ମାର୍କଲିଖିତ ସୁସମାଚାର 12:8 in Oriya

ଓଡିଆ ଓଡିଆ ବାଇବେଲ ମାର୍କଲିଖିତ ସୁସମାଚାର ମାର୍କଲିଖିତ ସୁସମାଚାର 12 ମାର୍କଲିଖିତ ସୁସମାଚାର 12:8

Mark 12:8
ତେଣୁ କୃଷକମାନେ ମାଲିକର ପୁଅକୁ ଧରି ନଇେ ଜୀବନ ରେ ମାରି ଦେଲେ ଓ ଦ୍ରାକ୍ଷାକ୍ଷେତ୍ର ବାହାରକୁ ଫିଙ୍ଗି ଦେଲେ।

Mark 12:7Mark 12Mark 12:9

Mark 12:8 in Other Translations

King James Version (KJV)
And they took him, and killed him, and cast him out of the vineyard.

American Standard Version (ASV)
And they took him, and killed him, and cast him forth out of the vineyard.

Bible in Basic English (BBE)
And they took him and put him to death, pushing his body out of the garden.

Darby English Bible (DBY)
And they took him and killed him, and cast him forth out of the vineyard.

World English Bible (WEB)
They took him, killed him, and cast him out of the vineyard.

Young's Literal Translation (YLT)
and having taken him, they did kill, and cast `him' forth without the vineyard.

And
καὶkaikay
they
took
λαβόντεςlabontesla-VONE-tase
him,
αὐτόν,autonaf-TONE
and
killed
ἀπέκτεινανapekteinanah-PAKE-tee-nahn
and
him,
καὶkaikay
cast
ἐξέβαλονexebalonayks-A-va-lone
him
out
of
ἔξωexōAYKS-oh
the
τοῦtoutoo
vineyard.
ἀμπελῶνοςampelōnosam-pay-LOH-nose

Cross Reference

ମାଥିଉଲିଖିତ ସୁସମାଚାର 21:33
ଆଉ ଗୋଟିଏ କାହାଣୀ ଶୁଣ। ଜଣେ ଜମିମାଲିକ ଥିଲେ। ତାହାଙ୍କ ଜମି ରେ ସେ ଦ୍ରାକ୍ଷା ଲଗାଇଲେ। ସେ ତା ଚ଼ାରିପଟେ ବାଡ଼ ଲଗାଇଲେ। ସେ ଦ୍ରାକ୍ଷାରସ ବାହାର କରିବା ପାଇଁ ସେଥି ରେ ଦ୍ରାକ୍ଷାକୁଣ୍ଡଟିଏ ଖାେଳିଲେ। ସେ ସଠାେରେ ପ୍ରହରୀଗୃହଟିଏ ନିର୍ମାଣ କଲେ ଓ କେତକେ କୃଷକଙ୍କୁ ଜମିଟି ଭାଗ ଦଇେ ଦେଲେ। ତା'ପରେ ସେ ବିଦେଶ ଯାତ୍ରା ରେ ବାହାରି ଗଲେ।

ମାଥିଉଲିଖିତ ସୁସମାଚାର 21:39
କୃଷକମାନେ ପୁଅକୁ ଧରି ନଇେ ଦ୍ରାକ୍ଷା ବଗିଚ଼ା ବାହାରକୁ ଫିଙ୍ଗି ମାରି ଦେଲେ।

ଲୂକଲିଖିତ ସୁସମାଚାର 20:15
ତେଣୁ କୃଷକମାନେ ମାଲିକର ପୁଅକୁ ଜୀବନ ରେ ମାରି ଦେଲେ ଓ ଜମି ବାହାରକୁ ଫିଙ୍ଗି ଦେଲେ।

ଏବ୍ରୀମାନଙ୍କ ନିକଟକୁ ପତ୍ର 13:11
ମହାୟାଜକ ପଶୁମାନଙ୍କର ରକ୍ତକୁ ଅତି ପବିତ୍ର ସ୍ଥାନକୁ ନଇେ ଯାଆନ୍ତି, ଓ ପାପ ପାଇଁ ସେ ରକ୍ତକୁ ସମର୍ପଣ କରନ୍ତି। କିନ୍ତୁ ଶିବିର ବାହା ରେ ପଶୁମାନଙ୍କର ଶରୀରଗୁଡ଼ିକୁ ପୋଡ଼ି ଦିଆଯାଏ।