Mark 1:37
ସମାନେେ ଯୀଶୁଙ୍କୁ ପାଇଲେ ଓ ତାହାଙ୍କୁ କହିଲେ, ଲୋକେ ତୁମ୍ଭକୁ ଖୋଜୁଛନ୍ତି।
Mark 1:37 in Other Translations
King James Version (KJV)
And when they had found him, they said unto him, All men seek for thee.
American Standard Version (ASV)
and they found him, and say unto him, All are seeking thee.
Bible in Basic English (BBE)
And when they came up with him, they said to him, Everyone is looking for you.
Darby English Bible (DBY)
and having found him, they say to him, All seek thee.
World English Bible (WEB)
and they found him, and told him, "Everyone is looking for you."
Young's Literal Translation (YLT)
and having found him, they say to him, -- `All do seek thee;'
| And | καὶ | kai | kay |
| when they had found | εὗροντες | heurontes | AVE-rone-tase |
| him, | αὐτὸν | auton | af-TONE |
| they said | λέγουσιν | legousin | LAY-goo-seen |
| him, unto | αὐτῷ | autō | af-TOH |
| ὅτι | hoti | OH-tee | |
| All | Πάντες | pantes | PAHN-tase |
| men seek for | ζητοῦσίν | zētousin | zay-TOO-SEEN |
| thee. | σε | se | say |
Cross Reference
ଯୋହନଲିଖିତ ସୁସମାଚାର 12:19
ତେଣୁ ଫାରୂଶୀମାନେ ପରସ୍ପର ମଧିଅରେ କଥାବାର୍ତ୍ତା ହେଲେ, ଦେଖ, ଆମ୍ଭର ଯୋଜନା କାମ କରୁନାହିଁ। ସାରା ଜଗତ ତାହାଙ୍କର ଅନୁଗରଣ କରିଲଣେି।
ଯିଖରିୟ 11:11
ସହେିଦିନ ସହେି ଚୁକ୍ତି ଭଗ୍ନ ହେଲା। ତା'ପ ରେ ସହେି ନୀରିହ ମଷଗେୁଡିକ ଯେଉଁମାନେ ଆମ୍ଭଙ୍କୁ ଦେଖୁଥିଲେ, ଜାଣିଲେ ଯେ ଏହା ସଦାପ୍ରଭୁଙ୍କର ବାକ୍ଯ ଥିଲା।
ମାର୍କଲିଖିତ ସୁସମାଚାର 1:5
ୟିହୂଦା ଓ ୟିରୁଶାଲମର ସବୁଲୋକ ଯୋହନଙ୍କ ପାଖକୁ ଆସିଲେ। ନିଜ ନିଜ ପାପ ସ୍ବୀକାର କରି ୟର୍ଦ୍ଦନ ନଦୀ ରେ ସମାନେେ ଯୋହନଙ୍କ ଦ୍ବାରା ବାପ୍ତିଜିତ ହେଲେ।
ଯୋହନଲିଖିତ ସୁସମାଚାର 3:26
ତେଣୁ ଶିଷ୍ଯମାନେ ଆସି ଯୋହନଙ୍କୁ କହିଲେ, ହେ ଗୁରୁ, ତୁମ୍ଭ ସହିତ ୟର୍ଦ୍ଦନ ନଦୀର ଆର ପାରି ରେ ଯେଉଁ ଲୋକ ଥିଲେ, ତାହାଙ୍କୁ ମନେ ପକାଅ। ତୁମ୍ଭେ ସହେି ଲୋକ ବିଷୟ ରେ ଲୋକମାନଙ୍କୁ କହିଥିଲ। ସହେି ଲୋକ ବାପ୍ତିସ୍ମ ଦେଉଛନ୍ତି ଓ ଅନକେ ଲୋକ ତାହାଙ୍କ ପାଖକୁ ଯାଉଛନ୍ତି।
ଯୋହନଲିଖିତ ସୁସମାଚାର 11:48
ଯଦି ଆମ୍ଭେ ତାକୁ ଏଭଳି କାର୍ୟ୍ଯ କରିବା ପାଇଁ ଛାଡିଦବୋ, ତାହାକୁ ସମସ୍ତେ ବିଶ୍ବାସ କରିବେ। ତା'ପରେ ରୋମୀୟମାନେ ଆସି ଆମ ମନ୍ଦିର ଓ ଆମ୍ଭ ଜାତି ଉଭୟକୁ ନଷ୍ଟ କରି ଦବେେ।