ମାର୍କଲିଖିତ ସୁସମାଚାର 14:2 in Oriya

ଓଡିଆ ଓଡିଆ ବାଇବେଲ ମାର୍କଲିଖିତ ସୁସମାଚାର ମାର୍କଲିଖିତ ସୁସମାଚାର 14 ମାର୍କଲିଖିତ ସୁସମାଚାର 14:2

Mark 14:2
ସମାନେେ କହିଲେ, ଆମ୍ଭେ କିନ୍ତୁ ପର୍ବ ସମୟରେ ଯୀଶୁଙ୍କୁ ବନ୍ଦୀ କରି ପାରିବା ନାହିଁ। ତା' କଲେ ଲୋକମାନେ ରାଗିଯାଇ ଦଙ୍ଗା ହାଙ୍ଗାମା କରି ପାରନ୍ତି।

Mark 14:1Mark 14Mark 14:3

Mark 14:2 in Other Translations

King James Version (KJV)
But they said, Not on the feast day, lest there be an uproar of the people.

American Standard Version (ASV)
for they said, Not during the feast, lest haply there shall be a tumult of the people.

Bible in Basic English (BBE)
But they said, Not while the feast is going on, for fear there may be trouble among the people.

Darby English Bible (DBY)
For they said, Not in the feast, lest perhaps there be a tumult of the people.

World English Bible (WEB)
For they said, "Not during the feast, because there might be a riot of the people."

Young's Literal Translation (YLT)
and they said, `Not in the feast, lest there shall be a tumult of the people.'

But
ἔλεγονelegonA-lay-gone
they
said,
δὲ,dethay
Not
Μὴmay
on
ἐνenane
the
τῇtay
feast
ἑορτῇheortēay-ore-TAY
lest
day,
μήποτεmēpoteMAY-poh-tay
there
be
θόρυβοςthorybosTHOH-ryoo-vose
an
uproar
ἔσταιestaiA-stay
of
the
τοῦtoutoo
people.
λαοῦlaoula-OO

Cross Reference

ହିତୋପଦେଶ 19:21
ମନୁଷ୍ଯର ମନ ରେ ନାନାପ୍ରକାର ଯୋଜନା ଥାଏ। ମାତ୍ର ସଦାପ୍ରଭୁଙ୍କର ଇଚ୍ଛା ପ୍ରକାଶ ହବେ।

ହିତୋପଦେଶ 21:30
ସଦାପ୍ରଭୁଙ୍କ ବିରୁଦ୍ଧ ରେ କୌଣସି ଜ୍ଞାନ କି ବୁଦ୍ଧି କି ମନ୍ତ୍ରଣା ନାହିଁ।

ଯିରିମିୟଙ୍କ ବିଳାପ 3:27
ୟୌବନ କାଳରୁ ସଦାପ୍ରଭୁଙ୍କର ୟୁଆଳି ବହନ କରିବା ଉତ୍ତମ ଅଟେ।

ମାଥିଉଲିଖିତ ସୁସମାଚାର 26:5
କିନ୍ତୁ ବୌଠକରେ ସମାନେେ କଥାବର୍ତ୍ତା ହେଲେ, ଆମ୍ଭେ ନିସ୍ତାରପର୍ବ ସମୟରେ ଏସବୁ କରିବା ଉଚ଼ିତ ହବେନାହିଁ। କାରଣ ଲୋକମାନେ ଏଥି ରେ ରାଗିଯାଇ ପାରନ୍ତି ଓ ଦଙ୍ଗାହାଙ୍ଗାମା କରିପାରନ୍ତି।

ମାର୍କଲିଖିତ ସୁସମାଚାର 11:18
ପ୍ରଧାନଯାଜକ ଓ ଧର୍ମଯାଜକମାନେ ଏ କଥା ଶୁଣିଲେ। ସମାନେେ ଯୀଶୁଙ୍କୁ ମାରିବା ପାଇଁ ବାଟ ଖାଜେିଲେ। କିନ୍ତୁ ସଠାେରେ ଜମା ହାଇେଥିବା ସବୁ ଲୋକେ ଯୀଶୁଙ୍କ ଉପଦେଶ ଶୁଣି ବିସ୍ମିତ ହାଇଯୋଇଥିବାରୁ ଧର୍ମଯାଜକମାନେ ଯୀଶୁଙ୍କୁ ଡରି ଗଲେ।

ମାର୍କଲିଖିତ ସୁସମାଚାର 11:32
କିନ୍ତୁ ଯଦି ଆମ୍ଭମାନେେ କହିବା, ' ଯୋହନଙ୍କ ବାପ୍ତିସ୍ମ ମନୁଷ୍ଯଠାରୁ ଆସିଥିଲା, ତବେେ ଲୋକମାନେ ଆମ୍ଭ ଉପରେ ରାଗିଯିବେ। ସମାନେେ ଲୋକମାନଙ୍କୁ ଖୁବ୍ ଡରୁଥିଲେ। କାରଣ ସବୁ ଲୋକ ବିଶ୍ବାସ କରୁଥିଲେ ଯେ, ଯୋହନ ପ୍ରକୃତ ରେ ଜଣେ ଭବିଷ୍ଯଦ୍ବକ୍ତା।

ଲୂକଲିଖିତ ସୁସମାଚାର 20:6
କିନ୍ତୁ ଆମ୍ଭେ ଯଦି କହିବା, ' ଯୋହନଙ୍କ ବାପ୍ତିସ୍ମ ମଣିଷଠାରୁ ଆସିଥିଲା,' ତବେେ ସବୁ ଲୋକ ଆମ୍ଭ ଉପରକୁ ଟକୋପଥର ଫିଙ୍ଗି ଆମ୍ଭକୁ ଜୀବନ ରେ ମାରି ଦବେେ। କାରଣ ସମାନେେ ଯୋହନଙ୍କୁ ଭବିଷ୍ଯଦ୍ବକ୍ତା ରୂପେ ବିଶ୍ବାସ କରନ୍ତି।

ଯୋହନଲିଖିତ ସୁସମାଚାର 7:40
ଯୀଶୁଙ୍କ ଏହି କଥା ଲୋକମାନେ ଶୁଣିଲେ। କେତକେ ଲୋକ କହିଲେ, ଏହି ଲୋକ ପ୍ରକୃତ ରେ ସହେି ଭବିଷ୍ଯଦ୍ବକ୍ତା।

ଯୋହନଲିଖିତ ସୁସମାଚାର 12:19
ତେଣୁ ଫାରୂଶୀମାନେ ପରସ୍ପର ମଧିଅରେ କଥାବାର୍ତ୍ତା ହେଲେ, ଦେଖ, ଆମ୍ଭର ଯୋଜନା କାମ କରୁନାହିଁ। ସାରା ଜଗତ ତାହାଙ୍କର ଅନୁଗରଣ କରିଲଣେି।