ମାର୍କଲିଖିତ ସୁସମାଚାର 14:48 in Oriya

ଓଡିଆ ଓଡିଆ ବାଇବେଲ ମାର୍କଲିଖିତ ସୁସମାଚାର ମାର୍କଲିଖିତ ସୁସମାଚାର 14 ମାର୍କଲିଖିତ ସୁସମାଚାର 14:48

Mark 14:48
ଯୀଶୁ ସହେି ଲୋକମାନଙ୍କୁ କହିଲେ, ମୁଁ କ'ଣ ଜଣେ ଅପରାଧୀ ଯେ ତୁମ୍ଭମାନେେ ଖଣ୍ଡା ଓ ଠେଙ୍ଗା ନଇେ ମାେତେ ଧରି ନବୋକୁ ଆସିଛ?

Mark 14:47Mark 14Mark 14:49

Mark 14:48 in Other Translations

King James Version (KJV)
And Jesus answered and said unto them, Are ye come out, as against a thief, with swords and with staves to take me?

American Standard Version (ASV)
And Jesus answered and said unto them, Are ye come out, as against a robber, with swords and staves to seize me?

Bible in Basic English (BBE)
And Jesus said to them, Have you come out as against a thief, with swords and sticks to take me?

Darby English Bible (DBY)
And Jesus answering said to them, Are ye come out as against a robber, with swords and sticks to take me?

World English Bible (WEB)
Jesus answered them, "Have you come out, as against a robber, with swords and clubs to seize me?

Young's Literal Translation (YLT)
And Jesus answering said to them, `As against a robber ye came out, with swords and sticks, to take me!

And
καὶkaikay

ἀποκριθεὶςapokritheisah-poh-kree-THEES
Jesus
hooh
answered
Ἰησοῦςiēsousee-ay-SOOS
and
said
εἶπενeipenEE-pane
them,
unto
αὐτοῖςautoisaf-TOOS
Are
ye
come
out,
Ὡςhōsose
as
ἐπὶepiay-PEE
against
λῃστὴνlēstēnlay-STANE
a
thief,
ἐξήλθετεexēltheteayks-ALE-thay-tay
with
μετὰmetamay-TA
swords
μαχαιρῶνmachairōnma-hay-RONE
and
καὶkaikay
with
staves
ξύλωνxylōnKSYOO-lone
to
take
συλλαβεῖνsyllabeinsyool-la-VEEN
me?
μεmemay

Cross Reference

ପ୍ରଥମ ଶାମୁୟେଲ 24:14
ଇଶ୍ରାୟେଲର ରାଜା କାହା ପଛ ରେ ବାହାର ହାଇେ ଆସିଛନ୍ତି? ଆପଣ କାହା ପଛ ରେ ଗୋଡଉଛନ୍ତି? ଗୋଟିଏ ମଲା କକ୍ସ୍ଟକକ୍ସ୍ଟର ପଛ ରେ, ଗୋଟିଏ ଡାଆଂଶ ପଛ ରେ ଆପଣ ଗୋଡଉଛନ୍ତି।

ପ୍ରଥମ ଶାମୁୟେଲ 26:18
ଦାଉଦ ପକ୍ସ୍ଟଣି କହିଲେ, ମହାଶୟ ଆପଣ କାହିଁକି ମାରେ ପେଛପେଛ ଗୋଡଉଛନ୍ତି? ମୁ କ'ଣ ଅପରାଧ କଲି? କେଉଁ ଦୋଷ ମୁ କରିଛି?

ମାଥିଉଲିଖିତ ସୁସମାଚାର 26:55
ତା'ପରେ ଯୀଶୁ ଲୋକମାନଙ୍କୁ କହିଲେ, ତୁମ୍ଭେସବୁ ଖଣ୍ଡା ଓ ଠେଙ୍ଗା ନଇେ ମାେତେ ବନ୍ଦୀ କରିବା ପାଇଁ ଏପରି ଭାବରେ ଆସିଛ, ସତେ ଯେପରି ମୁଁ ଗୋଟଏ ଅପରାଧୀ। ମୁଁ ସବୁଦିନ ମନ୍ଦିର ପରିସର ରେ ବସି ଲୋକମାନଙ୍କୁ ଉପଦେଶ ଦେଉଥିଲି। ସେତବେେଳେ ତୁମ୍ଭେ ମାେତେ ବନ୍ଦୀ କରିଲନାହିଁ।

ଲୂକଲିଖିତ ସୁସମାଚାର 22:52
ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ଯେଉଁ ଦଳ ଆସିଥିଲେ, ସେଥି ରେ ପ୍ରଧାନ ଯାଜକ, ପ୍ରାଚୀନ, ଯିହୂଦୀ ନେତା ଓ ଯିହୂଦୀ ସୈନ୍ଯମାନେ ଥିଲେ। ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ଖଣ୍ଡା ଓ ଠେଙ୍ଗା ଧରି ଏଠାକୁ କାହିଁକି ଆସିଛ? ତୁମ୍ଭମାନେେ କ'ଣ ଭାବୁଛ ଯେ ମୁଁ ଗୋଟିଏ ଅପରାଧୀ?