ଲୂକଲିଖିତ ସୁସମାଚାର 6:6
ଆଉ ଗୋଟିଏ ବିଶ୍ରାମବାର ରେ ଯୀଶୁ ଯିହୂଦୀ ସମାଜଗୃହକୁ ଗଲେ। ସଠାେରେ ସେ ଲୋକମାନଙ୍କୁ ଉପଦେଶ ଦେଲେ। ସଠାେରେ ଗୋଟିଏ ଲୋକ ଥିଲା, ଯାହାର ଡାହାଣ ହାତଟି ପଙ୍ଗୁ ହାଇେ ଯାଇଥିଲା।
And | Ἐγένετο | egeneto | ay-GAY-nay-toh |
it came to pass | δὲ | de | thay |
also | καὶ | kai | kay |
on | ἐν | en | ane |
another | ἑτέρῳ | heterō | ay-TAY-roh |
sabbath, | σαββάτῳ | sabbatō | sahv-VA-toh |
that he | εἰσελθεῖν | eiselthein | ees-ale-THEEN |
entered | αὐτὸν | auton | af-TONE |
into | εἰς | eis | ees |
the | τὴν | tēn | tane |
synagogue | συναγωγὴν | synagōgēn | syoon-ah-goh-GANE |
and | καὶ | kai | kay |
taught: | διδάσκειν | didaskein | thee-THA-skeen |
and | καὶ | kai | kay |
there | ἦν | ēn | ane |
was | ἐκεῖ | ekei | ake-EE |
a man | ἄνθρωπος | anthrōpos | AN-throh-pose |
καὶ | kai | kay | |
whose | ἡ | hē | ay |
χεὶρ | cheir | heer | |
right | αὐτοῦ | autou | af-TOO |
ἡ | hē | ay | |
hand | δεξιὰ | dexia | thay-ksee-AH |
was | ἦν | ēn | ane |
withered. | ξηρά | xēra | ksay-RA |
Cross Reference
ମାର୍କଲିଖିତ ସୁସମାଚାର 3:1
ଆଉ ଥରେ ଯୀଶୁ ଯିହୂଦୀମାନଙ୍କ ସମାଜଗୃହକୁ ଯାଇଥିଲେ। ସଠାେରେ ଜଣେ ଖଞ୍ଜ ଲୋକ ଥିଲା।
ମାଥିଉଲିଖିତ ସୁସମାଚାର 12:9
ଯୀଶୁ ସଠାରୁେ ଯାଇ ସମାନଙ୍କେର ପ୍ରାର୍ଥନାଗୃହ ରେ ପ୍ରବେଶ କଲେ।
ମାଥିଉଲିଖିତ ସୁସମାଚାର 4:23
ଯୀଶୁ ଯୀହୂଦୀ ସମାଜଗୃହ ମାନଙ୍କ ରେ ସ୍ବର୍ଗ ରାଜ୍ଯ ରେ ସୁସମାଗ୍ଭର ପ୍ରଗ୍ଭର କରି ଓ ଲୋକଙ୍କର ସମସ୍ତ ପ୍ରକାର ରୋଗ ଓ ପୀଡା ଦୂରକରି ସମଗ୍ର ଗାଲିଲୀ ରାଜ୍ଯ ରେ ଭ୍ରମଣ କଲେ।
ଯୋହନଲିଖିତ ସୁସମାଚାର 9:16
କେତକେ ଫାରୂଶୀମାନେ କହିଲେ, ଏ ଲୋକ ବିଶ୍ରାମବାରର ନିୟମ ମାନୁ ନାହିଁ। ତେଣୁ ସେ ପରମେଶ୍ବରଙ୍କ ପାଖରୁ ଆସି ନାହିଁ।
ଯୋହନଲିଖିତ ସୁସମାଚାର 5:3
ବହୁତ ଅସୁସ୍ଥ ଲୋକେ ପୋଖରୀ ପାଖ ମଣ୍ଡପଗୁଡିକରେ ପଡିରହୁଥିଲେ। ସମାନଙ୍କେ ମଧ୍ଯରୁ କେତକେ ଅନ୍ଧ, େଛାଟା ଓ ପକ୍ଷାଘାତଗ୍ରସ୍ତ ରୋଗୀ ଥିଲେ।
ଲୂକଲିଖିତ ସୁସମାଚାର 14:3
ଯୀଶୁ ଫାରୂଶୀ ଓ ଧର୍ମଶାସ୍ତ୍ରୀମାନଙ୍କୁ ପଚାରିଲେ, ବାଶ୍ରାମବାର ରେ ଭଲ କରିଦବୋ ଠିକ୍ ନା ଭୁଲ?
ଲୂକଲିଖିତ ସୁସମାଚାର 13:13
ଯୀଶୁ ନିଜ ହାତ ସ୍ତ୍ରୀ ଲୋକଟି ଉପରେ ରଖିଲେ। ତା'ପରେ ସ୍ତ୍ରୀ ଲୋକଟି ସିଧା ଠିଆ ହବୋକୁ ସକ୍ଷମ ହେଲା। ସେ ପରମେଶ୍ବରଙ୍କ ସ୍ତୁତି କଲା।
ଲୂକଲିଖିତ ସୁସମାଚାର 13:10
ଥରେ ଯୀଶୁ ବିଶ୍ରାମବାର ରେ ଗୋଟିଏ ଯୀହୂଦୀ ସମାଜଗୃହ ରେ ଉପଦେଶ ଦେଉଥିଲେ।
ଲୂକଲିଖିତ ସୁସମାଚାର 6:1
ଥରେ ବିଶ୍ରାମବାର ରେ ଯୀଶୁ ଶସ୍ଯ କ୍ଷେତ୍ର ଦଇେ ଯାଉଥିଲେ। ତାହାଙ୍କର ଶିଷ୍ଯମାନେ କେତକେ ଶସ୍ଯ ଛିଣ୍ଡାଇଲେ ଓ ତାହାକୁ ଦୁଇ ହାତ ରେ ଦଳିଲେ ଏବଂ ଖାଇଲେ।
ଲୂକଲିଖିତ ସୁସମାଚାର 4:31
ଯୀଶୁ ଗାଲିଲୀର କଫର୍ନାହୂମ ନାମକ ନଗରକୁ ଆସିଲେ। ସେ ବିଶ୍ରାମବାର ରେ ଲୋକମାନଙ୍କୁ ଉପଦେଶ ଦବୋକୁ ଲାଗିଲେ।
ଲୂକଲିଖିତ ସୁସମାଚାର 4:16
ତା'ପରେ ସେ ନାଜରିତକୁ ଆସିଲେ। ନାଜରିତ ରେ ସେ ପ୍ରତିପାଳିତ ହାଇେଥିଲେ। ସବୁଥର ଭଳି ସେ ବିଶ୍ରାମଦିନ ଯିହୂଦୀ ସମାଜଗୃହକୁ ଗଲେ। ସେ ପାଠ କରିବା ପାଇଁ ଠିଆ ହେଲେ।
ଯିଖରିୟ 11:17
ଯେ ଅ ଯୋଗ୍ଯ ମଷେପାଳକ, ସେ ପଲକୁ ତ୍ଯାଗ କରେ। ତାକୁ ଧ୍କ୍! ଖଡ୍ଗ ତା'ର ବାହୁକୁ ଏବଂ ତାଙ୍କ ଦକ୍ଷିଣ ଚକ୍ଷୁକୁ ଆଘାତ କରୁ। ତାହାର ବାହୁ ନିଶ୍ଚଯ ଶୁଷ୍କ ହବେ ଏବଂ ତାହାର ଦକ୍ଷିଣ ଚକ୍ଷୁ ନିଶ୍ଚଯ ଅନ୍ଧ ହାଇଯେିବ।
ପ୍ରଥମ ରାଜାବଳୀ 13:4
ବୈଥଲେ ରେ ୟଜ୍ଞବଦେୀ ବିଷଯ ରେ ପରମେଶ୍ବରଙ୍କ ଲୋକ ମୁହଁରୁ ରାଜା ୟାରବଯାମ ଏହି ବାର୍ତ୍ତା ଶୁଣିଲେ। ସେ ସହେି ଲୋକକୁ ଧରିବା ପାଇଁ ହସ୍ତ ବିସ୍ତାର କଲେ। ସେ ଆଦେଶ ଦେଲେ, ତାକୁ ବନ୍ଦୀ କର! ମାତ୍ର ରାଜା ତାହା ବିରୁଦ୍ଧ ରେ ଯେଉଁ ବାହୁ ବିସ୍ତାର କରିଥିଲେ ତାହା ଆଉ ସଙ୍କୁଚିତ କରି ପାରିଲା ନାହିଁ। ତେଣୁ ତାଙ୍କର ବାହୁ ତତ୍କ୍ଷଣାତ୍ ପକ୍ଷଘାତ ହାଇଗେଲା।