if ye will receive it, this is Elias, who is to come.

World English Bible (WEB)
If you are willing to receive it, this is Elijah, who is to come.

Young's Literal Translation (YLT)
and if ye are willing to receive `it', he is Elijah who was about to come;

And
καὶkaikay
if
εἰeiee
ye
will
θέλετεtheleteTHAY-lay-tay
receive
δέξασθαι,dexasthaiTHAY-ksa-sthay
it,
this
αὐτόςautosaf-TOSE
is
ἐστινestinay-steen
Elias,
Ἠλίαςēliasay-LEE-as
which
hooh
was
for
μέλλωνmellōnMALE-lone
to
come.
ἔρχεσθαιerchesthaiARE-hay-sthay

Cross Reference

ମାର୍କଲିଖିତ ସୁସମାଚାର 9:11
ସମାନେେ ଯୀଶୁଙ୍କୁ ପଚାରିଲେ, ଧର୍ମଶାସ୍ତ୍ରୀମାନେ କାହିଁକି କହୁଛନ୍ତି ଯେ ଏଲିୟ ନିଶ୍ଚିତ ଭାବରେ ପ୍ରଥମେ ଆସିବେ?

ମାଥିଉଲିଖିତ ସୁସମାଚାର 17:10
ଯୀଶୁଙ୍କୁ ଶିଷ୍ଯମାନେ ପଚାରିଲେ, ତବେେ ଧର୍ମଶାସ୍ତ୍ରୀମାନେ କାହିଁକି କହୁଛନ୍ତି ଯେ ଖ୍ରୀଷ୍ଟଙ୍କ ପୂର୍ବରୁ ପ୍ରଥମେ ଏଲିୟ ନିଶ୍ଚୟ ଆସିବେ?

ମଲାଖୀ 4:5
ସଦାପ୍ରଭୁ କହିଲେ, ଦେଖ, ଭବିଷ୍ଯଦ୍ବକ୍ତା ଏଲିଯଙ୍କୁ ଆମ୍ଭେ ତୁମ୍ଭ ନିକଟକୁ ପଠାଇବା। ସଦାପ୍ରଭୁଙ୍କଠାରୁ ମହାନ୍ ଓ ଭୟଙ୍କର ବିଗ୍ଭର ଦିନ ଆସିବା ପୂର୍ବରୁ ସେ ଆସିବେ।

ଲୂକଲିଖିତ ସୁସମାଚାର 1:17
ଯୋହନ ନିଜେ ଅଗ୍ରଗାମୀ ରୂପେ ପ୍ରଭୁଙ୍କ ପୂର୍ବରୁ ଯିବେ। ସେ ଏଲିୟଙ୍କ ପରି ଶକ୍ତିଶାଳୀ ହବେେ। ସେ ଏଲିୟଙ୍କ ଆତ୍ମା ଲାଭ କରିବେ। ସେ ପିତାଗଣ ଓ ସନ୍ତାନମାନଙ୍କ ମଧିଅରେ ଶାନ୍ତି ସ୍ଥାପନ କରିବେ। ପରମେଶ୍ବରଙ୍କୁ ଅବଜ୍ଞା କରୁଥିବା ଅନକେ ଲୋକମାନଙ୍କୁ ଧାର୍ମିକମାନଙ୍କ ଦୃଷ୍ଟିର ଠିକ୍ ମାର୍ଗକୁ ସେ ନଇେ ଆସିବେ। ପ୍ରଭୁଙ୍କ ଆଗମନ ପାଇଁ ସେ ଲୋକମାନଙ୍କୁ ପ୍ରସ୍ତୁତ କରିବେ।

ଯିହିଜିକଲ 3:10
ଆହୁରି ପରମେଶ୍ବର ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ଆମ୍ଭେ ତୁମ୍ଭକୁ ଯାହା କହୁଛୁ ତୁମ୍ଭେ ସହେିସବୁ କଥା ଆପଣା ଅନ୍ତଃକରଣ ରେ ଗ୍ରହଣ କର ଓ ଆପଣା କର୍ଣ୍ଣ ରେ ଶ୍ରବଣ କର।

ଯିହିଜିକଲ 2:5
ସମାନେେ ବିଦ୍ରୋହୀ ବଂଶ, ସମାନେେ ତୁମ୍ଭ କଥା ଶୁଣନ୍ତୁ ବା ନ ଶୁଣନ୍ତୁ, ତୁମ୍ଭମାନେେ ଏହିସବୁ କଥା ନିଶ୍ଚଯ କହିବ, ଯାହା ଫଳ ରେ ସମାନେେ ଜାଣିବେ ଯେ, ସମାନଙ୍କେ ମଧିଅରେ ଜଣେ ଭବିଷ୍ଯତବକ୍ତା ପହଞ୍ଚିଛନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 20:4
ତା'ପରେ ମୁଁ ତିନୋଟି ସିଂହାସନ ଓ ତା'ଉପରେ ଲୋକମାନଙ୍କୁ ବସିଥିବାର ଦେଖିଲି। ସହେି ଲୋକମାନଙ୍କୁ ବିଚାର କରିବାର ଶକ୍ତି ଦିଆଯାଇଥିଲା। ଯୀଶୁଙ୍କ ପାଇଁ ସାକ୍ଷୀ ହବୋ ଓ ପରମେଶ୍ବରଙ୍କର ବାକ୍ଯ ପ୍ରଚାର କରିବା ହତେୁ ଯେଉଁମାନଙ୍କୁ ମାରି ଦିଆଯାଇଥିଲା, ମୁଁ ସହେି ଲୋକମାନଙ୍କର ଆତ୍ମାକୁ ଦେଖିଲି। ସହେି ଲୋକମାନେ ପଶୁକୁ କିମ୍ବା ତାହାର ପ୍ରତିମାକୁ ପୂଜା କରି ନ ଥିଲେ। ସମାନେେ ତାହାଙ୍କ କପାଳ ରେ ବା ହାତ ରେ ସହେି ପଶୁର ଚିହ୍ନ ଧାରଣ କରି ନ ଥିଲେ। ସମାନେେ ପୁନର୍ବାର ଜୀବିତ ହେଲେ ଓ ଖ୍ରୀଷ୍ଟଙ୍କ ସହିତ ଏକହଜାର ବର୍ଷ ପର୍ୟ୍ଯନ୍ତ ଶାସନ କଲେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 3:2
ସେତବେେଳେ ମୁଁ ତୁମ୍ଭକୁ ଗୁରୁପାକ ଖାଦ୍ୟ ନ ଦଇେ କ୍ଷୀର ଦଲେି। ଏପରି କରିବାର ଉଦ୍ଦେଶ୍ଯ ଯେ, ତୁମ୍ଭମାନେେ ଗୁରୁପାକ ଖାଦ୍ୟ ପାଇଁ ପ୍ରସ୍ତୁତ ନ ଥିଲ, ଏବେ ମଧ୍ଯ ତୁମ୍ଭମାନେେ ଗୁରୁପାକ ଖାଦ୍ୟ ପାଇଁ ପ୍ରସ୍ତୁତ ନୁହଁ।

ଯୋହନଲିଖିତ ସୁସମାଚାର 16:12
ମାରେ ତୁମ୍ଭମାନଙ୍କୁ କହିବା ପାଇଁ ବହୁତ କଥା ଅଛି। କିନ୍ତୁ େସତେ ମାତ୍ରା ରେ ସଗେୁଡିକ ବର୍ତ୍ତମାନ ତୁମ୍ଭେ ଗ୍ରହଣ କରିପାରିବ ନାହିଁ।

ଯୋହନଲିଖିତ ସୁସମାଚାର 1:21
ଯିହୂଦୀମାନେ ଯୋହନଙ୍କୁ ପଚାରିଲେ, ତାହାହେଲେ ତୁମ୍ଭେ କିଏ? ତୁମ୍ଭେ କ'ଣ ଏଲିୟ?