ଲୂକଲିଖିତ ସୁସମାଚାର 7:41 in Oriya

ଓଡିଆ ଓଡିଆ ବାଇବେଲ ଲୂକଲିଖିତ ସୁସମାଚାର ଲୂକଲିଖିତ ସୁସମାଚାର 7 ଲୂକଲିଖିତ ସୁସମାଚାର 7:41

Luke 7:41
ଯୀଶୁ କହିଲେ, କୌଣସି ସାହୁକାର ପାଖରୁ ଦୁଇଜଣ ଖାତକ କରଜ ନଇେଥିଲେ। ଜଣେ ପାଞ୍ଚଶହରୂପା ଟଙ୍କା କରଜ ନଇେଥିଲା ଓ ଆଉ ଜଣେ ପଚାଶଟି ରୂପା ଟଙ୍କା ନଇେଥିଲା।

Luke 7:40Luke 7Luke 7:42

Luke 7:41 in Other Translations

King James Version (KJV)
There was a certain creditor which had two debtors: the one owed five hundred pence, and the other fifty.

American Standard Version (ASV)
A certain lender had two debtors: the one owed five hundred shillings, and the other fifty.

Bible in Basic English (BBE)
And he said, Two men were in debt to a certain man of business: one had a debt of five hundred pence, and the other of fifty.

Darby English Bible (DBY)
There were two debtors of a certain creditor: one owed five hundred denarii and the other fifty;

World English Bible (WEB)
"A certain lender had two debtors. The one owed five hundred denarii, and the other fifty.

Young's Literal Translation (YLT)
`Two debtors were to a certain creditor; the one was owing five hundred denaries, and the other fifty;

There
was
which
had
δύοdyoTHYOO-oh
a
certain
χρεωφειλέταιchreōpheiletaihray-oh-fee-LAY-tay
creditor
ἦσανēsanA-sahn
two
δανειστῇdaneistētha-nee-STAY
debtors:
τινι·tinitee-nee
the
hooh
one
εἷςheisees
owed
ὤφειλενōpheilenOH-fee-lane
five
hundred
δηνάριαdēnariathay-NA-ree-ah
pence,
πεντακόσιαpentakosiapane-ta-KOH-see-ah
and
hooh
the
δὲdethay
other
ἕτεροςheterosAY-tay-rose
fifty.
πεντήκονταpentēkontapane-TAY-kone-ta

Cross Reference

ମାଥିଉଲିଖିତ ସୁସମାଚାର 18:28
ଚ଼ାକର ବାହାରୁଥିବା ସମୟରେ ରାସ୍ତା ରେ ସେ ତା'ର ଜଣେ ସଙ୍ଗୀ ଚ଼ାକରକୁ ଦେଖିଲା। ସେ ଜଣକ ତାଠାରୁ ଶ ହେ ମୁଦ୍ରା ଋଣ କରିଥିଲା। ପ୍ରଥମେ ଚ଼ାକର ଦ୍ବିତୀୟ ଚ଼ାକରର ତଣ୍ଟି ଚ଼ିପି ଧରି କହିଲା, 'ମାେ ଠାରୁ ଯେଉଁ ଋଣ ନଇେଛୁ, ତାହାକୁ ଶୁଝି ଦେ।'

ଯୋହନଙ୍କ ପ୍ରଥମ ପତ୍ର 1:8
ଯଦି ଆମ୍ଭେ କହୁ, ଆମ୍ଭମାନଙ୍କର କିଛି ପାପ ନାହିଁ, ତବେେ ଆମ୍ଭେ ନିଜେ ନିଜକୁ ଠକୁଛୁ ଏବଂ ଆମ୍ଭଠା ରେ ସତ୍ଯ ନାହିଁ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 1:15
ମୁଁ ଯାହା କହୁଛି ତାହା ସତ୍ଯ ଓ ତୁମ୍ଭେ ଏହାକୁ ପୂର୍ଣ୍ଣ ଭାବରେ ଗ୍ରହଣ କରିବା ଉଚିତ ଯେ ପାପୀମାନଙ୍କୁ ଉଦ୍ଧାର କରିବା ପାଇଁ ଖ୍ରୀଷ୍ଟ ଯୀଶୁ ଜଗତକୁ ଆସିଥିଲେ। ମୁଁ ସମାନଙ୍କେ ମଧିଅରେ ସବୁଠାରୁ ଜଘନ୍ଯ ପାପୀ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:20
ଲୋକମାନେ ଅଧିକ ପାପ କରିବା ପାଇଁ ବ୍ଯବସ୍ଥା ଆସିଲା, କିନ୍ତୁ ଯେତବେେଳେ ଲୋକେ ଅଧିକ ପାପ କଲେ, ପରମେଶ୍ବର ସମାନଙ୍କେୁ ପ୍ରଚୁର ମାତ୍ରା ରେ ତାହାଙ୍କ ଅନୁଗ୍ରହ ପ୍ରଦାନ କଲେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:23
ସମସ୍ତେ ପାପ କରିଛନ୍ତି ଓ ପରମେଶ୍ବରଙ୍କ ମହିମା ପାଇବା ରେ ଉଣା ପଡ଼ିଛନ୍ତି।

ଯୋହନଲିଖିତ ସୁସମାଚାର 15:22
ମୁଁ ଯଦି ଆସି ନଥାନ୍ତି ଓ ଏଜଗତର ଲୋକମାନଙ୍କୁ କହିନଥାନ୍ତି, ତବେେ ସମାନେେ ପାପରେ ଦୋଷୀ ବୋଲି ବିବଚେିତ ହୁଅନ୍ତେ ନାହିଁ। କିନ୍ତୁ ମୁଁ ବର୍ତ୍ତମାନ ସମାନଙ୍କେୁ କହିଛି। ତେଣୁ ତାହାଙ୍କ ପାପ ପାଇଁ ସମାନଙ୍କେ ପାଖ ରେ କୌଣସି ଆଳ ନାହିଁ।

ଲୂକଲିଖିତ ସୁସମାଚାର 13:4
ଶୀଲୋହ ରେ ସହେି ଯେଉଁ ଅଠର ଜଣଙ୍କ ଉପରେ ପ୍ରହରୀଗୃହ ଭାଙ୍ଗି ପଡିଲା, ତୁମ୍ଭମାନେେ କ'ଣ ଭାବୁଛ ଯେ ସମାନେେ ୟିରୂଶାଲମ ରେ ରହୁଥିବା ଅନ୍ୟ ଲୋକମାନଙ୍କ ଅପେକ୍ଷା ଅଧିକ ପାପୀ ଥିଲେ?

ଲୂକଲିଖିତ ସୁସମାଚାର 12:48
କିନ୍ତୁ ଯେଉଁ ସବେକ ନିଜ ମାଲିକଙ୍କ ଇଚ୍ଛା ବିଷୟ ରେ କିଛି ଜାଣି ନଥାଏ, ସେ ଦଣ୍ଡନୀୟ କାମ କରିବ ସେ। ତବେେ ତାକୁ ସେଥିପାଇଁ ନିଜ କର୍ତ୍ତବ୍ଯ ବିଷୟ ରେ ଜାଣିଥିବା ଚାକର ଅପେକ୍ଷା କମ୍ ଦଣ୍ଡ ଦିଆୟିବ। କାରଣ ଯେଉଁ ଲୋକକୁ ଅଧିକ ଦିଆଯାଇଛି, ସେ ବିଷୟ ପାଇଁ ଦାଯୀ ହବେ। ଯେଉଁ ଲୋକକୁ ଅଧିକ ଦିଆଯାଇଛି ତାଠାରୁ ବହୁତ ଅଧିକ ଆଶା କରାୟିବ।

ଲୂକଲିଖିତ ସୁସମାଚାର 11:4
ଆମ୍ଭମାନଙ୍କର ପାପଗୁଡିକ କ୍ଷମା କରିଦିଅ, କାରଣ ଯେଉଁମାନେ ଆମ୍ଭମାନଙ୍କ ପ୍ରତି ଅନ୍ଯାୟ କରିଛନ୍ତି, ଆମ୍ଭମାନେେ ପ୍ରେତ୍ୟକକଙ୍କୁ ମଧ୍ଯ କ୍ଷମା ଦେଉଛୁ। ଆମ୍ଭମାନଙ୍କୁ କଠିନ ପରୀକ୍ଷା ମଧିଅରେ ପକାଅ ନାହିଁ।'

ଲୂକଲିଖିତ ସୁସମାଚାର 7:47
ଏଣୁ ମୁଁ ତୁମ୍ଭକୁ କହୁଛି ଯେ, ତା'ର ଆନକେ ପାପ କ୍ଷମା କରିଦିଆଗଲା। ଏ କଥା ସ୍ପଷ୍ଟ କାରଣ ସେ ଅଗାଧ ପ୍ ରମେ ଦଖାଇେଛି। ଯେଉଁ ଲୋକ କ୍ଷମା ପାଇବାପାଇଁ କମ୍ ଆବଶ୍ଯକତା ଅନୁଭବ କରିଥାଏ, ସେ କ୍ଷମା ପାଇବା ବେଳେ କମ୍ ପ୍ ରମେ ଅନୁଭବ କରିଥାଏ।

ମାଥିଉଲିଖିତ ସୁସମାଚାର 18:23
ନିଜ ଚାକରମାନଙ୍କଠାରୁ ଉଧାର ଥିବା ଟଙ୍କାପଇସାର ଆଦାୟ ପାଇଁ ମନସ୍ଥ କରିଥିବା ଜଣେ ରାଜାଙ୍କ ସହିତ ସ୍ବର୍ଗରାଜ୍ଯର ତୁଳନା କରା ଯାଇପା ରେ।

ମାଥିଉଲିଖିତ ସୁସମାଚାର 6:12
ଆମ୍ଭ ପ୍ରତି ଅପରାଧ କଲା ଲୋକଙ୍କୁ ଆମ୍ଭେ ଯେଉଁପରି କ୍ଷମା କରିଛୁ, ସହେିପରି ଆମ୍ଭେ କରିଥିବା ପାପକୁ କ୍ଷମା କର।

ଯିରିମିୟ 3:11
ଆଉ ସଦାପ୍ରଭୁ ମାେତେ କହିଲେ, ବିପଥଗାମିନୀ ଇଶ୍ରାୟେଲ ବିଶ୍ବାସଘାତିନୀ ଯିହୁଦା ଅପେକ୍ଷା ନିଜକୁ ଅଧିକ ଧାର୍ମିକା ଦଖାଇେଅଛି।

ଯିଶାଇୟ 50:1
ସଦାପ୍ରଭୁ ଏହିକଥା କୁହନ୍ତି, ହେ ଇଶ୍ରାୟେଲର ପୁତ୍ରଗଣ, ତୁମ୍ଭମାନେେ ଭାବୁଛ ଆମ୍ଭେ ତୁମ୍ଭର ମାତା ୟିରୁଶାଲମକୁ ତ୍ଯାଗ କରିଅଛୁ। ପ୍ରମାଣ ସ୍ବରୂପ ସେ ଛାଡ଼ପତ୍ର କାହିଁ ଅଥବା ଆମ୍ଭ ମହାଜନମାନଙ୍କ ମଧ୍ଯରୁ କାହା ନିକଟରେ ତୁମ୍ଭମାନଙ୍କୁ ବିକ୍ରଯ କରିଅଛୁ ? ଏଠା ରେ ଦେଖ, ତୁମ୍ଭମାନେେ ନିଜର ଅପରାଧ ପାଇଁ ବିକ୍ରୀ ହାଇେଥିଲ ଏବଂ ତୁମ୍ଭମାନଙ୍କର ପାପ ପାଇଁ ତୁମ୍ଭମାନଙ୍କର ମାତା ତୁମ୍ଭମାନଙ୍କୁ ପରିତ୍ଯକ୍ତା ହାଇେଥିଲେ।

ଗଣନା ପୁସ୍ତକ 27:3
ଆମ୍ଭମାନଙ୍କ ପିତା ମରୁଭୂମିରେ ମୃତ୍ଯୁବରଣ କଲେ। ତାଙ୍କର ନିଜ ପାପ ନିମନ୍ତେ ସେ ମୃତ୍ଯୁବରଣ କଲେ। ସହେିମାନଙ୍କ ମଧ୍ଯରୁ ଜଣେ ନଥିଲେ, ଯେଉଁମାନେ କୋରହ ଦଳ ରେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ନତେୃତ୍ବ ନଇେଥିଲେ। ତାଙ୍କର ପୁତ୍ର ନଥିଲା।