Luke 21:18
କିନ୍ତୁ ପ୍ରକୃତ ରେ ଏଥି ମଧ୍ଯରୁ କାହାରି ଦ୍ବାରା ମଧ୍ଯ ତୁମ୍ଭମାନଙ୍କ କ୍ଷତି ହବେନାହିଁ।
Luke 21:18 in Other Translations
King James Version (KJV)
But there shall not an hair of your head perish.
American Standard Version (ASV)
And not a hair of your head shall perish.
Bible in Basic English (BBE)
But not a hair of your head will come to destruction.
Darby English Bible (DBY)
And a hair of your head shall in no wise perish.
World English Bible (WEB)
And not a hair of your head will perish.
Young's Literal Translation (YLT)
and a hair out of your head shall not perish;
| But | καὶ | kai | kay |
| there shall | θρὶξ | thrix | threeks |
| not | ἐκ | ek | ake |
| hair an | τῆς | tēs | tase |
| of | κεφαλῆς | kephalēs | kay-fa-LASE |
| your | ὑμῶν | hymōn | yoo-MONE |
| οὐ | ou | oo | |
| head | μὴ | mē | may |
| perish. | ἀπόληται | apolētai | ah-POH-lay-tay |
Cross Reference
ମାଥିଉଲିଖିତ ସୁସମାଚାର 10:30
ତୁମ୍ଭ ମୁଣ୍ଡ ରେ କତେୋଟି ବାଳ ଅଛି, ସେ କଥା ମଧ୍ଯ ପରମେଶ୍ବର ଜାଣନ୍ତି।
ପ୍ରଥମ ଶାମୁୟେଲ 14:45
ଏଥର ସୈନ୍ଯମାନେ ଶାଉଲଙ୍କକ୍ସ୍ଟ କହିଲେ,ଯୋନାଥନ ଆଜି ଇଶ୍ରାୟେଲକକ୍ସ୍ଟ ମହାଉଦ୍ଧାର କରିଛନ୍ତି। ଯୋନାଥନ ମରିବ, ଏହା କବେେ ହାଇେ ନ ପା ରେ। ଆମ୍ଭେ ଜୀବିତ ପରମେଶ୍ବରଙ୍କ ପାଖ ରେ ପ୍ରାର୍ଥନା କରୁଛକ୍ସ୍ଟ, କହେି ଯୋନାଥନଙ୍କକ୍ସ୍ଟ ହତ୍ଯା ତ ଦୂରର କଥା ମକ୍ସ୍ଟଣ୍ତରକ୍ସ୍ଟ ଗୋଟିଏ କେଶ ମଧ୍ଯ ତଳେ ପଡିବାକକ୍ସ୍ଟ ଦବେକ୍ସ୍ଟ ନାହିଁ। ପରମେଶ୍ବର ପଲେଷ୍ଟୀୟ କବଳରକ୍ସ୍ଟ ଇଶ୍ରାୟେଲକକ୍ସ୍ଟ ଉଦ୍ଧାର ପାଇଁ ଯୋନାଥନଙ୍କକ୍ସ୍ଟ ସାହାୟ୍ଯ କରିଛନ୍ତି। ତେଣୁ ଲୋକମାନ ଯୋନାଥନଙ୍କକ୍ସ୍ଟ ସାହାୟ୍ଯ କରିବେ, ତାଙ୍କୁ କବେେ ବି ହତ୍ଯା କରିବା ପାଇଁ ଦିଆୟିବ ନାହିଁ।
ଲୂକଲିଖିତ ସୁସମାଚାର 12:7
ହଁ, ତୁମ୍ଭମାନଙ୍କ ମୁଣ୍ଡ ରେ କେତେ ଗୋଟି ବାଳ ଅଛି, ତାହା ମଧ୍ଯ ପରମେଶ୍ବର ଜାଣନ୍ତି। ଭୟ କର ନାହିଁ। ତୁମ୍ଭମାନଙ୍କର ମୂଲ୍ଯ ଅନକେ ଚଢଇଙ୍କେ ଅପେକ୍ଷା ବହୁତ ଅଧିକ।
ପ୍ରଥମ ଶାମୁୟେଲ 25:29
ଯଦି ଜଣେ ବ୍ଯକ୍ତି ତୁମ୍ଭକୁ ତାଡନା କରିବାକୁ ଓ ତୁମ୍ଭକୁ ହତ୍ଯା କରିବାକୁ ଗ୍ଭ ହେଁ, ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭର ଜୀବନ ରକ୍ଷା କରିବେ। କିନ୍ତୁ ସେ ତୁମ୍ଭର ଶତୃମାନଙ୍କ ପ୍ରାଣକକ୍ସ୍ଟ ଛାଟିଣି ଖୋଲରକ୍ସ୍ଟ ପଥର ଫିଙ୍ଗି ଦଲୋପରି ଫିଙ୍ଗି ଦବେ।
ଦିତୀୟ ଶାମୁୟେଲ 14:11
ସ୍ତ୍ରୀ ଲୋକଟି କହିଲେ, ଆପଣ ସଦାପ୍ରଭୁ ପରମେଶ୍ବରଙ୍କ ନାମ ରେ ଶପଥ ନଇେ କହନ୍ତକ୍ସ୍ଟ, ଆପଣ ସମାନଙ୍କେୁ ଅଟକାଇବେ, ଯେଉଁମାନେ ତା'ର ଭାଇର ହତ୍ଯା ୟୋଗକ୍ସ୍ଟଁ ମାରେ ପକ୍ସ୍ଟତ୍ରକକ୍ସ୍ଟ ହତ୍ଯା କରିବାକୁ ଗ୍ଭହାଁନ୍ତି। ଶପଥ କରନ୍ତକ୍ସ୍ଟ ଯେ, ଆପମ ସମାନଙ୍କେୁ ମାରେ ପକ୍ସ୍ଟତ୍ରକକ୍ସ୍ଟ ଧ୍ବଂସ କରିବା ପାଇଁ ଦବେେ ନାହିଁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 27:34
ବର୍ତ୍ତମାନ ବଞ୍ଚିବା ପାଇଁ ତୁମ୍ଭମାନଙ୍କର କିଛି ଖାଦ୍ୟ ଖାଇବା ନିହାତି ଆବଶ୍ଯକ। ତୁମ୍ଭମାନଙ୍କ ମଧ୍ଯରୁ କାହାରି ମୁଣ୍ଡର ଗୋଟିଏ ବାଳ ମଧ୍ଯ, ନଷ୍ଟ ହବେନାହିଁ।