ମାର୍କଲିଖିତ ସୁସମାଚାର 6:39 in Oriya

ଓଡିଆ ଓଡିଆ ବାଇବେଲ ମାର୍କଲିଖିତ ସୁସମାଚାର ମାର୍କଲିଖିତ ସୁସମାଚାର 6 ମାର୍କଲିଖିତ ସୁସମାଚାର 6:39

Mark 6:39
ଯୀଶୁ ଆଜ୍ଞା ଦେଲେ, ଲୋକମାନଙ୍କୁ ପଡିଆର ସବୁଜ ଘାସ ଉପରେ ଦଳ-ଦଳ କରି ବ ସଇେ ଦିଅ।

Mark 6:38Mark 6Mark 6:40

Mark 6:39 in Other Translations

King James Version (KJV)
And he commanded them to make all sit down by companies upon the green grass.

American Standard Version (ASV)
And he commanded them that all should sit down by companies upon the green grass.

Bible in Basic English (BBE)
And he made them all be seated in groups on the green grass.

Darby English Bible (DBY)
And he ordered them to make them all sit down by companies on the green grass.

World English Bible (WEB)
He commanded them that everyone should sit down in groups on the green grass.

Young's Literal Translation (YLT)
And he commanded them to make all recline in companies upon the green grass,

And
καὶkaikay
he
commanded
ἐπέταξενepetaxenape-A-ta-ksane
them
αὐτοῖςautoisaf-TOOS
down
all
make
to
ἀνακλῖναιanaklinaiah-na-KLEE-nay
sit
πάνταςpantasPAHN-tahs
by
companies
συμπόσιαsymposiasyoom-POH-see-ah

συμπόσιαsymposiasyoom-POH-see-ah
upon
ἐπὶepiay-PEE
the
τῷtoh
green
χλωρῷchlōrōhloh-ROH
grass.
χόρτῳchortōHORE-toh

Cross Reference

ପ୍ରଥମ ରାଜାବଳୀ 10:5
ରାଣୀ ରାଜାଙ୍କର ଟବୁଲ ରେ ଭିନ୍ନ ଖାଦ୍ୟଦ୍ରବ୍ଯ, ରାଜାଙ୍କର ଅଧିକାରୀଗଣ, ସମାନଙ୍କେର ସବୋ, ସମାନଙ୍କେ ବସ୍ତୁ, ରାଜାଙ୍କର କପ୍ ବାହକଗଣ ଓ ସଦାପ୍ରଭୁଙ୍କ ମନ୍ଦିର ରେ ରାଜା ଉତ୍ସର୍ଗ କରିଥିବା ନବୈେଦ୍ଯ ଦେଖି 'ସ୍ତମ୍ଭିଭୁତ ହାଇଗେଲେ।'

ଏଷ୍ଟର ବିବରଣ 1:5
ତେଣୁ ଏସବୁ ଦିନ ପରେ ରାଜା ସମସ୍ତ ଲୋକମାନଙ୍କୁ ଏକ ଭୋଜି ଦେଲେ, ମାନ୍ଯଗଣ ଓ ସାଧାରଣ ଲୋକ ଯେଉଁମାନେ ରାଜଧାନୀ ଶୂଶନ ରେ ଉପସ୍ଥିତ ଥିଲେ। ରାଜପୁରୀସ୍ଥ ଉଦ୍ୟାନ ରେ ସାତଦିନ ପର୍ୟ୍ଯନ୍ତ ଭୋଜି ଗ୍ଭଲିଲା।

ମାଥିଉଲିଖିତ ସୁସମାଚାର 15:35
ଯୀଶୁ ଲୋକମାନଙ୍କୁ ଭୂଇଁ ଉପରେ ବସିବାକୁ କହିଲେ:

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 14:33
ପରମେଶ୍ବର ବିଶୃଙ୍ଖଳାର ପରମେଶ୍ବର ନୁହଁନ୍ତି, କିନ୍ତୁ ସେ ଶାନ୍ତିର ପରମେଶ୍ବର ଅଟନ୍ତି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 14:40
ପ୍ରେତ୍ୟକକ କାମ ଠିକ୍ ଭାବରେ ଓ କ୍ରମାନୁସା ରେ କରିବା ଉଚିତ୍।