ଲୂକଲିଖିତ ସୁସମାଚାର 8:22
ଦିନେ ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ଗୋଟିଏ ଡଙ୍ଗା ରେ ଚଢି଼ଲେ। ଯୀଶୁ ସମାନଙ୍କେୁ କହିଲେ, ଆସ, ଆମ୍ଭମାନେେ ହ୍ରଦ ଆରପାରିକି ୟିବା। ଶିଷ୍ଯମାନେ ଡଙ୍ଗା ଖାଲିେ ଦେଲେ।
Now | καὶ | kai | kay |
it came to pass | Ἐγένετο | egeneto | ay-GAY-nay-toh |
on | ἐν | en | ane |
a certain | μιᾷ | mia | mee-AH |
τῶν | tōn | tone | |
day, | ἡμερῶν | hēmerōn | ay-may-RONE |
that | καὶ | kai | kay |
he | αὐτὸς | autos | af-TOSE |
went | ἐνέβη | enebē | ane-A-vay |
into | εἰς | eis | ees |
a ship | πλοῖον | ploion | PLOO-one |
with | καὶ | kai | kay |
his | οἱ | hoi | oo |
μαθηταὶ | mathētai | ma-thay-TAY | |
disciples: | αὐτοῦ | autou | af-TOO |
and | καὶ | kai | kay |
he said | εἶπεν | eipen | EE-pane |
unto | πρὸς | pros | prose |
them, | αὐτούς | autous | af-TOOS |
Let us go over | Διέλθωμεν | dielthōmen | thee-ALE-thoh-mane |
unto | εἰς | eis | ees |
the | τὸ | to | toh |
other side | πέραν | peran | PAY-rahn |
of the | τῆς | tēs | tase |
lake. | λίμνης | limnēs | LEEM-nase |
And | Καὶ | kai | kay |
they launched forth. | ἀνήχθησαν | anēchthēsan | ah-NAKE-thay-sahn |
Cross Reference
ମାଥିଉଲିଖିତ ସୁସମାଚାର 8:23
ଯୀଶୁ ନେ ୗକା ରେ ଯାଇ ବସିଲେ ଏବଂ ତାହାଙ୍କ ଶିଷ୍ଯମାନେ ତାହାଙ୍କର ଅନୁଗମନ ଗଲେ।
ଲୂକଲିଖିତ ସୁସମାଚାର 5:1
ଯୀଶୁ ଗିନସରତେ ହ୍ରଦ କୂଳ ରେ ଠିଆ ହାଇେଥିଲେ। ତାହାଙ୍କ ଚାରିପଟେ ଘରେିଯାଇ ଠିଆ ହବୋକୁ ଲୋକମାନେ ଠଲୋପଲୋ ହେଉଥିଲେ। ସମାନେେ ତାହାଙ୍କ ଠାରୁ ପରମେଶ୍ବରଙ୍କ ଉପଦେଶ ବାଣୀ ଶୁଣିବାକୁ ଚାହୁଁଥିଲେ।
ଯୋହନଲିଖିତ ସୁସମାଚାର 6:1
ଏହା ପରେ ଯୀଶୁ ଗାଲିଲୀ ହ୍ରଦ (ଅର୍ଥାତ୍ ତିବିରିଆ ହ୍ରଦ) ପାର ହାଇେ ଆରପାରିକି ଗଲେ।
ଲୂକଲିଖିତ ସୁସମାଚାର 8:23
ସମାନେେ ଡଙ୍ଗା ବାହି ନେଉଥିବା ସମୟରେ ଯୀଶୁ ଶୋଇ ପଡିଲେ। ହ୍ରଦ ରେ ଝଡତାଫୋନ ମାଡି ଆସିଲା। ଡଙ୍ଗା ରେ ପାଣି ପଶିବାକୁ ଲାଗିଲା। ସମାନେେ ବିପଦ ରେ ପଡିଗଲେ।
ମାର୍କଲିଖିତ ସୁସମାଚାର 8:13
ତା'ପରେ ଯୀଶୁ ଫାରୂଶୀମାନଙ୍କୁ ଛାଡି ପୁନଃ ଡଙ୍ଗା ଭିତରକୁ ଚାଲି ଆସିଲେ। ସେ ଡଙ୍ଗା ରେ ବସି ହ୍ରଦର ଅପର ପାରିକୁ ଚାଲିଗଲେ।
ମାର୍କଲିଖିତ ସୁସମାଚାର 6:45
ତା'ପରେ ଯୀଶୁ ଶିଷ୍ଯମାନଙ୍କୁ ଡଙ୍ଗା ଭିତରକୁ ୟିବାକୁ କହିଲେ। ଯୀଶୁ ଶିଷ୍ଯମାନଙ୍କୁ ହ୍ରଦର ଅପର ପାଶର୍ବ ରେ ଥିବା ବେଥ୍ସାଇଦାକୁ ଆଗୁଆ ୟିବାକୁ କହିଲେ ଓ ସେ ନିଜେ ପରେ ଯିବେ ବୋଲି କହିଲେ। ସଠାେରେ ଥିବା ଲୋକମାନଙ୍କୁ ଘରକୁ ଫରେିୟିବା ପାଇଁ କହି ସେ ରହିଲେ।
ମାର୍କଲିଖିତ ସୁସମାଚାର 5:21
ଯୀଶୁ ନେ ୗକା ରେ ବସି ହ୍ରଦର ଅପର ପାଶର୍ବକୁ ଫରେିଗଲେ। ପୁଣି ହ୍ରଦ କୂଳ ରେ ତାହାଙ୍କ ଚାରି ପଟେ ବହୁତ ଲୋକ ଜମିଗଲେ।
ମାର୍କଲିଖିତ ସୁସମାଚାର 4:35
ସହେିଦିନ ସନ୍ଧ୍ଯା ବେଳେ ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିଲେ, ଚାଲ, ଆର ପଟକୁ ୟିବା।
ମାଥିଉଲିଖିତ ସୁସମାଚାର 14:22
ତା'ପରେ ଯୀଶୁ ଶିଷ୍ଯମାନଙ୍କୁ ଡଙ୍ଗା ରେ ଚଢି ହ୍ରଦର ଅପର ପାଶର୍ବକୁ ୟିବାକୁ କହିଲେ। ଯୀଶୁ ନିଜେ ସଠାେକୁ ପରେ ଯିବେ ବୋଲି କହିଲେ।
ମାଥିଉଲିଖିତ ସୁସମାଚାର 8:18
ଯୀଶୁ ତାହାଙ୍କ ଚାରିପଟେ ଲୋକଙ୍କ ଭିଡ ଦେଖିଲେ। ଶିଷ୍ଯମାନଙ୍କୁ ହ୍ରଦର ଆର ପଟକୁ ୟିବାକୁ ଆଦେଶ ଦେଲେ।