ଓଡ଼ିଆ ଓଡ଼ିଆ ବାଇବେଲ ମାର୍କଲିଖିତ ସୁସମାଚାର ମାର୍କଲିଖିତ ସୁସମାଚାର 6 ମାର୍କଲିଖିତ ସୁସମାଚାର 6:41 ମାର୍କଲିଖିତ ସୁସମାଚାର 6:41 ଚିତ୍ର English

ମାର୍କଲିଖିତ ସୁସମାଚାର 6:41 ଚିତ୍ର

ତା'ପରେ ଯୀଶୁ ପାଞ୍ଚଟି ରୋଟୀ ଦୁଇଟି ମାଛକୁ ଟକେି ସ୍ବର୍ଗ ଆଡକୁ ଚାହିଁ ପରମେଶ୍ବରଙ୍କୁ ରୋଟୀ ପାଇଁ ଧନ୍ଯବାଦ ଦେଲେ। ସେ ରୋଟୀ ଗୁଡିକୁ ଛିଣ୍ଡାଇ ଖଣ୍ଡ ଖଣ୍ଡ କରି ଶିଷ୍ଯମାନଙ୍କୁ ଲୋକମାନଙ୍କ ମଧିଅରେ ପରଶିବାକୁ ଦେଲେ। ତା'ପରେ ମାଛକୁ ମଧ୍ଯ ସେ ଖଣ୍ଡ-ଖଣ୍ଡ କଲେ ଲୋକଙ୍କ ମଧିଅରେ ସହେିଭଳି ବାଣ୍ଟି ଦେଲେ।
Click consecutive words to select a phrase. Click again to deselect.
ମାର୍କଲିଖିତ ସୁସମାଚାର 6:41

ତା'ପରେ ଯୀଶୁ ପାଞ୍ଚଟି ରୋଟୀ ଓ ଦୁଇଟି ମାଛକୁ ଟକେି ସ୍ବର୍ଗ ଆଡକୁ ଚାହିଁ ପରମେଶ୍ବରଙ୍କୁ ରୋଟୀ ପାଇଁ ଧନ୍ଯବାଦ ଦେଲେ। ସେ ରୋଟୀ ଗୁଡିକୁ ଛିଣ୍ଡାଇ ଖଣ୍ଡ ଖଣ୍ଡ କରି ଶିଷ୍ଯମାନଙ୍କୁ ଲୋକମାନଙ୍କ ମଧିଅରେ ପରଶିବାକୁ ଦେଲେ। ତା'ପରେ ମାଛକୁ ମଧ୍ଯ ସେ ଖଣ୍ଡ-ଖଣ୍ଡ କଲେ ଓ ଲୋକଙ୍କ ମଧିଅରେ ସହେିଭଳି ବାଣ୍ଟି ଦେଲେ।

ମାର୍କଲିଖିତ ସୁସମାଚାର 6:41 Picture in Oriya