ଲୂକଲିଖିତ ସୁସମାଚାର 22:38 in Oriya

ଓଡିଆ ଓଡିଆ ବାଇବେଲ ଲୂକଲିଖିତ ସୁସମାଚାର ଲୂକଲିଖିତ ସୁସମାଚାର 22 ଲୂକଲିଖିତ ସୁସମାଚାର 22:38

Luke 22:38
ଶିଷ୍ଯମାନେ କହିଲେ, ଦେଖନ୍ତୁ ପ୍ରଭୁ ଏଠା ରେ ଦୁଇଟି ଖଣ୍ଡା ଅଛି, ଯୀଶୁ କହିଲେ, ଦୁଇଟି ଖଣ୍ଡା ୟଥେଷ୍ଟ।

Luke 22:37Luke 22Luke 22:39

Luke 22:38 in Other Translations

King James Version (KJV)
And they said, Lord, behold, here are two swords. And he said unto them, It is enough.

American Standard Version (ASV)
And they said, Lord, behold, here are two swords. And he said unto them, It is enough.

Bible in Basic English (BBE)
And they said, Lord, here are two swords. And he said, It is enough.

Darby English Bible (DBY)
And they said, Lord, behold here are two swords. And he said to them, It is enough.

World English Bible (WEB)
They said, "Lord, behold, here are two swords." He said to them, "That is enough."

Young's Literal Translation (YLT)
And they said, `Sir, lo, here `are' two swords;' and he said to them, `It is sufficient.'

And
οἱhoioo
they
δὲdethay
said,
εἶπον,eiponEE-pone
Lord,
ΚύριεkyrieKYOO-ree-ay
behold,
ἰδού,idouee-THOO
here
μάχαιραιmachairaiMA-hay-ray
are
two
ὧδεhōdeOH-thay
swords.
δύοdyoTHYOO-oh
And
hooh
he
δὲdethay
said
εἶπενeipenEE-pane
unto
them,
αὐτοῖςautoisaf-TOOS
It
is
Ἱκανόνhikanonee-ka-NONE
enough.
ἐστινestinay-steen

Cross Reference

ମାଥିଉଲିଖିତ ସୁସମାଚାର 26:52
ଯୀଶୁ ସହେି ଲୋକକୁ କହିଲେ, ତୁମ୍ଭ ଖଣ୍ଡାକୁ ଖୋଳ ଭିତ ରେ ରଖ। ଯେଉଁ ଲୋକମାନେ ଖଣ୍ଡା ବ୍ଯବହାର କରନ୍ତି. ସମାନଙ୍କେୁ ଖଣ୍ଡା ଦ୍ବାରା ହତ୍ଯା କରା ଯାଇଥାଏ।

ଲୂକଲିଖିତ ସୁସମାଚାର 22:49
ଯୀଶୁଙ୍କର ଶିଷ୍ଯମାନେ ମଧ୍ଯ ସଠାେରେ ଠିଆ ହାଇେଥିଲେ। ଯାହା ଘଟୁଥିଲା, ସମାନେେ ସେ ସବୁ ଦେଖୁଥିଲେ, ସମାନେେ ଯୀଶୁଙ୍କୁ କହିଲେ, ପ୍ରଭୁ, ଆମ୍ଭେ କ'ଣ ଆମ୍ଭର ଖଣ୍ଡାର ପ୍ରଯୋଗ କରିବୁ?

ଯୋହନଲିଖିତ ସୁସମାଚାର 18:36
ଯୀଶୁ କହିଲେ, ମାରେ ରାଜ୍ଯ ଏ ଜଗତର ନୁହେଁ। ଯଦି ଏହା ଜଗତର ହାଇେଥା'ନ୍ତା, ତବେେ ମାରେ ଦାସମାନେ ୟୁଦ୍ଧ କରିଥାଆନ୍ତେ ଓ ମାେତେ ଯିହୂଦୀମାନେ ଧରିପାରି ନଥାନ୍ତେ। କିନ୍ତୁ ମାେ ରାଜ୍ଯ ଅନ୍ୟ ଏକ ସ୍ଥାନ ରେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 10:3
ଆମ୍ଭେ ମଧ୍ଯ ଜଗତ ରେ ରହୁଛୁ। କିନ୍ତୁ ଆମ୍ଭ ଜାଗତିକ ଲୋକଙ୍କ ଭଳି ସଂଗ୍ରାମ କରୁ ନାହୁଁ।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:10
ଏହି ପତ୍ର ସମାପ୍ତ କଲା ସମୟରେ ମୁଁ କୁ ହେ, ପ୍ରଭୁଙ୍କଠା ରେ ଓ ତାହାଙ୍କର ମହାନ ଶକ୍ତି ରେ ବଳବାନ ହୁଅ।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:8
କିନ୍ତୁ ଆମ୍ଭେ ଦିନର ହାଇେଥିବାରୁ ନିଜକୁ ସଂୟମ କରିବା ଆବଶ୍ଯକ। ବିଶ୍ବାସ ଓ ପ୍ ରମରେ ସାଞ୍ଜୁ ପିନ୍ଧିବା ଓ ପରିତ୍ରାଣର ଭରସାକୁ ଶିରସ୍ତ୍ରାଣ ରୂପେ ପରିଧାନ କରିବା ଦରକାର।

ପିତରଙ୍କ ପ୍ରଥମ ପତ୍ 5:9
ଶୟତାନର ଅନୁସରଣ କର ନାହିଁ। ନିଜ ବିଶ୍ବାସ ରେ ଦୃଢ଼ ହାଇେ ରୁହ। ସମଗ୍ର ବିଶ୍ବ ରେ ସର୍ବତ୍ର ତୁମ୍ଭ ଭାଇ ଓ ଭଉଣୀମାନେ ସମାନ ଭାବରେ ତୁମ୍ଭ ଭଳି ଯାତନା ପାଉଛନ୍ତି, ଏ କଥା ତୁମ୍ଭେ ଜାଣ।